Browsing Category

ଦେଶ ବିଦେଶ

ଅଷ୍ଟମ ବେତନ ଆୟୋଗ ଆସିବ କି ନାହିଁ? ସ୍ପଷ୍ଟ କଲେ ମୋଦୀ ସରକାର

ନୂଆଦିଲ୍ଲୀ: ଅନେକ ସମୟ ଧରି ସରକାରୀ ଚାକିରିଆ ମାନେ ଚାହିଁ ବସିଛନ୍ତି ଯେ, କେବେ କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ଲାଗୁ କରିବେ। ଏହାକୁ ନେଇ ସମସୟ ସମୟରେ କିଛି ନା କିଛି ରିପୋର୍ଟ ଆସିବାରେ ଲାଗିଛି। ତେବେ ଏହଉା…

ଆଜି ବଡ ନିଷ୍ପତ୍ତି ନେଇ ପାରେ ଆରବିଆଇର,ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ମୁଦ୍ରାସ୍ପୀତି ଚାପକୁ ଦୂର କରିବା ପାଇଁ ରିର୍ଜବ ବ୍ୟାଙ୍କ ଅଫ ଇଣ୍ଡିଆ ଶୁକ୍ରବାର ଦିନ ପଲିସି ରେପୋ ହାରକୁ ୨୫ ରୁ ୩୫ ପଏଣ୍ଟ ବୃଦ୍ଧି କରିବାର ସମ୍ଭାବନା ରହିଛି । ଯଦି ସୁଧ ହାର ବଢ଼ାଯାଏ ତେବେ ଏହା ତୃତୀୟ…

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ: ଝଟପଟ ହୋଇ ମରିଗଲେ ୧୩ ଜଣ, ୩୫ ଗୁରୁତର

ଚୋନବୁରୀ୍: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍ଗକକର ଦକ୍ଷିଣପୂର୍ବ ପ୍ରାନ୍ତସ୍ଥିତ ଚୋନବୁରୀରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ସେଠାରେ ଏକ ନାଇଟ କ୍ଲବରେ ନିଆଁ ଲାଗିବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ୩୫ ଜଣ…

କାଶ୍ମୀରରୁ ଅନୁଛେଦ ୩୭୦ ଉଚ୍ଛେଦକୁ ପୁରିଲା ତିନି ବର୍ଷ, ୧୭୪ ଯବାନ ସହିଦ, ୧୨୪ ସାଧାରଣ ଲୋକ ନିହତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରୁ ଅନୁଛେଦ ୩୭୦ ହଟିବାର ତିନି ବର୍ଷ ପୁରିଛି। ଧାରା ୩୭୦ ଉଚ୍ଛେଦ ପୁର୍ବରୁ ଏବଂ ଏହାର ପରବର୍ତ୍ତି ୩ବର୍ଷର ତାଲିକା ସେୟାର କରି ଜାମ୍ମୁ-କାଶ୍ମୀର ପୋଲିସ କହିଛି ଯେ, ଉପତ୍ୟାକାରେ ହତ୍ୟା,…

ମୋଦୀଙ୍କ ପ୍ରଶଂସାରେ କିଛି ଏଭଳି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ସମ୍ପାଦକୀୟ ‘ଏ ମାଟିର କନ୍ୟା’ ଲେଖି ବହୁତ ପ୍ରଶଂସା ସାଉଁଟିଥିବା ବେଳେ ଆଜି ଧର୍ମେନ୍ଦ୍ର ପ୍ରଧାନ…

ନ୍ୟାସନାଲ ହେରାଲ୍ଡ ମାମଲା: ହାୱଲା କାରବାରର ମିଳିଲା ପ୍ରମାଣ, ସୋନିଆ-ରାହୁଲଙ୍କ ବିବୃତ୍ତି ପୁନ-ଯାଞ୍ଚ କରିବ ଇଡି

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ହାୱଲା ଲିଙ୍କ ପାଇଛି । ଇଡି ବର୍ତ୍ତମାନ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ପୁନ ଯାଞ୍ଚ କରିବ ।ଇଡି ସୂତ୍ରରୁ…

ମୟାନଗରୀରୁ ୧୪୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ, ୫ ଗିରଫ

ମୁମ୍ବାଇ: ମହାରାଷ୍ଟ୍ର କ୍ରାଇମ୍‌ବ୍ରାଞ୍ଚର ଆଣ୍ଟି ନାର୍କେଟିକ୍ସ ସେଲ୍‌, ୱର୍ଲି ୟୁନିଟ୍‌ ପାଲଘର ଜିଲ୍ଲାର ନାଲାସୋପାରାରେ ଔଷଧ ନିର୍ମାତା କମ୍ପାନୀ ଉପରେ ରେଡ୍‌ କରିଛି । ଏହି ଅବସରରେ ୧୪୦୦ କୋଟି ଟଙ୍କାର ୭୦୦…

୪ଦିନିଆ ଦିଲ୍ଲୀ ଗସ୍ତରେ କାହାକୁ ଭେଟିବେ ମମତା…

ନୂଆଦିଲ୍ଲୀ: ଚାରି ଦିନିଆ ଦିଲ୍ଲୀ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ମମତାଙ୍କ ଏହି ଗସ୍ତ ବାସ୍ତବରେ ବହୁତ ଗୁରୁତ୍ୱବହନ କରୁଛି । ଏହି ଗସ୍ତରେ ମମତା ପ୍ରଧାନମନ୍ତ୍ରୀ…

ନାଟୋରେ ସାମିଲ ହେବେ ସ୍ୱିଡେନ-ଫିନଲ୍ୟାଣ୍ଡ, ଆମେରିକା କଂଗ୍ରେସର ମିଳିଲା ଅନୁମୋଦନ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ସମୟରେ ସେ ନାଟୋ (ଉତ୍ତର ଆଟଲାଣ୍ଟିକ୍‌ ଚୁକ୍ତି ସଂଗଠନ)ରେ ଯୋଗଦେବାକୁ ଚେଷ୍ଟା କରୁଛି । ରୁଷ ଏହାର ଅନ୍ୟ ପଡୋଶୀ ଦେଶମାନଙ୍କୁ ମଧ୍ୟ ନାଟୋଠାରୁ ଦୂରରେ ରଖିବାକୁ ଉଦ୍ୟମ…

ଆରେ ଏଇଟା ରାକ୍ଷସଟା, ବାପା ନାମରେ କଳଙ୍କ: ସାମାନ୍ୟ ଭୁଲ୍ ପାଇଁ ଜନ୍ମ କଲା ପୁଅର ହାତକୁ ଶରୀରରୁ ଅଲଗା କରିଦେଲା

ନୂଆଦିଲ୍ଲୀ: ବେଳେବେଳେ ମଣିଷ କ୍ରୋଧର ଜ୍ୱାଳା ଏତେ ତଳକୁ ଖସି ଯାଇଥାଏ ଯେ, ତା’ ଦେହରେ ମଣିଷତ୍ୱ ବଞ୍ଚି ନଥାଏ । ନିକଟରେ ଜଣେ ବାପା ତାଙ୍କ ପୁଅ ସହ ଏପରି କିଛି କରିଛନ୍ତି । ବାଇକ୍ ଚାବି ନ ଦେବାରୁ ସେ ତାଙ୍କ ପୁଅର…