Browsing Category

ଦେଶ ବିଦେଶ

ହୃଦୟବିଦାରକ, ଚାରିମାସର ଶିଶୁକୁ ଛାତ ଉପରୁ ତଳକୁ ଫିଙ୍ଗିଦେଲା ମାଙ୍କଡ଼, ଚାଲିଗଲା ଜୀବନ

ଲକ୍ଷ୍ନୌ: ଅନେକ ସମୟରେ ମାଙ୍କଡ଼ମାନଙ୍କ ଉତ୍ପାତ ଦେଖିବାକୁ ମିଳିଛି । କେତେବେଳେ କାହାଠାରୁ ଜିନିଷ ଛଡ଼ାଇନେବା ତ’ ପୁଣି କେତେବେଳେ କାହାକୁ କାମୁଡ଼ି ଆହତ କରିବା । କିନ୍ତୁ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହାକୁ…

ପ୍ରଧାନମନ୍ତ୍ରୀଙ୍କ ଉପରେ ଫେସବୁକରେ କରିଥିଲେ ଅଭଦ୍ର ଟିପ୍ପଣୀ, ଯାଚିକା ରଦ୍ଧ କଲେ କୋର୍ଟ

ଆଲାହାବାଦ ହାଇକୋର୍ଟ ବ୍ୟକ୍ତିଙ୍କ କହିବାର ସ୍ୱତନ୍ତ୍ରତା ଉପରେ ଟିପ୍ପଣୀ କରିବା ସହ, କହିବାର ସ୍ୱତନ୍ତ୍ରତାକୁ ନେଇ ଜଣେ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ଏଫଆଇଆରକୁ ରଦ୍ଧ କରିବାକୁ ମନା କରିଛନ୍ତି । ଆଲାହାବାଦ…

ଚେକିଂ ନାଁରେ ସୀମା ପାର୍ କଲା NEET ପରୀକ୍ଷା ସେଣ୍ଟର, ଓହ୍ଲାଇଦେଲେ ଛାତ୍ରୀଙ୍କ ଅନ୍ତବସ୍ତ୍ର

ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ସମୟରେ କେରଳର କୋଲ୍ଲମରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ମାର୍ଥୋମା ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ ଟେକ୍ନୋଲୋଜୀ ସ୍ଥିତ ପରୀକ୍ଷା ସେଣ୍ଟରରେ କଡ଼ା ନିୟମ…

ଅଷ୍ଟ୍ରେଲିଆରେ ୬୦ ଲକ୍ଷ ମହୁମାଛିଙ୍କୁ ମାରିବାକୁ ନିଷ୍ପତ୍ତି, ଜାଣନ୍ତୁ କ’ଣ ଏହାର କାରଣ

ଅଷ୍ଟ୍ରେଲିଆରେ ଗତ ୨ ସପ୍ତାହ ମଧ୍ୟରେ ପ୍ରଶାସନ ଲକ୍ଷ ଲକ୍ଷ ମହୁମାଛିଙ୍କୁ ମାରିଛନ୍ତି । ଅଷ୍ଟ୍ରେଲିଆ ପ୍ରଶାସନ ଦ୍ୱାରା ଏହି ପଦକ୍ଷେପ ଭୟଙ୍କର ପାରାସିଟିକ ପ୍ଲେଗକୁ ବ୍ୟାପିବାରୁ ରୋକିବା ପାଇଁ ଉଠାଇଛି । ପ୍ରକୃତରେ,…

Video: ନିଆରା କାଉଡିଆ ଶ୍ରାବଣର ଶ୍ରବଣ କୁମାର, ବୃଦ୍ଧ ପିତା ଓ ମାଙ୍କ ଭାର ବୋହୁଛନ୍ତି ପୁଅ ଓ ବୋହୁ

ବିହାର: ଶ୍ରାବଣ ସୋମବାରରେ ଦୃଷ୍ଟି ଆକର୍ଷଣ କଲେ ନିଆରା କାଉଡିଆ ଶ୍ରାବଣର ଶ୍ରବଣ କୁମାର। ଶ୍ରାବଣ ମାସ ସୋମବାର ଆସିବା ପୂର୍ବରୁ ରାସ୍ତା ଘଟରେ କାଉଡିଆ ଭକ୍ତଙ୍କୁ ତ ଆପଣ ଦେଖିୁଥିବେ। ହେଲେ ଏଭଳି ଭକ୍ତଙ୍କୁ ଆପଣ…

