Browsing Category
ଦେଶ ବିଦେଶ
ବୈଜ୍ଞାନିକମାନଙ୍କ ଭୟଙ୍କର ଘୋଷଣା; ପୃଥିବାରେ ପିଟିହେବ ବିଶାଳ ପଥର, ଆକାର ଜାଣି ଉଡିଯିବ ଆପଣଙ୍କ ହୋସ
ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ପ୍ରାୟତଃ ଏପରି କିଛି ଘଟଣା ଘଟେ ଯାହା ସମଗ୍ର ମାନବ ସମାଜକୁ ଆଶ୍ଚର୍ଯ୍ୟ ଏବଂ ଚକିତ କରିଦିଏ । ଏଥିସହିତ ବୈଜ୍ଞାନିକମାନଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦିଏ । ତେବେ ସମସ୍ତ ଘଟଣାରେ…
ଛଟେଇ ପରେ ଛଟେଇ: News Corpରୁ ବିଦାହେବେ ବହୁ କର୍ମଚାରୀ
ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଘୋର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଏହି କାରଣରୁ ଗୁଗଲ, ଫେସବୁକ, ଆମାଜନ, ମାଇକ୍ରୋସଫ୍ଟ ପରି ବିଶ୍ୱର ଅନେକ ବଡ଼ ବଡ଼ ଟେକ କମ୍ପାନୀମାନେ ସେମାନଙ୍କର କର୍ମଚାରୀଙ୍କୁ ଚାକିରିରୁ…
ତୁର୍କୀ-ସିରିଆ ଭୁମିକମ୍ପ: ୨୧ହଜାର ଟପିଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ: ଫେବୃଆରୀ ୬ ତାରିଖରେ ଘଟିଥିବା ତୁର୍କୀ ସିରିଆ ଭୂକମ୍ପରେ ବର୍ତ୍ତମାନ ଶବ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଅତ୍ୟଧିକ ମାତ୍ରାରେ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଶବ ଉଦ୍ଧାର କାର୍ଯ୍ୟ ଥମିବାର ନାମ ନେଉନି ।…
୬.୫ କୋଟି ଜନତାଙ୍କୁ କେନ୍ଦ୍ର ସରକାରଙ୍କ ଉପହାର! ହୋଲି ପୂର୍ବରୁ ଆକାଉଣ୍ଟକୁ ଆସିବ PF ସୁଧ
ନୂଆଦିଲ୍ଲୀ: ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି । ତେବେ ଏହି ଅବସରରେ ୬.୫ କୋଟି ଜନତାଙ୍କୁ ମିଳିବାକୁ ଯାଉଛି ଏକ ବଡ଼ ଉପହାର । ହୋଲି ପୂର୍ବରୁ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ଖାତାଧାରୀଙ୍କ ଆକାଉଣ୍ଟକୁ…
Digital Credit ଚଳିତ ବର୍ଷ ଆରମ୍ଭ ହେବ: ୧୦ଟି ଦେଶରେ NRIs ପାଇବେ UPI ସେବା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚଳିତ ବର୍ଷ ଡିଜିଟାଲ କ୍ରେଡିଟ ସେବା ଆରମ୍ଭ କରିବେ । ବଡ଼ ବଡ଼ ବ୍ୟାଙ୍କ ଠାରୁ କ୍ଷୁଦ୍ର ଷ୍ଟ୍ରିଟ ଭେଣ୍ଡର୍ସ ଏହି ସେବା ପାଇବାରେ ସକ୍ଷମ ହେବେ ବୋଲି ଟେଲିକମ ଓ ଆଟି ମନ୍ତ୍ରୀ ଅଶ୍ୱିନୀ…
