Browsing Category
ଦେଶ ବିଦେଶ
ଭାରତ-ୟୁଏଇ ସମ୍ପର୍କ ବହୁତ ଖାସ୍, ଯାହା ପରିବର୍ତ୍ତିତ ଦୁନିଆର ଗଠନ ପାଇଁ ଦେବ ଆକାର : ଏସ ଜୟଶଙ୍କର
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଦିନ ଇଣ୍ଡିଆ ଗ୍ଲୋବାଲ ଫୋରମ ୟୁଏଇ ୨୦୨୨ର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହି ସମୟରେ ଏସ ଜୟଶଙ୍କର କହିଛନ୍ତି ଯେ, ଯଦି ଆମେ ବିଶ୍ୱର ଏହି ଭାଗରେ…
ପୂର୍ବତନ ମନ୍ତ୍ରୀ ରାଜା ପାଟେରିୟା ଗିରଫ: ପ୍ରଧାନମନ୍ତ୍ରୀଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ
ମଧ୍ୟପ୍ରଦେଶ: କଂଗ୍ରେସର ପୂର୍ବତନ ମନ୍ତ୍ରୀ ରାଜା ପାଟେରିୟା ଗିରଫ ହୋଇଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । କଂଗ୍ରେସ ନେତା ରାଜା ପାଟେରିୟାଙ୍କୁ ମଧ୍ୟପ୍ରଦେଶ ଦମୋହର ହଟ୍ଟାରେ…
୧୫ ବର୍ଷ ପୁରୁଣା ସରକାରୀ ଗାଡ଼ିକୁ ନେଇ ଆସିଲା ବଡ଼ ଅପଡେଟ: ନୂଆ ଆଦେଶ ଜାରି କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: ସରକାରୀ କର୍ମଚାରୀମାନେ ଏଣିକି ୧୫ ବର୍ଷ ବା ଅଧିକ ପୁରୁଣା ଯାନର ବ୍ୟବହାର କରିପାରିବେ ନାହିଁ । ପ୍ରଦୂଷଣ, ଯାତ୍ରୀ ସୁରକ୍ଷା ଏବଂ ଇନ୍ଧନ ଦକ୍ଷତାକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ…
ସିବିଆଇ ପକ୍ଷରୁ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳିତ: ଉତ୍କୃଷ୍ଟ ସେବା ପାଇଁ ୩୪ ସିବିଆଇ ଅଧିକାରୀଙ୍କୁ ପୋଲିସ ପଦକ
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ସମାରୋହ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଦୀକ୍ଷାନ୍ତ…
ଭାରତୀୟ ମହିଳା ଅଧିକ ଚିନ୍ତାଗ୍ରସ୍ତ : ସର୍ଭେରୁ ବଡ଼ ଖୁଲାସା
ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱରେ ଦ୍ରୁତ ପରିବର୍ତ୍ତନ ଆସିଛି । ଲୋକଙ୍କ ଚାପ, କ୍ରୋଧ ଓ ଚିନ୍ତାର ସ୍ତର ବଢ଼ଚାଲିଛି । ଏବେ ଲୋକେ ପୂର୍ବାପେକ୍ଷା ଅଧିକ ଉଦାସ ଓ ଦୁଃଖୀ ରହୁଛନ୍ତି । ପୁରୁଷଙ୍କ ଅପେକ୍ଷା ମହିଳା ବେଶି ଏହାର…
