Browsing Category
ଦେଶ ବିଦେଶ
ଗୁଇନ୍ଦା ବେଲୁନ୍ ପରେ ୪୦ ହଜାର ଫୁଟ୍ ଉପରେ ଦେଖାଗଲା ଅଜ୍ଞାନ୍ତ ବସ୍ତୁ, କ୍ଷେପଣାସ୍ତ୍ର ମାରି ଗଳାଇଲା ଆମେରିକା
ନୂଆଦିଲ୍ଲୀ: କିଛି ଦିନ ତଳେ ଆମେରିକାର ଆକାଶରେ ଚୀନ୍ର ଗୁଇନ୍ଦା ବେଲୁନ୍ ଉଡ଼ିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଆଲାସ୍କାର ୪୦,୦୦୦ ଫୁଟରେ ଏକ ବସ୍ତୁ ଉଡ଼ିବା ଘଟଣା ସାମ୍ନାକୁ ଆସିଛି। ହ୍ୱାଇଟ ହାଉସର ଜାତୀୟ…
ରାଜ୍ୟରେ ଲାଗୁହେଲା ନୂଆ ନିୟମ:ମେଡିକାଲରେ ପିନ୍ଧି ପାରିବେ ନାହିଁ ଜିନ୍ସ ଆଉ ପ୍ଲାଜୋ ପ୍ୟାଣ୍ଟ, ଜାଣନ୍ତୁ ଆଉ କଣ ରହିଛି ବାରଣ
ନୂଆଦିଲ୍ଲୀ: ରାଜ୍ୟ ସରକାରୀ ଡାକ୍ତରଖାନାଗୁଡ଼ିକରେ ମେଡିକାଲ ଏବଂ ଅଣ ମେଡିକାଲ କର୍ମଚାରୀଙ୍କ ପାଇଁ ହରିୟାଣା ସରକାର ଏକ ନୂତନ ଡ୍ରେସ କୋଡ୍ ନୀତି କାର୍ଯ୍ୟକାରୀ କରିଛନ୍ତି। ଏହା ଅଧୀନରେ ଜିନ୍ସ, ପ୍ଲାଜୋ ପ୍ୟାଣ୍ଟ ଏବଂ…
ତୁର୍କୀରେ ଭୂକମ୍ପ ପରେ ଆମେରିକୀୟ ଟେକ୍ନୋଲୋଜି ଉପରେ ଲାଗିଲା ଅଭିଯୋଗ, ଜାଣନ୍ତୁ ପାଣିପାଗ ଯୁଦ୍ଧ କ’ଣ ଯାହା ଯୁଦ୍ଧ ପରି ହଇଚଇ ସୃଷ୍ଟି…
ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୩ ହଜାର ଅତିକ୍ରମ କରିଛି। ଏକ ନୂଆ ବିବାଦ ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ କୁହାଯାଉଛି ଯେ ଏହି ଭୂକମ୍ପ ଆମେରିକାର ଷଡଯନ୍ତ୍ର କାରଣରୁ ହୋଇଛି।…
‘ମୁଁ ଏଠାକୁ ଜଣେ ପରିବାର ସଦସ୍ୟ ଭାବେ ଆସିଛି’, ଜାଣନ୍ତୁ ମୁସଲିମ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ ପହଞ୍ଚି କାହିଁକି ଏପରି କହିଲେ…
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଆଲଜାମିଆ-ତୁସ୍-ସୌଫିୟାହା ଆରବ ଏକାଡେମୀର ମୁମ୍ବାଇ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ସମୟରେ ସେ ଦାଉଦୀ ବୋହରା ସମ୍ପ୍ରଦାୟର କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ…
ରାଜ୍ୟସଭାରୁ ନିଲମ୍ବିତ ହେଲେ କଂଗ୍ରେସ ସାଂସଦ ରଜନୀ ପାଟିଲ: ସଂସଦରେ କରିଥିଲେ ଏପରି କାରନାମା
ନୂଆଦିଲ୍ଲୀ: ସଂସଦରେ ଫଟୋଗ୍ରାଫି କରିବା ମାମଲାରେ କଂଗ୍ରେସ ସାଂସଦ ରଜନୀ ପାଟିଲଙ୍କ ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ବାକି ବଜେଟ୍ ଅଧିବେଶନ ପାଇଁ ରଜନୀ…
କରୋନା ପରେ ନୂଆ ବିପଦ, ମଣିଷକୁ ହୋଇପାରେ ବାର୍ଡ-ଫ୍ଲୁ , who ର ଆଲର୍ଟ
ନୂଆଦିଲ୍ଲୀ :କରୋନା ସଂକ୍ରମଣ ପରେ ବର୍ତ୍ତମାନ ବାର୍ଡ-ଫ୍ଲୁ ବିଶ୍ୱ ପାଇଁ ଏକ ନୂଆ ବିପଦ ହୋଇପାରେ । ଏ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ବାର୍ଡ-ଫ୍ଲୁ ହେଉଛି ଏଭିଆନ୍…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: NEET PG 2023 ପରୀକ୍ଷା ହେବନି ପୋଷ୍ଟପୋନ୍, ମାର୍ଚ୍ଚ ୫ରେ ହେବ ପରୀକ୍ଷା
ନୂଆଦିଲ୍ଲୀ: ନିଟ୍ ପିଜି ୨୦୨୩ ପରୀକ୍ଷା ପୋଷ୍ଟପୋନ୍ ବା ସ୍ଥଗିତ ହେବ ନାହିଁ । ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଆଜି ଅର୍ଥାତ୍ ୧୦ ଫେବୃଆରୀ ୨୦୨୩ ରେ ବୟାନ ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ…
ପାଳନ ହେବା ନାହିଁ ‘Cow Hug Day’, ଅପିଲ୍ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ପାଳନ ହେବା ନାହିଁ 'Cow Hug Day'। ଫେବୃଆରୀ ୧୪ କୁ ‘ଗାଈ ଆଲିଙ୍ଗନ ଦିବସ’ ଭାବରେ ପାଳନ କରିବା ଆବେଦନକୁ ସରକାର ଶୁକ୍ରବାର ଦିନ ଆବେଦନ ପ୍ରତ୍ୟାହାର କରିଛନ୍ତି। ଏଥିପାଇଁ ପଶୁ କଲ୍ୟାଣ ବୋର୍ଡ ଅଫ୍…
ମୁମ୍ବାଇ-ସୋଲାପୁର-ଶିରିଡି କୁ ଚାଲିବ ବନ୍ଦେ ଭାରତ ଟ୍ରେନ୍, ଆଉ ୩ଟି ଏକ୍ସପ୍ରେସ ଶୁଭାରମ୍ଭ କଲେ ମୋଦୀ
ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମୁମ୍ବାଇ-ସୋଲାପୁର ଏବଂ ମୁମ୍ବାଇ-ଶିରିଡି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିଛନ୍ତି। ମୁମ୍ବାଇରୁ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ସଂଖ୍ୟା ତିନିକୁ…
ଭାରତ ଛାଡ଼ିଲା ଚୀନ୍ର ସର୍ବବୃହତ ଇକମର୍ସ କମ୍ପାନୀ ଆଲିବାବା
ନୂଆଦିଲ୍ଲୀ: ଚୀନ୍ର ସବୁଠୁ ବଡ଼ ଇ-କମର୍ସ କମ୍ପାନୀ ଆଲିବାବା ଭାରୀୟ ବଜାରକୁ ବାଏ ବାଏ କରିଛି। ଏବେ ଭାରତରେ କମ୍ପାନୀର ଥିବା ସମସ୍ତ ସେୟାର ପେଟିଏମ୍କୁ ବିକି ଦେଇଛି । ପେଟିଏମ୍ ର ପ୍ୟାରେଣ୍ଟ୍ କମ୍ପାନୀ ONE ୯୭…