Browsing Category
ଦେଶ ବିଦେଶ
ମ୍ୟୁଜିକ୍ କନସର୍ଟ ସମୟରେ ଆଖିବୁଜା ଗୁଳିମାଡ଼, ପୋଲିସ ସମେତ ଅନେକ ଲୋକ ଆହତ
ନୁଆଦିଲ୍ଲୀ: ଆମେରିକାରେ ପୁଣି ସର୍ବସାଧାରଣ ସ୍ଥାନରେ ଗୁଳିକାଣ୍ଡର ଖବର ଆସିଛି। ୱାଶିଂଟନ୍ ଡିସିରେ ହ୍ୱାଇଟ୍ ହାଉସ୍ ନିକଟରୁ ପ୍ରାୟ ତିନି କିଲୋମିଟର ଦୁରରେ ଏହି ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ପୋଲିସ କର୍ମିଙ୍କ ସମେତ…
ଆସାମରେ ବନ୍ୟା ସ୍ଥିତି ସାଂଘାତିକ: ୪୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୨୪ ଘଣ୍ଟାରେ ୯ ମୃତ
ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ରବିବାର ଦିନ ଆହୁରି ବିଗିଡ଼ିଯାଇଛି, ଫଳରେ ୩୩ ଜିଲ୍ଲାରେ ପ୍ରାୟ ୪୨.୨୮ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ସବୁଆଡ଼େ ହାହାକାର ପଡ଼ିଯାଇଛି । ସାରା ରାଜ୍ୟକୁ ବର୍ଷା ଓ ବନ୍ୟା…
ଅଗ୍ନିବୀରଙ୍କ ପାଇଁ ଶିକ୍ଷା ଦିଗରେ ଦୃଷ୍ଟି: ମନ୍ତ୍ରାଳୟ ତରଫରୁ ହେଲା ଘୋଷଣା
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ ଭାରତୀୟ ସେନାରେ ଯୋଗ ଦେବାକୁ ଯାଉଥିବା ଅଗ୍ନିବୀରମାନଙ୍କ ପାଇଁ ଲଗାତାର ଘୋଷଣା ଜାରି ରଖିଛନ୍ତି କେନ୍ଦ୍ର ସରକାର । ସେମାନଙ୍କ ବିଭିନ୍ନ ସୁବିଧା ଏବଂ ସହାୟତା ପାଇଁ କେନ୍ଦ୍ର ସରକାର…
ଘାରିଲା ଆର୍ଥିକ ସଂକଟ, ଅନ୍ଧାରରେ ପାକିସ୍ତାନ ! ରାତି ୯ଟା ପରେ ୧୪୪ ଧାରା ଜାରି
ଇସ୍ଲାମାବାଦ: ଶ୍ରୀଲଙ୍କା ଭଳି ପାକିସ୍ତାନର ସ୍ଥିତି ଏବେ ଦୁର୍ବିସହ ହୋଇପଡ଼ିଛି । ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ରସାତଳଗାମୀ । ସ୍ଥିତି ଏଭଳି ଉପୁଜିଛି କି ପାକିସ୍ତାନ ସରକାର ଏଥିରୁ ବର୍ତ୍ତିବା ପାଇଁ…
ଡିଏଲରୁ ମିଳିଲା ଛୁଟି: ଯୁଆଡେ ବୁଲୁଛ ବୁଲ, ଲାଗିବନି ଫାଇନ୍!
ନୂଆଦିଲ୍ଲୀ: କାର ଓ ବାଇକ୍ ଚାଳକଙ୍କ ପାଇଁ ବଡ଼ ଖବର । ଏଣିକି ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲେ ବି କାର୍ ବା ବାଇକ୍ ଚଳାଇପାରିବେ । ଡିଏଲ ନଥିଲେ ବି ପୋଲିସ ଚାଲାଣ କାଟିବ ନାହିଁ । ତେବେ ଅନେକଥର ଆପଣଙ୍କର…
ଅଗ୍ନିବୀରଙ୍କୁ ଜବରଦସ୍ତ ଅଫର ଦେଲେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ: କଲେ ଏହି ଘୋଷଣା
ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ପାଇଁ ନୂଆ ଏକ ଅପର ଘୋଷଣା କରିଛନ୍ତି ମହିନ୍ଦ୍ରା ଗ୍ରୁପର ଅଧକ୍ଷ ଆନନ୍ଦ ମହିନ୍ଦ୍ରା । ୪ ବର୍ଷ ପରେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ମହିନ୍ଦ୍ରା ଗ୍ରୁପ ତରଫରୁ ଘୋଷଣା କରାଯାଇଛି । ଏ ନେଇ…
ଆଜି ଭାରତ ବନ୍ଦ, ଆନୁଷ୍ଠାନିକ ଡାକରା ଦିଆଯାଇନାହିଁ
ନୁଆଦିଲ୍ଲୀ: "ଅଗ୍ନିପଥ' ଯୋଜନାକୁ ବିରୋଧ କରି ସୋମବାର ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସଶସ୍ତ୍ର ବଳରେ ସ୍ୱଳ୍ପକାଳିନ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା "ଅଗ୍ନିପଥ'କୁ ବିରୋଧ କରି ୧୨ରୁ ଅଧିକ…
ଅଗ୍ନିବୀର ଶହୀଦ ହେଲେ ମିଳିବ ୧ କୋଟି କ୍ଷତିପୂରଣ, ଜାଣନ୍ତୁ ଅଗ୍ନିପଥ ଯୋଜନାର ସଂପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ତିନି ସେନାରେ ଭର୍ତ୍ତି ନୂଆ ସ୍କିମ ‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ଭବିଷ୍ୟତର ସଙ୍କଟକୁ ଦେଖି ଛାତ୍ରମାନେ ଏହି…
ସପ୍ତାହ ଭିତରେ କମିଗଲା ସୋରିଷ ତେଲର ଦାମ: ଜାଣନ୍ତୁ କେତେ?
ନୂଆଦିଲ୍ଲୀ: ଦେଶରେ ଚାଲିଥିବା ମହଙ୍ଗା ମାଡ ଭିତରେ ହ୍ରାସ ପାଇଛି ସୋରିଷ ତେଲର ଦାମ । ଏହି ସପ୍ତାହରେ ସୋରିଷ ତେଲର ଦାମ କମିବା ପରେ ଗ୍ରାହକଙ୍କୁ ଟକିଏ ଚିନ୍ତାରୁ ମୁକ୍ତି ମିଳିଛି । ଧାରା ବ୍ରାଣ୍ଡର ଖାଦ୍ୟ ତେଲ…
ଯନ୍ତ୍ରଣା ଭିତରେ ୩,୧୮୨ ପୁସଅପ୍ସ, ଘଣ୍ଟାକ ଭିତରେ କଲେ ଗିନିଜ୍ ୱାର୍ଲ୍ଡ ରେକର୍ଡ
ନୂଆଦିଲ୍ଲୀ: ବିଶ୍ୱରେ ଅନେକ ଲୋକ ରହିଛନ୍ତି ଯେଉଁମାନେ ବିଶ୍ୱ ରେକର୍ଡ କରିବାକୁ ଇଚ୍ଛା ରଖିଥାନ୍ତି । ଅନେକ ଭିନ୍ନ ଭିନ୍ନ କଳାକୌଶଳରେ ସିଦ୍ଧି ହାସଲ କରି ବିଶ୍ୱ ରେକର୍ଡରେ ନିଜ ନାମ ମଧ୍ୟ ପକ୍କା କରିଥାନ୍ତି । ଏହିପରି…