Browsing Category
ଦେଶ ବିଦେଶ
ମିଳିବନି ବେବି ପାଉଡର, ବିଶ୍ୱ ସ୍ତରରେ ବିକ୍ରି ବନ୍ଦ କରିବାକୁ ଘୋଷଣା କଲା Johnson and Johnson
ନୂଆଦିଲ୍ଲୀ: ଅନେକ ଥର ନିଜର ଉତ୍ପାଦକୁ ନେଇ ବିବାଦରେ ରହିଆସିଥିବା ଜନସନ ଆଣ୍ଡ୍ ଜନସନ ଏହାର ବେବି ପାଉଡରକୁ ବନ୍ଦ କରିବାକୁ ଯାଉଛି । ଜନସନ ଆଣ୍ଡ୍ ଜନସନର ବେବି ପାଉଡର ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ରୁ ବଜାରରେ ମିଳିବ…
ଇଏ ବାପା ନ ପିଶାଚ, ପିଲାର କାନ୍ଦରେ ବିରକ୍ତ ହୋଇ ପିଟିପିଟି ମାରିଦେଲା
ନୂଆଦିଲ୍ଲୀ: ନିଦ ଖରାପ୍ ହେବାରୁ ଦେଢ଼ ମାସର ନିଷ୍ପାପ ଶିଶୁକୁ ପିଟିପିଟି ହତ୍ୟା କରିଦେଲା ବାପା। ଏଭଳି ଏକ ବର୍ବର କାଣ୍ଡ ଘଟିଛି ଦିଲ୍ଲୀ ନିକଟସ୍ଥ ହରିୟାଣାର ପୁରୁଣା ଫରିଦାବାଦ୍ ରେ। ଶିଶୁଟିର ମାଆ ଏହି ଅଭିଯୋଗ…
ଲେଖକ ସଲମାନ ରୁଶିଦଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ପ୍ରସିଦ୍ଧ ଲେଖକ ସଲମାନ ରୁଶିଦଙ୍କୁ ନ୍ୟୁୟର୍କର ବଫେଲୋ ନିକଟରେ ଚୋଟାଉକ୍ୱା ନିକଟରେ ଛୁରୀ ମାଡ଼ କରାଯାଇଛି । ଲେଖକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବଳେ ତାଙ୍କୁ ମଞ୍ଚରେ ଛୁରାମାଡ଼ ହୋଇଛି ।…
ମୁଁ ଏୟାର ହୋଷ୍ଟେସ୍, ମୋ ବୟଫ୍ରେଣ୍ଡ ଇଞ୍ଜିନିୟର: ଆମେ ମଦ ପିଇବୁ, ହଙ୍ଗାମା କରିବୁ, ପୋଲିସର କ’ଣ ଗଲା
ନୂଆଦିଲ୍ଲୀ: ଅନେକ ସମୟରେ ମଡର୍ଣ୍ଣ ଯୁଗଳ ଯୁବକ, ଯୁବତୀମାନେ ଡ୍ରିଙ୍କସ କରି ରାସ୍ତାରେ ହଙ୍ଗାମା କରିଥାନ୍ତି । ପୋଲିସକୁ ବି ସେମାନେ ନାକେଦମ୍ କରିଦେଇଥାନ୍ତି । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ ।…
ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି, ହ୍ରାସ ପାଇଲା ଖୁଚୁରା ମୁଦ୍ରସ୍ପୀତି…
ନୂଆଦିଲ୍ଲୀ: ବଢ଼ିଚାଲିଥିବା ମହଙ୍ଗା ବୃଦ୍ଧି ମଧ୍ୟରେ ଖାଉଟିଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଖୁଚୁରା ମୁଦ୍ରାସ୍ଫୀତି ଜୁଲାଇ ମାସରେ ୬.୭୧ ପ୍ରତିଶତକୁ ଖସି…
ମୃତ୍ୟୁ ପୂର୍ବରୁ ଦିଆଯାଇଥିବା ବୟାନ ଏକ ନିର୍ଣ୍ଣାୟକ ପ୍ରମାଣ: କଲିକତା ହାଇକୋର୍ଟ
ମୃତ୍ୟୁ ପୂର୍ବରୁ ଦିଆଯାଇଥିବା ବୟାନ ଏକ ନିର୍ଣ୍ଣାୟକ ପ୍ରମାଣ ଯାହା ଅଭିଯୁକ୍ତଙ୍କୁ ଦଣ୍ଡ ଦେବାପାଇଁ ସ୍ୱୀକାର କରାଯାଇପାରେ । ତେଣୁ ଯଦି କେହି ପୂର୍ଣ୍ଣ ସଚେତନ ଅବସ୍ଥାରେ ମୃତ୍ୟୁ ପୂର୍ବରୁ ବୟାନ ଦେଇଛନ୍ତି ତେବେ…
ଘରଭଡ଼ା କିମ୍ବା ଲିଜ୍ ଦେଲେ ଲାଗିବ ୧୮% ଜିଏସ୍ଟି, ସ୍ପଷ୍ଟିକରଣ ଦେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଘରଭଡ଼ା ଉପରେ ୧୮% ଜିଏସ୍ଟି ଲାଗିବା ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର। ବିଭ୍ରାନ୍ତିକର ହେଡଲାଇନ ରଖି ଏହି ଏଜେଣ୍ଡାକୁ ଆଗକୁ ବଢାଇବାକୁ ଉଦ୍ୟମ କରାଯାଉଥିବା କହି କେନ୍ଦ୍ର ସରକାରଙ୍କ ସୂଚନା…
ସନ୍ଦେହ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ କୁହାଯାଇପାରିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଏକ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିବା ସହ ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି ଯେ କୌଣସି ଅଭିଯୁକ୍ତଙ୍କୁ କେବଳ ସନ୍ଦେହ ଆଧାରରେ ଦୋଷୀ କୁହାଯାଇପାରିବ ନାହିଁ, ସନ୍ଦେହ ଯେତେ ଦୃଢ଼…
ଦିଲ୍ଲୀ ପୋଲିସକୁ ମିଳିଲା ବଡ ସଫଳତା: ଜବତ ହେଲା ୨୦୦୦ ଅଫୁଟା ଗୁଳି
ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ଅଗଷ୍ଟ ୧୫ ପୂବର୍ବରୁ ପୋଲିସକୁ ମିଳିଛି ବଡ ସଫଳତା । ୨୦୦୦ ଅଫୁଟା ଗୁଳି ସହିତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ସୂଚନା ଅନୁଯାୟୀ ଦିଲ୍ଲୀର ଇଷ୍ଟ ଡିଷ୍ଟ୍ରକ୍…
Jioର ଜବରଦସ୍ତ ଅଫର୍! ୧୫ ଦିନ ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ ସହ ମିଳିବ ଏହି ସୁବିଧା
ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପାଳନ କରିବାକୁ ରିଲାଏନ୍ସ ଜିଓ ଜବରଦସ୍ତ ଅଫର ଘୋଷଣା କରିଛି । ଏହା ଭାରତୀୟଙ୍କୁ ଅନେକ ଫାଇଦା ଆଣିଦେଇଛି । ଏଥିରେ ୨୯୯୯ ଟଙ୍କା ରିଚାର୍ଜ ପ୍ଲାନ୍ ସହ ‘ଜିଓ ଫ୍ରିଡମ୍ ଅଫର’, ୭୫୦…