Browsing Category
ଦେଶ ବିଦେଶ
ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ଦୁଖଦ ସଡ଼କ ଦୁର୍ଘଟଣା: ଘାଟିରୁ ଖସିଲା ଗାଡ଼ି, ୧୨ ମୃତ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏକ ଗାଡ଼ି ପାହାଡ଼ ଘଟିରୁ ଖସି ପଡିଥିବାର ଖବର ଆସିଛି। ଏହି ଦୁର୍ଘଟଣାରେ ୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ପାଇ ସ୍ଥନୀୟ…
ପରିବାର ନିୟୋଜନ ନେତୃତ୍ବରେ ଉତ୍କୃଷ୍ଟତା ପୁରସ୍କାର ୨୦୨୨ ଜିତିଲା ଭାରତ, ଏକମାତ୍ର ଦେଶ ଭାବେ ‘କଣ୍ଟ୍ରି’ ବର୍ଗରେ ପାଇଲା ଏହି ପୁରସ୍କାର
ନୂଆଦିଲ୍ଲୀ: ଆଧୁନିକ ପରିବାର ନିୟୋଜନ ଉପାୟ ପ୍ରସାରରେ ସୁଧାର ଆଣିବା ପାଇଁ ଦେଶର ପ୍ରଚେଷ୍ଟାରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ପ୍ରଗତି ଏବଂ ମାନ୍ୟତା ଭାବରେ ଭାରତ ହିଁ ଏକମାତ୍ର ଦେଶ ଭାବେ ଥାଇଲାଣ୍ଡର ପଟାୟା ସହରରେ…
Jet Airwaysର କର୍ମଚାରୀଙ୍କୁ ଝଟକା.. ୩ ମାସର ବିନା ଦରମାରେ ଛୁଟିରେ ଗଲେ ୬୦% କର୍ମଚାରୀ
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ବନ୍ଦ ହୋଇଥିବା ବିମାନ କମ୍ପାନୀ ଜେଟ ଏୟାରୱେଜର କର୍ମଚାରୀମାନଙ୍କୁ ଏକ ବଡ଼ ଝଟକା ଲାଗିଛି । ଗ୍ରାଉଣ୍ଡେଡ୍ ଜେଟ୍ ଏୟାରୱେଜ୍ ଏହାର ୬୦ ପ୍ରତିଶତ କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ…
ବାଜପେୟୀଙ୍କ ବାୟୋପିକକୁ ନେଇ ବଡ ଘୋଷଣା, ପୂର୍ବତନ ପିଏମଙ୍କ ଚରିତ୍ରରେ ଅଭିନୟ କରିବେ ପଙ୍କଜ ତ୍ରିପାଠୀ
ମୁମ୍ବାଇ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାପଜେୟୀଙ୍କ ଆତ୍ମଜୀବନି ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର। ଆଉ ଏହି ବାୟୋପିକ ଚଳଚ୍ଚିତ୍ରରେ ଅଭିନୟ କରିବେ ପ୍ରତିଷ୍ଠିତ ଅଭିନେତା ପଙ୍କଜ ତ୍ରିପାଠୀ। ଏହି ପରି…
ରାହୁଲଙ୍କୁ ବୋମାରେ ଉଡ଼େଇ ଦେବାକୁ ମିଳିଲା ଧମକ.. ମିଠା ଦୋକାନରୁ ମିଳିଲା ଚିଠି
ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଇନ୍ଦୋରରେ ପହଞ୍ଚିବା ପରେ ତାଙ୍କୁ ବୋମାରେ ଉଡ଼େଇ ଦେବାକୁ ଧମକ ମିଳିଛିି । ଜୁନି ଇନ୍ଦୋର ପୋଲିସ ଥାନା ପରିସରରେ ଥିବା ଏକ ମିଠା ଦୋକାନରେ ଏକ ଧମକପୂର୍ଣ୍ଣ ଚିଠି…
