CHARIDHAM
Browsing Category

ଦେଶ ବିଦେଶ

Ahoi Ashtami:ଦୂର ହୁଏ ମାଆ ହେବାକୁ ଥିବା ସମସ୍ୟା ,ପୂଜା କରିଲେ ମିଳେ ସନ୍ତାନଲାଭ

ନୂଆଦିଲ୍ଲୀ: ଅହୋଇ ଅଷ୍ଟମୀ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ର ଅଷ୍ଟମୀରେ ପାଳନ କରାଯିବ ଯାହାକି ୧୭ ଅକ୍ଟୋବର ୨୦୨୨ ରେ ପାଳନ ହେବ । ଏହି ଦିନ ଅହୋଇ ଦେବୀଙ୍କୁ ଉତ୍ସର୍ଗ କରାଯାଇଛି । ଅହୋଇ ଅର୍ଥାତ୍ ଅସନ୍ତୋଷର ଅପାରଗତା,…

ବିଶ୍ୱରେ ସଙ୍କଟ ପରିସ୍ଥିତି କାରଣରୁ ଭାରତରେ ତୈଳ ଓ ଗ୍ୟାସ ଦର ବଢ଼ିବ: ଅର୍ଥମନ୍ତ୍ରୀଙ୍କ ବୟାନ ପରେ ଜନତାଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ)ର ବୈଠକ ବର୍ତ୍ତମାନ ୱାଶିଂଟନ ଡି.ସିରେ ଜାରି ରହିଛି । ଏହି ଅବସରରେ ଆଇଏମଏଫ ମୁଖ୍ୟ କ୍ରିଷ୍ଟଲିନା ଜିୟୋର୍ଜିୟା ଭାରତକୁ ଖୁବ୍ ପ୍ରଶଂସା କରିଛନ୍ତି । ଅନ୍ଧାରରେ ଭାରତ…

ଗ୍ରାହକଙ୍କୁ ଝଟକା , ପୁଣି ମହଙ୍ଗା ହେଲା ଅମୂଲ କ୍ଷୀର ଦର

ନୂଆଦିଲ୍ଲୀ : ଦିଲ୍ଲୀରେ ଅମୁଲ କ୍ଷୀର ଦର ବୃଦ୍ଧି ପାଇଛି। ଅମୁଲ ପୁଣି ଥରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଛନ୍ତି। ଦିଲ୍ଲୀରେ କମ୍ପାନୀ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି। ଫୁଲ୍ କ୍ରିମ୍ କ୍ଷୀର ବର୍ତ୍ତମାନ ୬୧ ବଦଳରେ…

ଜନ୍ମ ପ୍ରମାଣପତ୍ର ସହ ମିଳିବ ଆଧାର ନମ୍ବର: ୧୬ ରାଜ୍ୟରେ ପ୍ରସ୍ତୁତି ଜାରି

ନୂଆଦିଲ୍ଲୀ: ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଯୋଜନାମାନ କରୁଛନ୍ତି । ଖାସ କରି ଗର୍ଭବତୀ ମହିଳା ଏବଂ ଶିସୁମାନଙ୍କ ପାଇଁ ସରକାର ଜନ୍ମରୁ ହିଁ ଅନେକ ଯୋଜନା କାର୍ଯ୍ୟକାରୀ…

ଆସନ୍ତା ୪ ବର୍ଷ ମଧ୍ୟରେ ଦେଶରେ ନିର୍ମାଣ ହେବ ୧୧୨ଟି ମେଡିକାଲ କଲେଜ, ଓଡ଼ିଶାରେ ୮ଟି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅନେକ ପ୍ରଶ୍ନ ଉଠୁଛି । କୋଭିଡ୍ ମହାମାରୀ ସମୟରେ ଦେଶର ଖରାପ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ସାମ୍ନାକୁ ଆସିଥିଲା । ତେବେ ଏନେଇ କେନ୍ଦ୍ର ସରକାର ନୂଆ…

ଆରେଷ୍ଟ ବିରାଟ କୋହଲି ! ସୋସିଆଲ ମିଡିଆରେ କାହିକିଁ ଚାଲିଛି ଏହି ଟ୍ରେଣ୍ଡ ?

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣାକୁ ନେଇ ନୂଆ ନୂଆ ଟ୍ରଣ୍ଡ ଦେଖିବାକୁ ମିଳୁଛି । କେତେବେଳେ ଫିଲ୍ମକୁ ନେଇ କିଛି ଟ୍ରୋଲ ହେଲାଣି ତ ଆଉ କେତେବେଳେ ରାଜନିତି କିମ୍ବା ଅନ୍ୟ…

ସତରେ କ’ଣ ‘କୋହିନୂର ହୀରା’ ଭାରତ ଫେରିବ: ଆସିଲା କେନ୍ଦ୍ର ସରକାରଙ୍କ ଜବାବ

ନୂଆଦିଲ୍ଲୀ: ଇଂରେଜ ସରକାର ଭାରତର ବହୁ ମୂଲ୍ୟବାନ କୋହିନୂର ହୀରାକୁ ବହୁ ବର୍ଷ ତଳେ ନେଇ ଯାଇଥିଲେ । ଏହା ମଧ୍ୟରେ ଅନେକ ବର୍ଷ ବିତି ଯାଇଥିଲେ ହେଁ କୋହିନୂର ଫେରିବା କେବଳ ଏକ କାହାଣୀ ହୋଇ ରହି ଯାଇଛି । ତେବେ କୋହିନୂର…

୩୦ ମିନିଟରେ ଶେଷ ହେବ ଆମେରିକା ଏବଂ ୟୁରୋପ: ଜାଣନ୍ତୁ କାହିଁକି ଏପରି କହିଲେ ଏଲନ୍ ମକ୍ସ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନି ଏଲନ ମକ୍ସ ନିଜର ବୟାନ ପାଇଁ ସର୍ବଦା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ସେ ବିଭିନ୍ନ ପ୍ରସଙ୍କକୁ ନେଇ ନିଜର ଖାଲା ମତ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ନିକଟରେ ସେ…

Global Hunger Index 2022:ପୁଣି ତଳକୁ ଖସିଲା ଭାରତ; କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ:ଭାରତ ୧୨୧ ଦେଶର ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (GHI) ୨୦୨୨ ରେ ୧୦୭ ତମ ସ୍ଥାନକୁ ଖସି ଆସିଛି, ଏହାର ୨୦୨୧ ସ୍ଥିତିରୁ ୧୦୧ ତମ ସ୍ଥାନ ରେ ଥିଲା। ଏହା ସହ ଭାରତ ପଡୋଶୀ ଦେଶ ପାକିସ୍ଥାନ, ବାଂଲାଦେଶ ଏବଂ ନେପାଳ…

ହାଇକୋର୍ଟର ପୂର୍ବତନ ଚିଫ୍ ଜଷ୍ଟିସଙ୍କୁ ଗୁଳି କରି ହତ୍ୟା, ପୁଣି ଦେଖିବାକୁ ମିଳିଲା ଆତଙ୍କବାଦୀଙ୍କ ବର୍ବରତା

ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ବଡ଼ ଖବର ଆସିଛି । ପାକିସ୍ତାନ ବେଲୁଚିସ୍ତାନର ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ତାଙ୍କୁ ଏକ ମସଜିଦ ବାହାରେ ଗୁଳି କରି ହତ୍ୟା…