Browsing Category

ଦେଶ ବିଦେଶ

ପ୍ରତାରଣା ଓ ବିଶ୍ୱାସ ଘାତକତାରୁ ମିଳିଥିଲା ପ୍ରେରଣା, ଖବରକାଗଜ ବିକ୍ରେତାରୁ ବନିଥିଲେ ଆଇଏଏସ୍‌ ଅଫିସର

ମଧ୍ୟପ୍ରଦେଶ: ପ୍ରତାରଣା, ବିଶ୍ୱାସ ଘାତକତାରୁ ସୃଷ୍ଟି ହୋଇଛି ସଫଳତାର ସୂତ୍ର । ଆଇଏଏସ୍‌ ନୀରିଶ ରାଜପୁତଙ୍କ ସଫଳତାର ସୂତ୍ର ଏହା ପ୍ରତାରଣା, ଧୋକାର ଝଟ୍‌କାକୁ ନୀରିଶ କରିଥିଲେ ସକରାତ୍ମକ । ସେ ଶିକ୍ଷାରୁ ସେ ନିଷ୍ଠାର…

ବଦଳୁଛି ପାଣିପାଗ, ସନ୍ତୁଳନ ହରାଉଛି ପରିବେଶ: ବାହାରୁଛି ନୂଆ ନୂଆ ରୋଗ, ଶକ୍ତିହୀନ ହେଉଛି ମଣିଷ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ବଦଳୁଥିବା ପାଣିପାଗ ସମସ୍ତଙ୍କ ପାଇଁ ଏକରକମ କାଳ ହୋଇଛି ବୋଲି କୁହାଯାଇପାରେ । ବିପୁଳ ପରିମାଣର ବୃକ୍ଷ ଚ୍ଛେଦନ,…

ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି କ୍ୱାଡ ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ ବୈଠକରେ ସାମିଲ ହେବା ପାଇଁ ଟୋକିଓ ପହଞ୍ଚଛନ୍ତି । ଜାପାନର ରାଜଧାନୀ ରେ ଭାରତୀୟ ସମୁଦାୟ ଲୋକମାନେ ତାଙ୍କର ଜୋରଦାର ସ୍ୱାଗତ କରିଥିଲେ । ଅନେକ ଛୋଟ ପିଲା ମଧ୍ୟ ଏହି…

ଦୁଇଦିନିଆ ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, କ୍ୱାର୍ଡ ଦେଶ ସମୂହର ବୈଠକ ହେବେ ସାମିଲ

ନୂଆଦିଲ୍ଳୀ, : ଆଜିଠୁ  ଦୁଇ ଦିନ ଧରି ଜାପାନର ଟୋକିଓରେ କ୍ୱାର୍ଡ ଦେଶ ସମୂହର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଜାପାନ ଗସ୍ତ କରିଛନ୍ତି…

ରାଜଧାନୀ ଦିଲ୍ଲୀରେ ଗମ୍ଭୀରେ ହେଉଛି ପାନୀୟ ଜଳ ସଙ୍କଟ, ହରିୟାଣା ପରେ ଏହି ଦୁଇ ରାଜ୍ୟ ପାଣି ଦେବାକୁ ମନାକଲେ

ନୁଆଦିଲ୍ଲୀ: ଦିଲ୍ଲୀରେ ଗମ୍ଭୀର ହେଲାଣି ପାନୀୟ ଜଳ ସଙ୍କଟ। ହରିୟାଣା ପରେ ରାଜଧାନୀର ଶୋଷ ମେଣ୍ଟାଇବାକୁ ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶ ପଛଘୁଞ୍ଚା ଦେଇଛନ୍ତି। ଉତ୍ତରପ୍ରଦେଶ ଓ ହିମାଚଳ ପ୍ରଦେଶ ସହିତ ୨୦୧୯ରୁ…