KGMUର ଡାକ୍ତରୀଟିମକୁ ବଡ ସଫଳତା, ଝିଅର ଯୌନାଙ୍ଗ ତିଆରି କରି ଦେଲେ ନୂତନ ଜୀବନ
ଲକ୍ଷ୍ନୌ:ବର୍ତ୍ତମାନ ସମୟରେ ମେଡିକାଲ ସାଇନ୍ସ ବହୁତ ଆଗକୁ ଗଲାଣି । ଏଭଳି ନୂଆ ନୂଆ ଆବିଷ୍କାର ହେଉଛି ଯାହା ଲୋକମାନଙ୍କୁ ନୂଆ ଜୀବନଦାନ ଦେଉଛି । ତେବେ ଏଭଳି କିଛି ଆଶ୍ଚର୍ଯ୍ୟକର କାର୍ଯ୍ୟ କରି ଦେଖାଇଛନ୍ତି କିଙ୍ଗ…
Video: ହୃଦୟ ବିଦାରକ ଦୃଶ୍ୟ, ମଣିଷର ଭୁଲ ପାଇଁ ଭୋକ ବିକଳରେ ପ୍ଲାଷ୍ଟିକ ଖାଇଗଲା ହାତୀ
ନୂଆଦିଲ୍ଲୀ: ବଢି ଚାଲିଥିବା ପ୍ଲାଷ୍ଟିକ ବ୍ୟବହାର କାରଣରୁ ଏବେ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ବଣରେ ମଧ୍ୟ ଦେଖିବାକୁ ମିଳିଲାଣି। ଯାହା ଫଳରେ ବନ୍ୟଜନ୍ତୁମାନେ ଏହାକୁ ଖାଦ୍ୟ ଭାବି ଖାଇ ଦେଉଛନ୍ତି। ଏବେ ଏପରି ଏକ ଭିଡିଓ…
୨୦୨୨ ଜାନୁୟାରୀ-ଅଗଷ୍ଟ ରିପୋର୍ଟ: ଚାହା ରପ୍ତାନି ୧୪.୮ ପ୍ରତିଶତ ବୃଦ୍ଧି
କୋଲକାତା :ଚା ବୋର୍ଡ ତଥ୍ୟ ଅନୁଯାୟୀ ୨୦୨୨ କ୍ୟାଲେଣ୍ଡର ବର୍ଷର ପ୍ରଥମ ଆଠ ମାସରେ ଭାରତରୁ ଚା ରପ୍ତାନି ୧୪.୮ ପ୍ରତିଶତ ବୃଦ୍ଧି ହୋଇ ୧୪୦.୨୮ ନିୟୁତ କିଲୋଗ୍ରାମରେ ପହଞ୍ଚିଛି।
୨୦୨୧ରେ ଜାନୁୟାରୀ-ଅଗଷ୍ଟ ଅବଧିରେ ଚା…
କିଡନୀରୁ ବାହାରିଲା ୧୦ କିଲୋ ଓଜନର ଟ୍ୟୁମର.. ଫୁଟବଲ୍ ସାଇଜ୍ର ଟ୍ୟୁମର ବାହାର କଲେ ଡାକ୍ତର ।
ନୂଆଦିଲ୍ଲୀ: ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନେଫ୍ରୋଲୋଜି ଏବଂ ୟୁରୋଲୋଜିର ଡାକ୍ତରୀ ଦଳ ୫୩ ବର୍ଷ ବୟସ୍କା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ୧୦ କିଲୋଗ୍ରାମ ଓଜନର ଏକ ଫୁଟବଲ୍ ଆକାରର କିଡନୀ ଟ୍ୟୁମରକୁ…
ହିନ୍ଦୀରେ ପକ୍ଷ ରଖି ଚାଲିଲେ ବ୍ୟକ୍ତି, ବିଚାରପତି କହିଲେ- ଆମେ କିଛି ବୁଝି ପାରୁନୁ, ଏଠାରେ ଇଂରାଜୀ ଚାଲେ
ନୂଆଦିଲ୍ଲୀ: ଅଦାଲତର ଭାଷା ହେଉଛି ଇଂରାଜୀ। ଆପଣ କଣ କହୁଛନ୍ତି ଆମେ କିଛି ବୁଝି ପାରୁନୁ। ସୁପ୍ରିମକୋର୍ଟରେ ଶୁକ୍ରବାର ଶୁଣାଣି ସମୟରେ ଏମିତି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଅଦାଲତ ଏକ ମାମଲାରେ ପକ୍ଷକାର…