Browsing Category
ଦେଶ ବିଦେଶ
୭ଟି ରାଜ୍ୟରେ ୨୨ ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ: ଲବ୍ ଅଗ୍ରୱାଲ
ଦେଶର ସାତଟି ରାଜ୍ୟର ୨୨ ଟି ଜିଲ୍ଲାରେ କରୋନା ସଂକ୍ରମଣର ନୂତନ ମାମଲା ବୃଦ୍ଧି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ମଙ୍ଗଳବାର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ କରୋନା ମାମଲାରେ ଏହି…
ଅକ୍ସିଜେନ୍ ଅଭାବରୁ ମୃତ୍ୟୁ; କେନ୍ଦ୍ର ସରକାରଙ୍କ ରିପୋର୍ଟ ତଲବ
ନୂଆଦିଲ୍ଳୀ: ଅମ୍ଲଜାନ ଅଭାବରୁ ଦେଶରେ ଗୋଟିଏ ବି ମୃତ୍ୟୁ ହୋଇନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏହାକୁ ନେଇ ଦେଶବ୍ୟାପୀ ସମାଲୋଚନା କରାଯିବା ସହିତ ବିଭିନ୍ନ ସ୍ଥାନରେ ମୃତ୍ୟୁ ସଂଖ୍ୟା ଅଧିକ…
ନିର୍ବାଚନ ପରବର୍ତ୍ତୀ ହିଂସାର ଏନଏଚଆରସି ରିପୋର୍ଟ ବିରୋଧରେ ହାଇକୋର୍ଟରେ ପ୍ରମାଣପତ୍ର ଦାଖଲ କଲେ ପଶ୍ଚିମବଙ୍ଗ ସରକାର
ପଶ୍ଚିମବଙ୍ଗ ସରକାର କଲିକତା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ରାଷ୍ଟ୍ରୀୟ ମାନବାଧିକାରଙ୍କ ରିପୋର୍ଟ ବିରୋଧରେ ପ୍ରମାଣପତ୍ର ଦାୟର କରିଛନ୍ତି । ମାନବାଧିକାର କମିଶନଙ୍କ ରିପୋର୍ଟରେ କୁହାଯାଇଥିଲା ଯେ ବିଧାନସଭା ନିର୍ବାଚନ…
କର୍ଣ୍ଣାଟକରେ ବିଜେପିର କାଷ୍ଟ ପଲିଟିକ୍ସ: ଲିଙ୍ଗାୟତ ସମ୍ପ୍ରଦାୟର ଏହି ବ୍ୟକ୍ତି ନେଇପାରନ୍ତି ୟେଦ୍ୟୁରପ୍ପାଙ୍କ ସ୍ଥାନ
ବେଙ୍ଗାଲୁରୁ: ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହା ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଲିଙ୍ଗାୟତ…
ଗ୍ୟାସ ସିଲିଣ୍ଡର ବୁକ୍ କଲେ ମିଳୁଛି ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍, ଏପରି ଉଠାନ୍ତୁ ଲାଭ
ନୂଆଦିଲ୍ଲୀ : କରୋନା କାଳରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଏବଂ ଡିଜେଲ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମହଙ୍ଗା ହୋଇଯାଇଛି । ଫଳରେ ଏହା ଲୋକଙ୍କ ଜୀବନଶୈଳୀ ଉପରେ ସିଧାସଳଖ ପ୍ରଭାବ ପଡିଛି । ଏଭଳି…
‘ବାଥରୁମ କବାଟ ଖୋଲି ଗାଧୋଇବାକୁ କହୁଥିଲେ ମାଲିକ’, ଅଭିଯୋଗ ପରେ ଏହି ଦଣ୍ଡ ଦେଲେ କୋର୍ଟ
ନୂଆଦିଲ୍ଲୀ: ବାଥରୁମ କବାଟ ଖୋଲି ଗାଧୋଇବାକୁ କହୁଥିଲେ, କିପରି ଓ କେଉଁ ଅବସ୍ଥାରେ ଗାଧୋଉଛ ତାହା ମଧ୍ୟ ଦେଖାଓ ବୋଲି କହୁଥିଲେ । ଘରେ କାମ କରୁଥିବା ଜଣେ ମହିଳାଙ୍କୁ ଏପରି ମାନସିକ ନିର୍ଯାତନା ଦେଉଥିବା ଜଣେ ମହିଳାଙ୍କୁ…
କଙ୍ଗନାଙ୍କୁ ମୁମ୍ବାଇ କୋର୍ଟଙ୍କ ଚେତାବନୀ: ଜାଭେଦ ଅଖତର କେସ୍ ର ଶୁଣାଣିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ
ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ବିବାଦରେ ରହିଆସିଛନ୍ତି । କଙ୍ଗନା ରଣାୱତଙ୍କ ବିରୋଧରେ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର ମାନହାନି ମାମଲା ରୁଜୁ କରିଛନ୍ତି । ପ୍ରକୃତରେ କଙ୍ଗନା ଗତ ବର୍ଷ…
ଦୈନିକ ୬ କପରୁ ଅଧିକ କଫି ପିଇବା ଦ୍ୱାରା ଚାଲିଯିବ ୫୩% ସ୍ମୃତିଶକ୍ତି: ଅଧ୍ୟୟନ
ନୂଆଦିଲ୍ଲୀ: କଫିକୁ ନେଇ ଏକ ନୂତନ ଅଧ୍ୟୟନ ସାମନାକୁ ଆସିଛି । ଅଷ୍ଟ୍ରେଲିୟାର ଏକ ଅଧ୍ୟୟନକାରୀ ଟିମ୍ କହିଛନ୍ତି ଯେ, ଦୈନିକ ୬ କପ୍ ରୁ ଅଧିକ କଫି ପିଇବା ଦ୍ୱାରା ଏହାର ପ୍ରଭାବ ସିଧାସଳଖ ମସ୍ତିସ୍କ ଉପରେ ପଡ଼ିଥାଏ ।…
ଭାରତର ଏକ ରେଳ ଷ୍ଟେସନ୍; ଯାହା ଭୂତ ଡରରେ ୪୨ ବର୍ଷ ରହିଥିଲା ବନ୍ଦ
କୋଲକାତା: ଭାରତରେ ଏକ ଏମିତି ରେଳ ଷ୍ଟେସନ୍ ରହିଛି ଯାହା ଏକ ରହସ୍ୟମୟୀ ମୃତ୍ୟୁ ଓ ଆତ୍ମା ପାଇଁ ୪୦ ବର୍ଷ ବନ୍ଦ ରହିଥିଲା । ଏହାପରେ ୨୦୦୯ ମସିହାରେ ପୁଣି ଏହାକୁ ଚାଲୁ କରାଯାଇଥିଲା । କିନ୍ତୁ ସନ୍ଧ୍ୟା ହେବା ମାତ୍ରେ…
ଆସନ୍ତା ମାସରେ ଆସିପାରେ ପିଲାଙ୍କ ପାଇଁ କୋଭିଡ୍ ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ
ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଆସିପାରେ ପିଲାଙ୍କ ପାଇଁ କୋଭିଡ୍ ଟିକା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭେୟ ମଙ୍ଗଳବାର କହିଛନ୍ତି ପିଲାଙ୍କ ପାଇଁ କୋଭିଡ୍ ଭାକ୍ସିନ ଆସନ୍ତା ମାସରେ ଲଞ୍ଚ ହୋଇପାରେ । ବିଜେପି…