ଶେଷ ହେଉଛି ମହିଳାଙ୍କ ଅଧିକାର, ତାଲିବାନ ଆଦେଶ ପରେ ବୁର୍ଖା ପିନ୍ଧି ଖବର ପଢିଲେ ଆଙ୍କର୍

ନୁଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଶାସକ ନିଜର କଠୋରତା ବୃଦ୍ଧି କରୁଛନ୍ତି । ରବିବାର ତାଲିବାନ ଏହାର ଆଦେଶ ଲାଗୁ କରି ଦେଇଛି, ଯେଉଁଥିରେ କୁହାଯାଇଥିଲା ଯେ, ସମସ୍ତ ମହିଳା ଆଙ୍କର ଖବର ପଢିବା ସମୟରେ ଚେହେରା…

ପଞ୍ଜିକୃତ ମୋବାଇଲ ନମ୍ବର ବିନା ଡାଉନଲୋଡ କରିପାରିବେ ଆଧାରକାର୍ଡ, ଜାଣନ୍ତୁ ସହଜ ଉପାୟ

ନୁଆଦିଲ୍ଲୀ: ଆଧାର କାର୍ଡଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ବର୍ତ୍ତମାନ ଆପଣ ପଞ୍ଜୀକୃତ ମୋବାଇଲ୍ ନମ୍ବର ବିନା ଆଧାର କାର୍ଡ ଡାଉନଲୋଡ୍ କରିପାରିବେ। ଆଧାର ପ୍ରଦାନ କରୁଥିବା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍…

ଅପଣଙ୍କ ପାଖରେ ଅଛି କି ପୁରୁଣା ନୋଟ କିମ୍ବା କଏନ,ତେବେ ସାବଧାନ! ଆରବିଆଇ ଦେଲା ଚେତାବନୀ

ନୂଆଦିଲ୍ଲୀ: ବର୍ତ୍ତମାନ ଦିନରେ ପୁରୁଣା ମୁଦ୍ରା ଏବଂ ନୋଟ୍ କିଣିବା ଏବଂ ବିକ୍ରୟ କରିବାର ଧାରା ତୀବ୍ର ହୋଇଛି। ଅନେକ ଅନଲାଇନ୍ ଏବଂ ଅଫଲାଇନ୍ ପ୍ଲାଟଫର୍ମ ଅଛି ଯେଉଁଠାରେ ପୁରୁଣା ନୋଟ ଏବଂ ମୁଦ୍ରା ବିକ୍ରି ହେଉଛି।…

କୁକୁର ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଯାଇ ଏକ ଖୋଲା ବୋରୱେଲରେ ଖସି ପଡ଼ିଲା ୬ ବର୍ଷୀୟା ଶିଶୁ ରିତିକି, ଦୀର୍ଘ ଆଠ ଘଣ୍ଟାର ରେସକ୍ୟୁ ଅପରେସନ୍…

ନୂଆଦିଲ୍ଲୀ: ସାଧାରଣ ଜନତା ଓ ପ୍ରଶାସନର ବେପରୁଆ କାର୍ଯ୍ୟ ଯୋଗୁଁ ଅନେକ ସମୟରେ ନିରୀହ ଜୀବନ ଅକାଳରେ ଚାଲିଯାଇଥାଏ । ଏଭଳି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ପଞ୍ଜାବରେ ହୋଶିୟାରପୁରର ଗଦରୀୱାଲା ଗ୍ରାମରେ । ଏକ…

୩୦ ବର୍ଷ ପରେ ଏହି ଦେଶରୁ ଚିହ୍ନଟ ହେଲା ଘାତକ ପୋଲିଓ ଭାଇରସ୍, ଜାଣନ୍ତୁ ଏହା କିପରି ମଣିଷ ଶରୀରକୁ ବ୍ୟାପିଥାଏ

ନୂଆଦିଲ୍ଲୀ: ପୋଲିସ ଭାଇରସ୍ ହେଉଛି ଏକ ଘାତକ ଭାଇରସ । ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିର ସଂସ୍ପର୍ଶରେ ଆସିଲେ ଏହି ସଂକ୍ରମଣ ବ୍ୟାପିଥାଏ । ଜଣେ ବ୍ୟକ୍ତିର ଗଳା ଓ ଅନ୍ତନଳୀରେ ଏହି ଭାଇରସ୍ ବାସ କରିଥାଏ । ଏହା ପାଟି…