ଆଜି ୨ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବେ ପ୍ରଧାମନମନ୍ତ୍ରୀ, ଏହିଠାରେ ଉଡାଇବେ ସବୁଜ ପତକା
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇକୁ ଏକସାଙ୍ଗରେ ୨ଟି ବନ୍ଦେ ଭାରତ ଟ୍ରେନର ଉପହାର ଦେବେ । ସେଥିରୁ ଗୋଟେ ବନ୍ଦେ ଭାରତ ଟ୍ରେନ ମୁମ୍ବାଇ ରୁ ସାଇନଗର ଶିରିଡି କୁ ଯାତ୍ରା କରିବ ଅନ୍ୟଟି…
NDMCର ୪୫୦୦ କର୍ମଚାରୀ ରେଗୁଲାର ହେବେ: ସିଏମଙ୍କୁ ଗୃହମନ୍ତ୍ରୀଙ୍କ ଚିଠି
ନୂଆଦିଲ୍ଲୀ: ନ୍ୟୁ ଦିଲ୍ଲୀ ମ୍ୟୁନିସିପାଲ କମିଟି (ଏନଡିଏମସି)ର ୪୫୦୦ ଜଣ କର୍ମଚାରୀଙ୍କ ଚାକିରି ରେଗୁଲାର ହେବ । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚିଠି ଲେଖିଛନ୍ତି ।…
(Video) ରାତି ୩ଟାରେ ଚାଲିଥିଲା ମେଳା, ଏକତ୍ର ହୋଇଥିଲେ ୧୫ ହଜାର ଲୋକ, ହଠାତ୍ ଗହଳି ଭିତରକୁ ପଶିଗଲା ଏକ ଷଣ୍ଢ
ନୂଆଦିଲ୍ଳୀ: ଅନେକ ସମୟରେ କିଛି ମେଳା, ମହୋତ୍ସବ ଭଳି ସାର୍ବଜନିକ କାର୍ଯ୍ୟକ୍ରମ ସମୟରେ କିଛି ଅଘଟଣ ଘଟିଥାଏ । ତେବେ ନିକଟରେ ଏଭଳି ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି । ମେଳାରେ ହଜାର ହଜାର ଲୋକ ରୁଣ୍ଡ ହୋଇଥିବା…
ଭାରତରେ ପ୍ରଥମ! ଜାମ୍ମୁ ଏବଂ କାଶ୍ମୀରରେ ମିଳିଲା ୫.୯ ନିୟୁତ ଟନ୍ର ଲିଥିୟମ୍ ଜମା, ନିଶ୍ଚିତ କଲେ ସରକାର
ନୂଆଦିଲ୍ଲୀ: ଭାରତୀୟ ଭୁତତ୍ୱ ସର୍ବେକ୍ଷଣ (ଜିଏସ୍ଆଇ) ପ୍ରଥମ ଥର ପାଇଁ ଭାରତରେ ଲିଥିୟମ୍ ଖଣି ଠାବ କରିଛନ୍ତି। ଏନେଇ ଖଣିଜ ମନ୍ତ୍ରଳାୟ ପକ୍ଷରୁ ସୂଚନା ଦିଆଯାଛି। ଖଣିଜ ମନ୍ତ୍ରଣାଳୟ କହିଛି ଯେ, ଜାମ୍ମୁ କାଶ୍ମୀରର…
Deputy CMଙ୍କୁ ପିଙ୍କିର ଚିଠି: ‘ପ୍ରିୟ ତେଜସ୍ୱୀ ଜୀ, ମୋର One Sided Love, ଚାକିରି ନାହିଁ, ମ୍ୟାରେଜ୍ କେମିତି କରିବି’
ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ରାଜନେତା, ଅଭିନେତାଙ୍କ ପାଖକୁ କେହି କେହି ଚିଠି ଲେଖିଥାନ୍ତି । ଏପରିକି ଏହି ଚିଠି ମଧ୍ୟ ସୋସିଆଲ ମିଡ଼ିଆରେ ବେଳେବେଳେ ଭାଇରାଲ ହୋଇଯାଇଥାଏ । ନିକଟରେ ଏଭଳି ଏକ ଚିଠି ଲେଖାଯାଇଛି…