Browsing Category

ଦେଶ ବିଦେଶ

ତାଲିବାନ ବିରୋଧରେ ସମାନ ଆଭିମୁଖ୍ୟ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ଆତଙ୍କ ଖେଳାଉଛି ତାଲିବାନ୍ । ତାଲିବାନ୍ ବିରୋଧରେ ସମାନ ଆଭିମୁଖ୍ୟ ପାଇଁ ଅନ୍ତର୍ଜାତୀୟ ସଙ୍ଗଠନ ନିଷ୍ପତ୍ତି ନେଇଛି । ଏଥିରେ ଜି-୭, ୟୁରୋପୀୟ ୟୁନିୟନ, ଏନଏଟିଓ,…

ବିଳମ୍ବିତ ରାତିରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଲା ଜାମିନ୍

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକେରଙ୍କୁ ‘ଚାପୁଡ଼ା’ ମାରିବାକୁ କହି ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଜାମିନ୍ ମିଳିଛି । ରାଣେଙ୍କୁ ମହଦ ମାଜିଷ୍ଟ୍ରେଟ କୋର୍ଟ…

RBI ଜାରି କଲା ନୂଆ ଗାଇଡଲାଇନ୍ PPS, ଏଣିକି Cheque କ୍ଲିୟରିଂ ବେଳେ ଡିଟେଲ୍ସ ନଦେଲେ ବ୍ୟାଙ୍କ କରିଦେବ ରିଜେକ୍ଟ

ନୂଆଦିଲ୍ଲୀ: ଆରବିଆଇ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଣିକି ଆପଣଙ୍କୁ ଚେକ୍ ପେମେଂଟ ସମୟରେ ଡିଟେଲ୍ଟ ଦେବାକୁ ପଡ଼ିବ । ନଚେତ୍ ଚେକ୍ କ୍ଲିୟରିଂ ହେବ ନାହିଁ । ୫୦ ହଜାରରୁ ଅଧିକ ଟଙ୍କାର…

ସୁଶାନ୍ତ ଓ ଦିଶା ମର୍ଡର ପଛରେ ଏହି ବ୍ୟକ୍ତିଙ୍କର ହାତ ଥିଲା? ରାଣେ-ଠାକରେଙ୍କ ବିବାଦରୁ ବାହାରିଲା ନୂଆ ରେଜଲ୍ଟ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିବାଦ ଚରମ ସୀମାରେ ପହଂଚିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଥପଡ଼ ମାରିବା ବୟାନ ଦେଇ ରାଣେ ଫସିଯାଇଥିଲେ । ରତ୍ନାଗିରି…

ବିପଦ ଘଣ୍ଟି ହେଉଛି ହ୍ୱାଟସଆପକୁ ଆସୁଥିବା ଏହି ମେସେଜ୍, ହ୍ୟାକର୍ସ ମାନଙ୍କ ନୂଆ ଚାଲ୍

ନୂଆଦିଲ୍ଲୀ: ଯଦି ଆପଣ ମେସେଜିଂ ଆପ୍ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି ତେବେ ଏହା ହେଉଛି ଆପଣଙ୍କ ପାଇଁ ସତର୍କ ଘଣ୍ଟି । ହ୍ୟାକର୍ ମାନେ ଏବେ ୟୁଜର୍ସଙ୍କ ଡିଟେଲ୍ସ ପାଇବା ପାଇଁ ନୂଆ ତରିକା ଆପଣାଉଛନ୍ତି । ଚିନ୍ତାର କଥା…

ଏହି ଗାଁରେ ମାତ୍ର ୮୭ ଟଙ୍କାରେ ମିଳୁଛି ଘର, ଜାଣନ୍ତୁ କିପରି କିଣିବେ

ରୋମ୍: ଦୁନିଆର କୋଣ ଅନୁକୋଣରେ ଜନସଂଖ୍ୟା ବୃଦ୍ଧି କାରଣରୁ ଲୋକମାନଙ୍କ ଜୀବନଯାପନ ଶୈଳୀ ଖୁବ୍ ମହଙ୍ଗ ହୋଇଗଲାଣି । ଘରଟିଏ କିଣିବା ଲୋକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଏହା ମଧ୍ୟରେ ଇଟାଲୀରେ ଏକ…

ତାଲିବାନ କବଳରୁ ଲୋକଙ୍କୁ ଉଦ୍ଧାର କରିବା ଅପରେସନର ନାମ ରଖାଗଲା ‘ଦେବୀଶକ୍ତି’

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନ ଦଖଲ କରିବା ପରଠାରୁ ସେଠାରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଅହରହ କାର୍ଯ୍ୟ କରିଆସୁଛନ୍ତି । ଏପର୍ଯ୍ୟନ୍ତ ଅନ୍ୟ ଦେଶର ଲୋକଙ୍କ ସମେତ ୭୫୦ରୁ…

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଗିରଫ, ମହାରାଷ୍ଟ୍ର ସରକାର ନେଲେ କଠୋର କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କଲା ମହାରାଷ୍ଟ୍ର ପୋଲିସ୍ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିବାକୁ କହିଥିଲେ ନାରାୟଣ ରାଣେ । ଆଗୁଆ ଜାମିନ୍ ଖାରଜ ହେବା ପରେ ଗିରଫ କରିଛି ପୋଲିସ୍ ।…

ମୋଦୀ-ପୁଟିନ୍ ଆଲୋଚନା; ୪୫ ମିନିଟ୍ ଯାଏଁ ଚାଲିଥିଲା ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଜାରି ରହିଥିବା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷ ରାଷ୍ଟ୍ରପତି ପୁଟିନ୍ ଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି । ଦୁହିଁଙ୍କ କଥାବାର୍ତ୍ତା ୪୫ ମିନିଟ୍ ପର୍ଯ୍ୟନ୍ତ ଜାରି…

କାବୁଲରେ ୟୁକ୍ରେନ୍ ପ୍ଲେନ୍ ହେଲା ହାଇଜାକ୍, ୟୁକ୍ରେନୀ ନାଗରିକଙ୍କୁ ଯୁଦ୍ଧଗ୍ରସ୍ତ ଦେଶରୁ ବାହାର କରିବା ପାଇଁ ଆସିଥିଲା ବିମାନ

କାବୁଲ: ଆଫଗାନିସ୍ତାନରେ ଏବେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଇତି ମଧ୍ୟରେ କାବୁଲରେ ଏକ ୟୁକ୍ରେନ ବିମାନକୁ ଅଜଣା ଲୋକ ହାଇଜାକ୍ କରିଛନ୍ତି। ଏହି ବିମାନ ୟୁକ୍ରେନୀ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ…