Browsing Category

ଦେଶ ବିଦେଶ

୨୦୨୪ ନିର୍ବାଚନ ପାଇଁ ଲକ୍ଷ୍ୟ ମିଶନ ସାଉଥ୍‌ : ବିଜେପି ପାଇଁ ବ୍ରହ୍ମାସ୍ତ୍ର ପାଲଟିବେ ଚିରଞ୍ଜିବୀ !

ଅମରାବତୀ: ସୋମବାର ଆନ୍ଧ୍ରପ୍ରଦେଶ ରାଜନୀତିରେ ଏକ ଖାସ୍‌ ଦୃଶ୍ୟପଟ୍ଟ ଦେଖିବାକୁ ମିଳିଛି । ସ୍ୱାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ୍‌ ରାଜୁଙ୍କ ପ୍ରତିମୂତ୍ତି ଅନାବରଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଚ…

ପୁଣି ଆମେରିକାରେ ଗୁଳିକାଣ୍ଡ, ପରେଡରେ ଭିଡ଼ ଉପରକୁ ଆଖିବୁଜା ଗୁଳିମାଡ଼

ନୂଆଦିଲ୍ଲୀ: ଆମେରିକାରେ ପୁଣିଥରେ ହୋଇଛି ଗୁଳିକାଣ୍ଡ । ଆମେରିକାର ଇଲିନୋଇସ ସହରର ଏକ ହାଇଲ୍ୟାଣ୍ଡ୍ ପାର୍କରେ ଏକ ପରେଡ ଉପରକୁ ଗୁଳିମାଡ଼ କରିଛି ଜଣେ ଦୁର୍ବୁତ୍ତ । ଆମେରିକାରେ ୪ ଜୁଲାଇକୁ ସ୍ୱତନ୍ତ୍ରତା ଦିବସ ସମାରୋହ…

ଛୋଟ ଶିଶୁଙ୍କର ବଡ଼ ହୃଦୟ, ଆପଣଙ୍କର ପିଲାଦିନର କଥା ମନେ ଅଛି ତ, ଥରେ ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲିର ଇଣ୍ଟରନେଟର ଜମାନାରେ ଛୋଟ ବଡ଼ ଘଟଣା ସବୁ କ୍ଷଣିକ ମଧ୍ୟରେ ଭାଇରାଲ ହୋଇଯାଇଥାଏ । ତେବେ ନିକଟରେ ଛୋଟ ଶିଶୁଙ୍କର ଏକ ମଜାଳିଆ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି…

ଯେଉଁମାନଙ୍କ ପାଖରେ ଦୁଇରୁ ଅଧିକ ବନ୍ଧୁକ ଥିବ ସେମାନେ ୯୦ ଦିନ ଭିତରେ ଫେରାଇବେ, ନିର୍ଦ୍ଦେଶନାମା ଜାରିକଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଏଣିକୁ ଦୁଇରୁ ଅଧିକ ବନ୍ଧୁକ ପାଖରେ କେହି ରଖିପାରିବେ ନାହିଁ । ନିୟମ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିୟମ ଲାଗୁ ହେବା ଫଳରେ ଏଣିକି ରାଇଫଲ ଆସୋସିଏସନ ଓ କ୍ଲବ ଅଡ଼ୁଆରେ ପଡ଼ିବେ…

ରେଷ୍ଟୁରାଣ୍ଟରେ ଆଉ ବାଧ୍ୟତାମୂଳକ ନୁହେଁ ସର୍ଭିସ ଚାର୍ଜ, ଜାରି ହେଲା ଗାଇଡଲାଇନ୍

ସେଣ୍ଟ୍ରାଲ୍ କନ୍ଜ୍ୟୁମର ପ୍ରୋଟେକ୍ସନ ଅଥରିଟି(ସିସିପିଏ) ଏକ ଆଶ୍ୱସ୍ତିକର ଘୋଷଣା କରିଛି । ସିସିପିଏ ରେଷ୍ଟୁରାଣ୍ଟ ଏବଂ ହୋଟେଲରେ ସର୍ଭିସକୁ ନେଇ ନୂଆ ଗାଇଡଲାଇନ ଜାରି କରିଛି । ଗାଇଡ ଲାଇନ ଅନୂଯାୟୀ ଏବେ ଆପଣଙ୍କୁ…

