Browsing Category
ଦେଶ ବିଦେଶ
ଗୁମ୍ଫାରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଉପରେ ଡ୍ରୋନ ମାଧ୍ୟମରେ ଫିଙ୍ଗାଯାଉଛି ବୋମା, ଶହୀଦଙ୍କ ପ୍ରତିଶୋଧ ନେଉଛି ଭାରତୀୟ ସେନା
ଜାମ୍ମୁକାଶ୍ମୀର : ଜାମ୍ମୁକାଶ୍ମୀର ଅନନ୍ତନାଗରେ ଆକ୍ରମଣ ଜାରି ରହିଛି । ଅନନ୍ତନାଗର କୋକରନାଗ ପାହାଡରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କ ଉପରେ ଡ୍ରୋନ ଦ୍ୱାରା ବୋମା ଆକ୍ରମଣ କରାଯାଉଛି । ସୂଚନା ଅନୁସାରେ ଏହି…
Video: ମାଟି ମା’ ପାଇଁ ଜୀବନ ଦେଇ ଅମର ସହିଦ ଜବାନ୍ ମନପ୍ରୀତ୍ ସିଂ, ସେନାର ପୋଷାକ ପିନ୍ଧି ପିତାକୁ ବିଦାୟ ଦେଲା ପୁଅ
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଚାଲିଥିବା ଏନକାଉଣ୍ଟରରେ ସହିଦ ହୋଇଥିବା କର୍ଣ୍ଣେଲ ମନପ୍ରୀତଙ୍କୁ ମୋହାଲିରେ ଶେଷ ବିଦାୟ ଦିଆଯାଇଛି । ଏହି ସମୟରେ ତାଙ୍କ ବାସଭବନରେ ହଜାର ହଜାର ଲୋକଙ୍କ…
ସ୍ୱାମୀ ଅନ୍ୟ ମହିଳା ସହ ରହିବା ଭୁଲ୍ ନୁହେଁ: ଜାଣନ୍ତୁ କାହିଁକି ଏପରି କହିଲେ ହାଇକୋର୍ଟ
ନୂଆଦିଲ୍ଲର: ସାଧାରଣତଃ କୌଣସି ବିବାହରେ ଟେନସନ ରହିଲେ ମଧ୍ୟ ପତ୍ନୀ କିମ୍ବା ସ୍ୱାମୀ ଆଇନ ଅନୁଯାୟୀ ଅନ୍ୟ ସାଥୀଙ୍କ ସହ ରହିବା ଠିକ୍ ବିବେଚନା କରାଯାଏ ନାହିଁ । କିନ୍ତୁ ସମାନ ମାମଲାରେ ଦିଲ୍ଲୀ ହାଇକୋର୍ଟ ସ୍ୱାମୀଙ୍କୁ…
ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ୱସ୍ତି, ଅକ୍ଟୋବର ୪ରେ ହେବ ଜାମିନ ଶୁଣାଣି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଅକ୍ଟୋବର ୪ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ମଦ ଦୁର୍ନୀତି ମାମଲାରେ ଚଳିତ ବର୍ଷ…
ଉଡନ୍ତାଯାନ ମାୟାଜାଲରେ NASA, କାହିକିଁ ପୃଥିବୀ ପୃଷ୍ଠକୁ ଏଲିଏନ ପଠାନ୍ତି ଉଡନ୍ତାଯାନ
ନୂଆଦିଲ୍ଲୀ : ଉଡନ୍ତାଯାନ ମାୟାଜାଲରେ ଫଶିଛନ୍ତି ଆମେରିକାର ସ୍ପେସ ଏଜେନ୍ସି ନାସା । ନାସାର ବୈଜ୍ଞାନୀକମାନେ ଉଡନ୍ତା ଯାନକୁ ନେଇ ଯେଉଁ ରିପୋର୍ଟ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହି ଉଡନ୍ତା…
ଆଜି ଦେଶର ସମସ୍ତ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ନମ୍ବରକୁ ଆସିଛି ଏକ ଇମର୍ଜେନ୍ସି ଆଲର୍ଟ, କ’ଣ ଏହାର ଅର୍ଥ ଜାଣି ନିଅନ୍ତୁ
ନୂଆଦିଲ୍ଲୀ: ଆଜି ଅପରାହ୍ନ ୧୨ଘ.୧୯ ମିି. ସମୟରେ ଦେଶର ସମସ୍ତ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ନମ୍ବରକୁ ଏକ ଇମର୍ଜେନ୍ସି ଆଲର୍ଟ ଆସିଛି । ସରକାରଙ୍କ ପକ୍ଷରୁ ଏହା ଏକ ସାମ୍ପଲ ଟେଷ୍ଟିଂ ମେସେଜ୍ ଯାହା ଭାରତ ସରକାରଙ୍କ ଟେଲି…
ପର୍ବପର୍ବାଣୀ ପୂର୍ବରୁ ସରକାର ଦେଲେ ଏହି ଉପହାର: ପ୍ରତି ମାସରେ ମହିଳାମାନଙ୍କୁ ମିଳିବ ଏକ-ଏକ ହଜାର ଟଙ୍କା
ନୂଆଦିଲ୍ଲୀ: ତାମିଲନାଡୁ ସରକାର ଶୁକ୍ରବାର ଠାରୁ ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି। କାଞ୍ଚିପୁରମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଯୋଜନା ଆରମ୍ଭ କରିଛନ୍ତି, ଯାହାର ନାମ…
୯ କୋଟିରେ ବିକ୍ରି ହେଲା ରାଜକୁମାରୀ ଡାଏନାଙ୍କ ‘ଲାଲ ସ୍ୱେଟର’ , ୪୨ ବର୍ଷ ତଳେ ପିନ୍ଧିଥିଲେ ଏକ ଖାସ୍ ଦିନରେ
ନୂଆଦିଲ୍ଲୀ : ବ୍ରିଟେନର ରାଜକୁମାରୀ ଡାଏନା ପିନ୍ଧିଥିବା ଏକ ସ୍ୱେଟର ନିଲାମ ହୋଇଛି । ଏହି ସ୍ୱେଟରରେ ଏକ କଳା ମେଣ୍ଢାର ଚିତ୍ର ରହିଥିବାରୁ ଏହାର ନାଁ ହେଉଛି "ବ୍ଲାକ ସିପ' ସ୍ୱେଟର । ଏହା ନ୍ୟୁୟର୍କ ସୋଥବିରେ ୧.୧…
ବିମାନବନ୍ଦରରେ ଯାତ୍ରୀଙ୍କ ବ୍ୟାଗରୁ ଚୋରି ହେଲା ମୂଲ୍ୟବାନ ଜିନିଷ,ଜଣେ ଗିରଫ
ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟର ନାସନାଲ ଏୟାରପୋର୍ଟରେ ଲୋଡର ଭାବେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏୟାରପୋର୍ଟ ପୋଲିସ କହିବା ଅନୁସାରରେ ଏହି ଲୋଡର ଲୋକମାନଙ୍କ ବ୍ୟାଗରୁ ମୂଲ୍ୟବାନ…
ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ଓଡ଼ିଶାର ୪ ମୃତ
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୪ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏକ ଲରି ସହ ଆମ୍ବୁଲାନ୍ସ ଧକ୍କା ହୋଇଛି । ଏଥିସହ ୩ ଜଣ ମଧ୍ୟ…