Browsing Category

ଦେଶ ବିଦେଶ

ବୁଲିବା ପାଇଁ ସବୁଠୁ ବେଷ୍ଟ୍ ଭାରତର ଏହି ତିନି ଗାଁ, UN ଦେଲା ମାନ୍ୟତା

ନୂଆଦିଲ୍ଲୀ: ସହରର ଲାଇଫ୍ ଷ୍ଟାଇଲ୍ ଠାରୁ ଏବେ ଲୋକ ମାନେ ଗାଁର ଶାନ୍ତ ପରିବେଷରେ ରହିବାକୁ ବେଶି ପସନ୍ଦ କରିଥାନ୍ତି । ତେଣୁ ଭାରତରେ ଏପରି କିଛି ସ୍ଥାନ ରହିଛି ଯାହା ପର୍ଯ୍ୟଟନ ପାଇଁ ସବୁଠାରୁ ଉତ୍ତମ ତଥା ବେଷ୍ଟ୍…

ଗୁଜରାଟରେ ନୂତନ ମୁଖ୍ୟମନ୍ତ୍ରୀ ନେଇ ମନ୍ଥନ ଜାରି, ନିଷ୍ପତ୍ତି ପାଇଁ ୩ଟାରେ ବିଧାୟକ ଦଳ ବୈଠକ

ନୂଆଦିଲ୍ଲୀ : ଦେଶର ରାଜନୈତିକ ବ୍ୟକ୍ତି ବିଶେଷଙ୍କ ନଜର ଆଜି ଗୁଜରାଟ ଉପରେ ରହିଛି । ବିଜୟ ରୂପାନୀଙ୍କ ଇସ୍ତଫା ପରେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାର ଘୋଷଣା ଅପରାହ୍ନରେ ହୋଇପାରେ । ରବିବାର ଅପରାହ୍ନ…

ଏହି ଟ୍ରେନ ଟିକେଟରେ କାର କିଣିପକେଇବେ! ଜାଣନ୍ତୁ ଭାରତର ୫ଟି ବିଳାସପୂର୍ଣ୍ଣ ଟ୍ରେନ ସମ୍ପର୍କରେ

ନୂଆଦିଲ୍ଲୀ: ଟ୍ରେନ୍ କୁ ସାଧାରଣ ଲୋକ ଓ ଗରିବଙ୍କ ରଥ ବୋଲି କୁହାଯାଇଥାଏ । ହେଳେ କଣ ଆପଣ ଜାଣିଛନ୍ତି କି କିଛି ଟ୍ରେନ୍ ଏପରି ରହିଛି ଯାହାର ଭଡ଼ା ଲକ୍ଷ ଲକ୍ଷ ଟଙ୍କା ? ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି…

ଆଜି ନିଟ୍ ୟୁଜି ପ୍ରବେଶିକା, କରୋନା କଟକଣା ମଧ୍ୟରେ ୧୬ ଲକ୍ଷ ୪୩ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିଗିଡ଼ି ଯାଇଛି । ଏଥିପାଇଁ ଅନେକ ପରୀକ୍ଷାକୁ ରଦ୍ଦ ମଧ୍ୟ କରାଯାଇଛି । ତେବେ କରୋନା ଯୋଗୁଁ ସ୍ଥଗିତ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ସମଗ୍ର ଦେଶେର…

କରୋନା କବଳରେ ଭାରତ: ଦେଶରେ ଦିନକରେ ମୃତ୍ୟୁ ସଂଖ୍ୟା ୩୩୮

ନୂଆଦିଲ୍ଲୀ: ଦେଶରେ ଦିନକରେ ୩୩୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୨ ହଜାର ୬୫୫ରେ ପହଞ୍ଚିଛି । ଏହା ସହିତ ଆକ୍ଟିଭ୍ କେସ୍ ୩ ଲକ୍ଷ ୮୪ ହଜାର ୯୨୧ ରହିଥିବା ବେଳେ…

କିଏ ହେବ ଗୁଜୁରାଟର ଆଗାମୀ ମୁଖ୍ୟମନ୍ତ୍ରୀ, ରେସ୍ ରେ ୩ଟି ନାମ ଆଗରେ

ଗାନ୍ଧୀନଗର: ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଶନିବାର ଦିନ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଆଗାମୀ ମୁଖ୍ୟମନ୍ତ୍ରୀ ପିଏ ହେବ ତାକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ…

ଆଫଗାନୀଙ୍କ ସେନାଙ୍କ ମୁଣ୍ଡ କାଟି ସେଥିରେ ଉତ୍ସବ ମନେଇଲେ ତାଲିବାନୀ ଆତଙ୍କବାଦୀ, ଭିଡିଓ ଭାଇରାଲ୍

କାବୁଲ: ତାଲିବାନ ଆତଙ୍କବାଦୀ ମାନେ ଆଫଗାନିସ୍ତାନରେ ନିଜର ମନମୁଖୀ ଶାସନ ଚଳାଇଛନ୍ତି । ସତ୍ତାକୁ ଆସିବା ପରେ ସେମାନଙ୍କ କ୍ରୁର ଚେହେରା ଏବେ ସାମନାକୁ ଆସିଛି । ମିଡିଆ ରିପୋର୍ଟ ମୁତାବକ, ତାଲିବାନୀ ମାନେ ଜଣେ ଆଫଗାନୀ…

ବେକାରୀରେ ଓଡ଼ିଶାର ସ୍ଥାନ ଚତୁର୍ଥ

ନୂଆଦିଲ୍ଲୀ: ଦେଶର ସହରାଞ୍ଚଳ ତଥା ଗ୍ରାମାଂଚଳରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାର ହାର ଏବେ ଚିନ୍ତାଜନକ ପରିସ୍ଥିତିରେ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷର ତ୍ରୟମାସରେ ବେକାରୀ ହାର ୭.୮ ପ୍ରତିଶତ ଥିଲା।…

କରୋନା ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁ ହେଲେ କୋଭିଡ୍ ଡେଥ୍ ଭାବରେ ଧରାଯିବା: ସରକାରଙ୍କ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ପାଇଁ ସାରା ଦେଶରେ ଭୟର ବାତାବରଣ ଲାଗି ରହିଛି । ପ୍ରତି ମୁହୂର୍ତ୍ତରେ କେହି ନା କେହି ଏଥିରେ ପ୍ରାଣ ହରାଉଛନ୍ତି । ଚୀନରୁ ଉତ୍ପତ୍ତି ହୋଇଥିବା ଏହି ମହାମାରୀ ବିଶ୍ୱରେ ବ୍ୟାପିବାରେ…

ବିଜେପିକୁ ଚଖମା ଦେଇ ୟୁପି ନିର୍ବାଚନ ମଇଦାନକୁ ଓହ୍ଲାଇ ଶିବସେନା, ସମସ୍ତ ୪୦୩ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା

ମୁମ୍ବାଇ : ବିଜେପିକୁ ଚଖମା ଦେଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନା ଏବେ ୟୁପି ରାଜନୀତରେ ପ୍ରବେଶ କରିବାକୁ ଯାଉଛି । ମହାରାଷ୍ଟ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ୟୁପିର ସମସ୍ତ ୪୦୩…