ମୋଦୀଙ୍କ ହେଲିକପ୍ଟର ନିକଟକୁ ଛାଡ଼ିଲେ କଳା ବେଲୁନ୍, ଗିରଫ ହେଲେ କଂଗ୍ରେସ କର୍ମୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟରକୁ ଲକ୍ଷ୍ୟ କରି କଳା ବେଲୁନ୍ ଉଡ଼ାଇଲେ କଂଗ୍ରେସ କର୍ମୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଏହି କଳା ବେଲୁନ୍ ଉଡ଼ାଇ ଗିରଫ ହୋଇଛନ୍ତି କଂଗ୍ରେସ୍ କର୍ମୀ ।…

ଅନ୍ୟ ଯୁବକଙ୍କୁ ପ୍ରେମ କରିବାରୁ ଏମିତି ଦଣ୍ଡ: ସ୍ୱାମୀଙ୍କୁ କାନ୍ଧରେ ବୋହି ଗାଁ ସାରା ବୁଲିଲେ ମହିଳା, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ପ୍ରେମକୁ ନେଇ ଅନେକ ଭୟଙ୍କର ଘଟଣା ସବୁ ଘଟୁଛି । ଅନେକ ସମୟରେ ପ୍ରେମୀଯୁଗଳଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ପଛାଇ ନଥାନ୍ତି । ତେବେ ଏପରି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ।…

ମହାରାଷ୍ଟ୍ରରେ ସରକାର ଗଠନ କରିଦେଲ, କିନ୍ତୁ ଲୋକଙ୍କର ହୃଦୟ କେବେ ବି ଜିତି ପାରିବନି: ମମତା

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଶେଷରେ ମହାରାଷ୍ଟ୍ରରେ ଗଠନ ହୋଇଛି ନୂଆ ସରକାର । ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି…

ଟ୍ରାଫିକର କେଉଁ ନିୟମ ଭାଙ୍ଗିଲେ କେତେ ଭରିବେ ଜରିମାନା? ଲିଷ୍ଟ୍ ଦେଖି ହୁଅ ସାବଧାନ୍

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା ଘଟଣାକୁ କମ୍ କରିବା ପାଇଁ ଭାରତ ସରକାର ନିରନ୍ତର ଭାବେ ଚେଷ୍ଟା କରିଚାଲିଛନ୍ତି । ଦେଶରେ ଲାଗୁ ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଚଳିତବର୍ଷ…

ଡାଇବେଟିସ୍, ହାଇ ବ୍ଲଡପ୍ରେସର ଓ ମୁଣ୍ଡବିନ୍ଧା ରୋଗୀଙ୍କ ପାଇଁ ଖୁସି ଖବର: ୮୪ଟି ଔଷଧର ଖୁଚୁରା ମୂଲ୍ୟ ସ୍ଥିର କଲା NPPA

ନୂଆଦିଲ୍ଲୀ: ଡାଇବେଟିସ୍, ହାଇ ବ୍ଲଡପ୍ରେସର ଓ ମୁଣ୍ଡପିନ୍ଧା ରୋଗୀଙ୍କ ପାଇଁ ଖୁସି ଖବର । ଏଣିକି ଦୋକାନୀମାନେ ଏହି ସମସ୍ତ ରୋଗର ଔଷଧ ଉପରେ ଅଧିକ ମୂଲ୍ୟ ନେଇ ପାରିବେ ନାହିଁ । ଜାତୀୟ ଫର୍ମାସ୍ୟୁଟିକାଲ ପ୍ରାଇସିଂ…