Browsing Category

ଦେଶ ବିଦେଶ

୪୦ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦେଇଥିଲେ ୧୦ କିଲୋ ସୁନା; ଅତି ଗରିବ ଭାବରେ ପ୍ରାଣ ଗଲା

ନୂଆଦିଲ୍ଳୀ: ୪୦ ବର୍ଷ ତଳେ ନିଜର ସଚ୍ଚୋଟତା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ବ୍ୟକ୍ତିଙ୍କୁ ଜାଣିଥିଲେ । ୧୯୮୦-୮୧ ମସିହାରେ ୩୦ ବର୍ଷର ଥିବା ଏହି ଯୁବକଙ୍କ ନିଷ୍ଠାପରତା ତାଙ୍କୁ ସମସ୍ତଙ୍କ ନିକଟରେ ପରିଚିତ କରାଇଥିଲା…

ଟ୍ରେନ ଯାତ୍ରା ସମୟରେ ଭୁଲରେ ବି କରନ୍ତୁନି ଏହି କାମ; ରେଳ ମନ୍ତ୍ରାଳୟ ପକ୍ଷରୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ଟ୍ରେନ ଯାତ୍ରା ସମୟରେ ଟିକେଟ କାଟିବାକୁ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି । ତେବେ କେବଳ ଟିକେଟ ନୁହେଁ ବରଂ ଅନେକ ନିୟମ ରହିଛି ଯାହା ନ ଜାଣିଲେ ଆପଣଙ୍କୁ କେବଳ ଜୋରିମାନା ନୁହେଁ ବରଂ ଜେଲ ଦଣ୍ଡ ମଧ୍ୟ…

୫ ଟଙ୍କିଆ କଏନ୍ ଢ଼ୋକି ଆଖି ବୁଜିଲା ୪ ବର୍ଷର ଶିଶୁ

ମହିଶୁର୍: ୫ ଟଙ୍କିଆ କଏନ୍ ଢ଼ୋକିଦେଲା ୪ ବର୍ଷର ଶିଶୁ । ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ମହିଶୁର୍ ଜିଲ୍ଲାର ହୁନସୁର ଅଞ୍ଚଳରେ ହୋଇଛି । କଏନ୍ ଗିଳିବା ପରେ ତାକୁ ପରିବାର…

ତାମିଲନାଡୁ ହରର: କାରରୁ ଫୋପାଡିଲେ ମହିଳାଙ୍କ ଅର୍ଦ୍ଧନଗ୍ନ ଶରୀର, ଚଢିଗଲା ଆରପଟୁ ଆସୁଥିବା ଗାଡି

ନୂଆଦିଲ୍ଳୀ: ତାମିଲନାଡୁରେ ଏକ ଭୟଙ୍କର ଘଟଣା ସିସିଟିଭିରେ କଏଦ ହୋଇଛି । ଜଣେ ଅଜଣା ମହିଳାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଏକ କାରରୁ ଫିଙ୍ଗି ଦିଆ ଯାଇଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଗାଡି ତାଙ୍କ ଉପରେ ଚଢି…

ଅନ୍ଧବିଶ୍ୱାସ: ନାବାଳିକାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ବୁଲାଇଲେ, ଭିକ ମଗାଇଲେ; କହିଲେ- ଭଗବାନ ଖୁସି ହେବେ

ଭୋପାଳ: ଆଜିବି ଦେଶରେ ବଞ୍ଚିଛି କୁପ୍ରଥା । ଆଉ ଏହାର ଶିକାର ହେଉଛନ୍ତି କିଛି ନୀରିହ ନାବାଳିକା । ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରୁ ଏଭଳି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଅନ୍ଧବିଶ୍ୱାସ ନାମରେ…

ଅଜବ ଗଜବ SOCIAL MEDIA ପ୍ରେମ: ୭୫୦ ଗ୍ରାମ ସୁନା ଉପହାର ଦେଇ ଚର୍ଚ୍ଚାରେ ଦଶମ ଛାତ୍ର

ନୂଆଦିଲ୍ଲୀ: ଆପଣ ନିଜ ବନ୍ଧୁଙ୍କୁ କଣ ଗିଫ୍ଟ କରିପାରିବେ । କେରଳର ଜଣେ ଦଶମ ଶ୍ରେଣୀ ଛାତ୍ର ନିଜର ଫେସବୁକ ବନ୍ଧୁଙ୍କୁ ୭୫ ତୋଳା (୭୫୦ ଗ୍ରାମ) ସୁନା ଉପହାର ଦେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରାୟ ୩୭ ଲକ୍ଷ ଟଙ୍କା…

ମୁଖ୍ୟମନ୍ତ୍ରୀଙ୍କ ବାପା ଗିରଫ, ବ୍ରାହ୍ମଣଙ୍କୁ ନେଇ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

ରାୟପୁର: ବ୍ରାହ୍ମଣଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାପା ନନ୍ଦ କୁମାର ବଘେଲ ଗିରଫ ହୋଇଛନ୍ତି । ମଙ୍ଗଳବାର ଦିନ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି ।…

ସରକାର ଗଠନ ପାଇଁ ୬ଟି ରାଷ୍ଟ୍ରକୁ ତାଲିବାନର ଆମନ୍ତ୍ରଣ;ଜାଣନ୍ତୁ କଣ ରହିବ ଏମାନଙ୍କ ଭୂମିକା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପଞ୍ଜଶୀର ଦଖଲ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସରକାର ଗଠନ ନେଇ ଘୋଷଣା କରିଛି ତାଲିବାନ । କ୍ଷମତ ଅକ୍ତିଆରର ୨୨ ଦିନ ପରେ ତାଲିବାନ ପକ୍ଷରୁ ସରକାର ଗଠନ ନେଇ ଘୋଷଣା କରାଯାଇଛି ।…

୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକା ଦେବାରେ ପ୍ରଥମ ଦେଶ, WHO ପକ୍ଷରୁ ମିଳିଛି ମଞ୍ଜୁରୀ

ନୂଆଦିଲ୍ଲୀ: କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହରରେ ପିଲାମାନଙ୍କୁ ଅଧିକ ବିପଦ ଥିବା ନେଇ ଅନେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ତେଣୁ ୨ ବର୍ଷରୁ ଅଧିକ ବର୍ଷର ପିଲାମାନଙ୍କ ପାଇଁ ଟିକାକରଣ ପାଇଁ ବିଭିନ୍ନ ଦେଶର…

କାବୁଲରେ ଲାଗିଲା ପାକ୍ ମୁର୍ଦାବାଦ୍ ନାରା, ପ୍ରଦର୍ଶନକାରୀ ମହିଳାଙ୍କ ଉପରେ ତାଲିବାନିଙ୍କ ଗୁଳିମାଡ଼

କାବୁଲ: କାବୁଲ ଉପରେ ତାଲିବାନି ମାନେ କବଜା କରିବା ପରେ ଆଫଗାନିସ୍ତାନରେ ଲୋକମାନେ ଲଗାତର ଭାବରେ ପାକିସ୍ତାନକୁ ବିରୋଧ କରିଆସୁଛନ୍ତି । କାବୁଲ ସଡ଼କ ଉପରେ ମହିଳାମାନେ ଆଜି ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରିଥିଲେ ।…