Browsing Category
ଦେଶ ବିଦେଶ
ହ୍ରାସ ପାଇପାରେ ପ୍ରାକୃତିକ ଗ୍ୟାସ୍ର ଦାମ୍! ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା
ନୂଆଦିଲ୍ଲୀ: ନୂଆ ବର୍ଷରେ ସାଧାରଣ ଜନତାଙ୍କୁ ଖୁସି ଖବର ଦେଇ ପାରନ୍ତି ସରକାର । ଆଗାମୀ ଦିନରେ, ପାଇପ ଗ୍ୟାସର ମୂଲ୍ୟ, ଆପଣଙ୍କ ଘରକୁ ଆସୁଥିବା ସିଏନଜି ମୂଲ୍ୟ ହ୍ରାସ ହୋଇପାରେ । ଜନତାଙ୍କୁ ସୁଲଭ ମୂଲ୍ୟରେ ପ୍ରାକୃତିକ…
JEE Advanced 2023: ଜାରି ହେଲା ସିଡ୍ୟୁଲ୍, ଏପ୍ରିଲ ୩୦ରୁ ଆରମ୍ଭ ଆବେଦନ
ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଗୁଆହାଟି ଜେଇଇ ଆଡଭାନ୍ସଡ ୨୦୨୩ ତାରିଖ ପ୍ରକାଶ କରିଛି । ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ jeeadv.ac.in ରେ ଯାଇ ଏଥିପାଇଁ ଆବେଦନ କରିପାରିବେ । ଏବଂ…
ହକି ବିଶ୍ବକପ୍ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :୨୦୨୩ ପୁରୁଷ ବିଶ୍ବକପ୍ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍ଭେନସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା…
କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକ: ଜାଣନ୍ତୁ କ’ଣ ଦେଲେ ନିର୍ଦ୍ଦେଶ
ନୂଆଦିଲ୍ଲୀ: କରୋନା ଭାଇରସର ଚତୁର୍ଥ ଲହରର ବିପଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ପିଏମ ମୋଦୀଙ୍କ ନେତୃତ୍ୱରେ ଏହି ବୈଠକ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ଓ…
ରାଜଧାନୀର ସମସ୍ତ ସରକାରୀ ସ୍କୁଲ ୧ରୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ବନ୍ଦ ରହିବ: ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ନୂଆଦିଲ୍ଲୀ: ପାରଦ କମିବା ସହ ଶୀତ ବଢ଼ିବାରେ ଲାଗିଛି । ଦେଶର ରାଜଧାନୀ ଦିଲ୍ଲୀ ସମେତ ସମସ୍ତ ଅଞ୍ଚଳରେ ଲୋକମାନେ ଅସହ୍ୟ ଶୀତର ସାମ୍ନା କରୁଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀ ସରକାର ଏକ ଆଦେଶ ଜାରି କରିଛନ୍ତି, ଯେଉଁଥିରେ…
ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ବାହାରିଲା ବମ୍ପର ନିଯୁକ୍ତିର ସୁଯୋଗ, ମହିଳା ମାନେ ମାଗଣାରେ କରିପାରିବେ ଆବେଦନ
ନୂଆଦିଲ୍ଲୀ :ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ପଦବୀ ପୂରଣ ପାଇଁ ଆବେଦନ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଆବେଦନ କରିବାକୁ ଚାହାଁନ୍ତି ସେମାନେ ଏଏଆଇ ର ଅଫିସିଆଲ୍ ୱେବସାଇଟ୍ aai.aero…
୨୦୨୨ ପାଇଁ ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଜାଣନ୍ତୁ କାହାକୁ ମିଳିବ ଆୱାର୍ଡ?
ନୂଆଦିଲ୍ଲୀ: ୨୦୨୨ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ୨୩ଟି ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । କବୟତ୍ରୀ ଗାୟତ୍ରୀବାଳା ପଣ୍ଡା ପାଇବେ କେନ୍ଦ୍ର…
ରାଜସ୍ଥାନ ପାଇଁ କିଏ ହେବ ଆଗାମୀ ମୁଖ୍ୟମନ୍ତ୍ରୀ ଚେହେରା? ଜିତିବା ପାଇଁ କଂଗ୍ରେସ ଖେଳିବ କି ପାଇଲଟ କାର୍ଡ
ନୂଆଦିଲ୍ଲୀ: ଆଉ ମାତ୍ର କିଛିଟା ଦିନ ପରେ ସମାପ୍ତି ହେବାକୁ ଯାଉଛି ୨୦୨୨ । ତେବେ ଏହି ବର୍ଷରେ ଏଭଳି ଅନେକ ଘଟଣା ଘଟିଛି ଯାହା ସର୍ବଦା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିଖିତ ହୋଇ ରହିବ । ତେବେ ଯଦି ଆମେ ଦେଶର…
ଭାରତରେ ପଶିବାରେ ଲାଗିଛି ଚୀନ୍ ଭୂତାଣୁ: ଗୁଜୁରାଟ ଫେରିଥିବା ବ୍ୟକ୍ତି ହେଲେ ପଜିଟିଭ୍
ନୂଆଦିଲ୍ଲୀ: ଚୀନରେ କରୋନା ତାଣ୍ଡବ ରଚୁଥିବା ବେଳେ ଭାରତରେ ବଢ଼ିଯାଇଛି ଚିନ୍ତା । ଚୀନରୁ ଗୁଜୁରାଟର ଭାବନଗର ଫେରିଥିବା ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ନମୁନା ଏବେ ଜିନୋମ ସିକ୍ୱେନ୍ସିଂ ପାଇଁ…
ଜନସମର୍ଥନ ଦେଖି ଡରୁଛନ୍ତି ସରକାର,ସେଥିପାଇଁ ଯାତ୍ରା ରୋକିବାକୁ ବାହାନା କରୁଛନ୍ତି:ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି ଯେ 'ଭାରତ ଯୋଡୋ ଯାତ୍ରା'କୁ ରୋକିବା ପାଇଁ ସରକାର ବାହାନା ଖୋଜୁଛନ୍ତି। ଚୀନ୍ ସମେତ କେତେକ ଦେଶରେ କରୋନା ଜୀବାଣୁ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି…