Browsing Category

ଦେଶ ବିଦେଶ

ବିଦ୍ରେହୀମାନଙ୍କ ଆକ୍ରମଣ : ୪୯ ନାଗରିକ ଏବଂ ୧୫ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପୂର୍ବତ୍ତୋର ମାଳିରେ ଏକ ମିଲିଟାରୀ କ୍ୟାମ୍ପ ଏବଂ ଅନେକ ଲୋକମାନଙ୍କ ଉପରେ ଇସଲାମି ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଦ୍ୱାରା ୪୯ ନାଗରିକଙ୍କ ସହ ୧୫ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା…

୭ଟି ବିଧାନସଭା ଆସନରେ ଭୋଟ୍ ଗଣତି ଜାରି: ଘୋସିରେ ସପା, ପୁଥୁପଲ୍ଲୀରେ କଂଗ୍ରେସ ଆଗରେ, ତ୍ରିପୁରାରେ ଆଗକୁ ବଢ଼ୁଛି ବିଜେପି

ନୂଆଦିଲ୍ଲୀ : : ୬ ରାଜ୍ୟର ୭ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ, ଝାଡଖଣ୍ଡ, ତ୍ରିପୁରା, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ସାତୋଟି ବିଧାନସଭା ଆସନ ପାଇଁ…

ପ୍ରଥମଦିନରେ ବକ୍ସ ଅଫିସରେ ପଠାନର ରେକର୍ଡ ଭାଙ୍ଗିଲା ଫିଲ୍ମ ଯବାନ, କଲା ବମ୍ପର କଲେକ୍ସନ୍

ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ୨୦୨୩ ବର୍ଷର ମୋଷ୍ଟ ଆୱେଟେଡ ଫିଲ୍ମ ଯବାନ ସିନେମା ହଲରେ ମୁକ୍ତିଲାଭ କରିସାରିଛି । ତେବେ ଏହି ଫିଲ୍ମ ପ୍ରଥମ ଦିନରେ ଭଲ ରୋଜଗାର କରିଛି । ଯବାନକୁ ଦର୍ଶକମାନଙ୍କ ଭଲ ରେସପନ୍ସ ମିଳିଛି ଏବଂ…

‘ସନାତନ ଧର୍ମକୁ ଦୁନିଆରୁ ଲିଭାଇ ଦେବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ରାବଣ ଏବଂ କଂସ ପରି ଦାନବ…’, ଯୋଗି ଆଦିତ୍ୟନାଥ

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାନିଲଙ୍କ ପୁଅ ଉଦୟାନିଧି ସନାତନ ଧର୍ମ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ ସମଗ୍ର ଦେଶରେ ତାଙ୍କର ସମାଲୋଚନା କରାଯାଉଛି । ଅନେକ ନେତା ଏହି ବୟାନର ନିନ୍ଦା…

ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ଆରମ୍ଭ: ୟୁରୋପୀୟ ସାଂସଦମାନଙ୍କ ସହ କଲେ ଏହି ପ୍ରସଙ୍ଗରେ ଆଲୋଚନା

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ସପ୍ତାହ ବିଦେଶ ଯାତ୍ରାରେ ବାହାରିଛନ୍ତି । ଗୁରୁବାର ଦିନ ରାହୁଲ ଗାନ୍ଧୀ ବ୍ରସେଲ୍ସରେ ୟୁରୋପୀୟ ସାଂସଦଙ୍କ ସହ ବନ୍ଦ କୋଠରୀରେ ବିଭିନ୍ନ ବିଷୟକୁ ନେଇ ଚର୍ଚ୍ଚା…

ଶୁଟିଂ ସେଟରେ ଆହତ ହେଲେ ବରୁଣ ଧାୱନ: ‘ଯବାନ’ ନିର୍ଦ୍ଦେଶକ ଅଟଲେଙ୍କ ଫିଲ୍ମର ସୁଟିଂ ସମୟରେ ଘଟିଛି ଏହି ଦୁର୍ଘଟଣା!

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧାୱନ ଆହତ ହୋଇଛନ୍ତି। ଫିଲ୍ମର ସୁଟିଂ ସମୟରେ ଅଭିନେତା ଆହତ ହୋଇଛନ୍ତି। ବରୁଣ ଧାୱନଙ୍କ ଭିଡିଓ ଦେଖିବା ପରେ ପ୍ରତ୍ୟେକ ପ୍ରଶଂସକ ତାଙ୍କ ଅବସ୍ଥା ବିଷୟରେ ପଚାରିବା ଆରମ୍ଭ କରିଛନ୍ତି।…

ସ୍ପେନ ରାଷ୍ଟ୍ରପତି କରୋନା ପଜିଟିଭ୍: ଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ହେବେନାହିଁ ସାମିଲ

ନୂଆଦିଲ୍ଲୀ: ଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବା ପୂର୍ବରୁ ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ କରୋନା ପଜିଟିଭ୍ ହୋଇଛନ୍ତି । ଏଥିପାଇଁ ସେ ଏବେ ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହୋଇପାରିତବେ ନାହିଁ ।…

Video: ସମ୍ବଲପୁରୀ ଲୋକଗୀତ ଡାଲଖାଇ ପ୍ରେମରେ ପଡ଼ିଲେ IMF ନିର୍ଦେଶକ କ୍ରିଷ୍ଟାଲିନା ଜର୍ଜିବା, ଗୀତ ଶୁଣି ନାଚି ଉଠିଲେ

ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରୁ ୧୦ ତାରିଖ ଯାଏଁ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଜି-୨୦ ବୈଠକରେ ଯୋଗ ଦେବା ପାଇଁ ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଆନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଆସି ଭାରତରେ…

୧୦ ବର୍ଷ ଧରି ବଳତ୍କାର ହୋଇଆସୁଥିଲେ ନାବାଳିକା, ଶେଷରେ ଧରାପଡିଲେ ବିଦ୍ୟାଳୟର ନିର୍ଦ୍ଦେଶକ ଏବଂ ପ୍ରଧାନଶିକ୍ଷକ

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ କୋଲକାତା ଅଞ୍ଚଳର ହରିଦେବପୁର ଅଞ୍ଚଳରେ ଦୃଷ୍ଟିହୀନଙ୍କ ପାଇଁ ଏକ ସ୍କୁଲରେ ନାବାଳିକାକୁ ବଳାତ୍କାର ଅଭିଯୋଗ ଆସିବା ପରେ ଅନୁଷ୍ଠାନର ନିର୍ଦ୍ଦେଶକ ତଥା ପ୍ରଧାନଶିକ୍ଷକଙ୍କ ସମେତ ତିନି…

ମଙ୍ଗଳ ଗ୍ରହରେ ସୃଷ୍ଟି ହେବାକୁ ଲାଗିଲା ଅମ୍ଳଜାନ! ନାସା ବିକଶିତ କରିଛି ଏକ ଅନନ୍ୟ ମେସିନ୍, ଏଣିକି ମଣିଷ ରହିବାକୁ ଅପେକ୍ଷା

ନାସା ନିକଟରେ ଏକ ମେସିନ୍ ବିକଶିତ କରିଛି, ଯାହା ମଙ୍ଗଳ ଗ୍ରହରେ ଅମ୍ଳଜାନ ସୃଷ୍ଟି କରୁଛି । ନାସା କହିଛି ଯେ, ଏହି ମେସିନ୍ ଟାର୍ଗେଟଠାରୁ ୨୦୦% ଅଧିକ ଅମ୍ଳଜାନ ଉତ୍ପାଦନ କରୁଛି । Mars Oxygen In-Situ Resource…