Browsing Category
ଦେଶ ବିଦେଶ
ଭାରତ ବନ୍ଦରେ ଅମାନବୀୟ ଦୃଶ୍ୟ: ଡିସିପିଙ୍କ ପାଦ ଉପରେ ଗାଡ଼ି ଚଢ଼ାଇଦେଲେ ପ୍ରଦର୍ଶନକାରୀ
ବେଙ୍ଗାଲୁରୁ: ତିନିଟି କୃଷି ଆଇନକୁ ନେଇ ଆଜି ଦେଶବ୍ୟାପୀ କୃଷକ ମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଦେଶର ବିଭିନ୍ନ ସହରରେ କୃଷକ ମୋର୍ଚ୍ଚା ପକ୍ଷରୁ କୃଷକ ମାନେ ବନ୍ଦ ଡାକରା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ…
ଗୁଜୁରାଟ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି;ବିରୋଧୀ ଦଳ ମଧ୍ୟ କଲେ ସମର୍ଥନ
ନୂଆଦିଲ୍ଲୀ: ଗୁଜରାଟ ବିଧାନସଭାକୁ ମିଳିଛି ଏହାର ପ୍ରଥମ ମହିଳା ବାଚସ୍ପତି । ସୋମବାର ବରିଷ୍ଠ ବିଜେପି ବିଧାୟିକା ନିମାବେନ ଆଚାର୍ଯ୍ୟ ପ୍ରଥମ ମହିଳା ବାଚସ୍ପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଏପରିକି ବିଧାନସଭାରେ…
ଭିଡିଓ ଗେମରେ ଚ୍ୟାଲେଞ୍ଜ ଦେଖି ୨୩ଟି ଚୁମ୍ଭକର ଗୋଲି ଗିଳିଦେଲା ୬ ବର୍ଷ ଶିଶୁ
ନୂଆଦିଲ୍ଲୀ: ଏବେ ଛୋଟ ପିଲାଙ୍କ ପାଇଁ କାଳ ସାଜିଛି ଭିଡିଓ ଗେମ୍ । ଖାସ୍ କରି କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ପିଲାମାନେ ମୋବାଇଲ ସହିତ ଅଧିକ ସମୟ ବିତାଉଛନ୍ତି । ଏହି ପରିପ୍ରେକ୍ଷୀରେ ଜଣେ ଛୋଟ ପିଲାକୁ ଭିଡିଓ…
ନିର୍ବାଚନୀ ପ୍ରଚାର ସମୟରେ ବିଜେପି ସାଂସଦ ଦିଲ୍ଲୀପ ଘୋଷଙ୍କ ଉପରେ ଆକ୍ରମଣ
କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ହେବାକୁ ଯାଉଥିବା ଉପ-ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିବା ବିଜେପି ସାଂସଦ ଦିଲ୍ଲୀପ ଘୋଷଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣ ପାଇଁ ଟିଏମସିକୁ ଦାୟୀ…
ବଦଳିଲା DL ନିୟମ, ଏଣିକି RTO ଛଡ଼ା ଏହିସବୁ ସ୍ଥାନରେ ମଧ୍ୟ ଆପଣ ଆପ୍ଲାଏ କରିପାରିବେ
ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ (ଡିଏଲ)କୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏଣିକି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆପଣଙ୍କୁ ଆଉ ପରିବହନ ବିଭାଗର ଦପ୍ତରରେ ଚକ୍କର କାଟିବାକୁ ପଡ଼ିବ ନାହିଁ…
ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରେଳ ଧାରଣାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
ପାଟନା: ଗର୍ଭବତୀ ମହିଳାଙ୍କୁ ପ୍ରଥମେ ଘରୂ ଉଠାଇ ନେଇ ଗଣଦୁଷ୍କର୍ମ କଲେ । ଏହାପରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ନେଇ ରେଲୱେ ଟ୍ରାକ୍ ରେ ଫିଙ୍ଗିଦେଲେ । ଏହିପରି ଏକ ଅମାନବୀୟ ଘଟଣା ଘଟିଛି ବିହାରର ପାଟନା ଠାରେ ।…
ଏବେ LPG କନେକ୍ସନ୍ ନେବା ହେଲା ଆହୁରୀ ସହଜ, ଏହି ନମ୍ବରରେ କରନ୍ତୁ ମିସ୍ଡ କଲ୍; ଜାଣନ୍ତୁ ପୂରା ପ୍ରକ୍ରିୟା
ନୂଆଦିଲ୍ଲୀ: ଏବେ ଆପଣଙ୍କୁ ରୋଷେଇ ଘରେ ଗ୍ୟାସ କନେକ୍ସନ୍ କରିବାକୁ ଡ୍ରିଷ୍ଟ୍ରିବ୍ୟୁଟର୍ସଙ୍କ ଅଫିସ୍ ରେ ଚକର କାଟିବାକୁ ପଡ଼ିବ ନାହିଁ । ଯଦି ଆପଣ ଏଲପିଜି କନେକ୍ସନ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କେବଳ ଗୋଟିଏ…
ଆପଣ ଗାଡ଼ିର ବୀମା ପଲିସୀ କରିବା ସମୟରେ ଜାଣି ରଖନ୍ତୁ ଏହିସବୁ ନିୟମ, ନଚେତ୍ ଖାରଜ ହୋଇଯିବ କ୍ଲେମ୍
ନୂଆଦିଲ୍ଲୀ: ଯଦି ଆପଣ ଗାଡ଼ି କିଣିବା ପାଇଁ ପ୍ଲାନ କରୁଛନ୍ତି, ତେବେ ଗାଡ଼ିର ବୀମା ପଲିସି କରିବା ନିହାତି ଦରକାର । ଏହାଦ୍ୱାରା ଆପଣ ଯେ କୌଣସି ଦୁର୍ଘଟଣା, ଚୋରି ସମ୍ବନ୍ଧୀୟ ଖର୍ଚ୍ଚକୁ ସହଜରେ କଭର କରିବା ସହ ଆର୍ଥିକ…
ବଡ଼ ପାଦ ଥିବା ପୁରୁଷ ମାନେ ହୋଇଥାନ୍ତି ଧୋକାବାଜ୍, ଜାଣନ୍ତୁ କଣ କହୁଛି ଅଧ୍ୟୟନ
ଲଣ୍ଡନ: ଯଦି ଆପଣଙ୍କ ପାଦର ସାଇଜ୍ ବଡ଼ ତେବେ ଆପଣଙ୍କ ପାଟନର୍ ଆପଣଙ୍କ ଉପରେ ସନ୍ଦେହ କରିପାରନ୍ତି । କାରଣ ଏକ ସର୍ଭେରୁ ଜଣାପଡ଼ିଛି ଯେ, ବଡ଼ ପାଦ ଥିବା ପୁରୁଷ ମାନେ, ଛୋଟ ପାଦ ଥିବା ପୁରୁଷଙ୍କ ତୁଳନାରେ ଅଧିକ ଧୋକା…
ଆୟୁଷ୍ମାନ୍ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ, ଜାଣନ୍ତୁ କ’ଣ କହିଲେ ମୋଦୀ
ନୂଆଦିଲ୍ଲୀ: ଆଜିଠାରୁ ଆୟୁଷ୍ମାନ୍ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ମିଶନ ଜରିଆରେ ଲୋକଙ୍କୁ ହେଲଥ କାର୍ଡ…