ଶୀତ ଦିନରେ ଶରୀରକୁ ଶକ୍ତି ଯୋଗେଇ ଥାଏ ଏହି ଖାଦ୍ୟ ;ଉତ୍ତମ ସ୍ୱାସ୍ଥ୍ୟ ପାଇଁ କରନ୍ତୁ ଡାଏଟ ସାମିଲ
ବର୍ତ୍ତମାନ ଶୀତ ଋତୁ ଆସି ପହଞ୍ଚିଛି । ଆଉ ଏହି ସମୟରେ ନିଜର ସ୍ୱାସ୍ଥ୍ୟର ଯନ୍ତ୍ର ନେବା ନିହାତି ଭାବରେ ଆବଶ୍ୟକ । ତେଣୁ ମୁଖ୍ୟତଃ ପୁରୁଷ ମାନଙ୍କୁ ନିଜ ଶରୀର ପ୍ରତି ସଚେତନ ରହିବା ଆବଶ୍ୟକ।ନିଜ ଖାଦ୍ୟରେ ମଧ୍ୟ ଭଲ…
Jio Celebration Offer : ମାତ୍ର ୮ ଟଙ୍କାରେ ଜିଓ ଦେଉଛି ୨.୫ ଜିବି ଡାଟା,୧୦୦ ଏସ୍ଏମ୍ଏସ୍ ଏବଂ ଦିନସାରା ଅନଲିମିଟେଡ଼ କଲ୍
ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏହାର ବ୍ୟବହାରକାରୀଙ୍କ ପାଇଁ 'ଜିଓ ସେଲିବ୍ରେସନ୍ ଅଫର୍' ଆଣିଛି। ଏହି ଅଫର ଉପଭୋକ୍ତାମାନଙ୍କ ପାଇଁ ଅତୁଳନୀୟ ଲାଭ ଉଠେଇ ପାରିବେ ଏବଂ ଥରେ ରିଚାର୍ଜ କରିବା ପରେ,…
ରଜନୀକାନ୍ତଙ୍କ ୭୨ତମ ଜନ୍ମ ଦିବସରେ ‘ଥଲାଇବା’ଙ୍କ ସହ ଫଟୋ ସେୟାର କଲେ SRK; କହିଲେ ଷ୍ଟାର୍ସଙ୍କ ଷ୍ଟାର
ନୂଆଦିଲ୍ଲୀ: ଆଜି ସାଉଥ ସୁପରଷ୍ଟାର ଅଭିନେତା ରଜନୀକାନ୍ତଙ୍କ ଜନ୍ମଦିନ । ରଜନୀକାନ୍ତଙ୍କୁ ଆଜି ୭୨ ବର୍ଷ ହୋଇଛି । ରଜନୀକାନ୍ତଙ୍କ ଜନ୍ମଦିନରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କୁ ଅଭିନନ୍ଦନ ଜଣାଇଛି । ଏଭଳି…
ନା ଆସିଲା ଲିଙ୍କ୍ , ନା ଆସିଲା ଓଟିପି… ଏହା ପରେ ବି ସାଇବର ଠକ ଲୁଟିନେଲେ ୫୦ ଲକ୍ଷ
ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ସୁରକ୍ଷା ଏଜେନ୍ସି ଚଳାଉଥିବା ଜଣେ ବ୍ୟକ୍ତି ସାଇବର ଠକାମୀର ଶିକାର ହୋଇଛନ୍ତି । ସାଇବର ଠକମାନେ ତାଙ୍କ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଖବର ସାମ୍ନାକୁ ଆସିଛି । ଏହା ପରେ…
Sim Cardକୁ ନେଇ କରନ୍ତୁ ନାହିଁ ଏହି ଭୁଲ୍, ନଚେତ୍ ଯାଇପାରନ୍ତି ଜେଲ୍
ମୋବାଇଲ ଅଛି ମାନେ ସିମ କାର୍ଡ ତ' ନିହାତି ଜରୁରୀ । କିନ୍ତୁ ଏହାକୁ ନେଇ ଟିକେ ବି ଅବହେଳା ଆପଣଙ୍କୁ ବଡ ସମସ୍ୟାରେ ପକାଇପାରେ । କେବେ ବି ଆପଣଙ୍କ ସିମ୍ କାର୍ଡକୁ କୌଣସି ବ୍ୟକ୍ତିଙ୍କୁ ବ୍ୟବହାର କରିବା ପାଇଁ ଦିଅନ୍ତୁ…