କେରଳରେ ଆଉ ଜଣେ ମଙ୍କିପକ୍ସରେ ପିଡ଼ିତ, ଦେଶରେ ଏପର୍ଯ୍ୟନ୍ତ ଦୁଇ ଆକ୍ରାନ୍ତ ଚିହ୍ନଟ

କେରଳ: ଦେଶରେ ମଙ୍କିପକ୍ସର ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦ୍ୱିତୀୟ ବ୍ୟକ୍ତି ଜଣକ ମଧ୍ୟ କେରଳର ହୋଇଥିବା ଜଣାପଡିଛି। ବ୍ୟକ୍ତି ଜଣଙ୍କ ପାଖରେ ଲକ୍ଷଣ ଦେଖାଯିବା ପରେ ତାଙ୍କୁ କୁନ୍ନୁର ପରିୟାରାମ ମେଡିକାଲ…

ରାଷ୍ଟ୍ରପତି ନିର୍ବାଚନରେ ଖୁଲମ୍ ଖୁଲା କ୍ରସ୍ ଭୋଟିଂ, କଂଗ୍ରେସରେ ସୃଷ୍ଟି ହେଲା କମ୍ପନ

ଭୁବନେଶ୍ୱର: ଦେଶର ୧୫ ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଚାଲିଛି। ରାଷ୍ଟ୍ରପତି ନିର୍ବାଚନରେ ଉତ୍ତରପ୍ରଦେଶ, ଓଡ଼ିଶାଠୁ ଆରମ୍ଭ କରି ଅନେକ ରାଜ୍ୟରେ କ୍ରସ୍ ଭୋଟିଂ ହୋଇଥିବା ଜଣାପଡ଼ିଛି। ଓଡ଼ିଶାର କଂଗ୍ରେସ ବିଧାୟକ ମହମ୍ମଦ…

ଦ୍ରୁତ ବେଗରେ ଆସୁଥିଲା ଟ୍ରେନ୍, ଟ୍ରାକକୁ ଖସିପଡ଼ିଲେ ବ୍ୟକ୍ତି.. ଦେଖନ୍ତୁ ଭାଇରାଲ ଭିଡିଓ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା’ କିଛି ଭାଇରାଲ ହୋଇଥାଏ । ଅନେକ ଥର ଭାରତୀୟ ରେଲୱେର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏବେ ପୁଣି ଥରେ ଏଭଳି ଏକ ଭାଇରାଲ ଭିଡିଓ ଚର୍ଚ୍ଚାକୁ ଆସିଛି । ଏହି ଭାଇରାଲ…

ପୁଣି କମିଲା ଖାଇବା ତେଲର ଦାମ୍‌, ୩୦ ଟଙ୍କା ହ୍ରାସ କଲା ଏହି କମ୍ପାନୀ

ନୂଆଦିଲ୍ଲୀ: ଖାଇବା ତେଲର ବଜାର କିଛି ଦିନ ଗରମ ରହିବା ପରେ ଏବେ ସାଧରଣ ଜନତାଙ୍କୁ ସାମାନ୍ୟ ଅଶ୍ୱସ୍ତି ମିଳିଛି। ଲଗାତାର ହ୍ରାସ ପାଇ ଚାଲିଛି ଖାଇବା ତେଲର ଦାମ୍। ସରକାରଙ୍କ ନିରନ୍ତର ପ୍ରାୟସ ଏବଂ ବିଦେଶରୁ ଆମଦାନୀ…

କାନ୍ଥ ଭିତରେ ଲୁଚି ରହିଥିଲା ଏକ ବିଷାକ୍ତ କୋବ୍ରା, ସାପକୁ ଧରିବାକୁ ପାଇଁ ଭଙ୍ଗାଗଲା ଘର, ଦେଖନ୍ତୁ Video

ନୂଆଦିଲ୍ଲୀ: ବର୍ଷା ଋତୁରେ ଅନେକ ସମୟରେ ସାପମାନେ ଘର ମଧ୍ୟକୁ ପ୍ରବେଶ କରିଥାନ୍ତି । ତେବେ ଜଣେ ବ୍ୟକ୍ତିଙ୍କ ଘରର କାନ୍ଥ ଭିତରେ ଲୁଚି ରହିଥିଲା ଏକ ଭୟଙ୍କର ସାପ । ଉକ୍ତ କୋବ୍ରାକୁ ଉଦ୍ଧାର କରିବା ପାଇଁ ଶେଷରେ ଘରକୁ…