Browsing Category
ଦେଶ ବିଦେଶ
ଦେଶରେ କରୋନା ମୃତ୍ୟୁସଂଖ୍ୟା ୮୫୩, ପଜିଟିଭ୍ ୪୬ ହଜାର
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
ପୁଣି ଜମ୍ମୁ ସୀମାରେ ଉଡ଼ିଲା ଡ୍ରୋନ୍, ବିଏସଏଫ୍ ଯବାନଙ୍କ ଗୁଳିମାଡ଼ ପରେ ଡରି ପଳାୟନ କଲା
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ମାନେ ଆତଙ୍କ ଖେଳାଇବା ପାଇଁ ଡ୍ରୋନ୍ କୁ ନିଜର ଅସ୍ତ୍ର ଭାବରେ .ଗ୍ରହଣ କରିଛନ୍ତି । କିଛି ଦିନ ହେବ ଲଗାତର ଭାବେ ଭାରତ ସୀମାରେ ଆତଙ୍କବାଦୀଙ୍କ ଡ୍ରୋନ୍ ଦେଖିବାକୁ ମିଳିଛି ।…
ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ, ଦୁଇ ଦଶକ ପରେ ଆମେରିକୀୟ ସେନା ଛାଡ଼ିଲେ ବଗରାମ ଏୟାରଫିଲ୍ଡ
କାବୁଲ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘୋଷଣା ମୁତାବକ ଆଫଗାନିସ୍ତାନରୁ ଆମେରିକା ଏବଂ ନୋଟୋ ସେନାଙ୍କ ପ୍ରତ୍ୟାହାର ଆରମ୍ଭ ହୋଇଯାଇଛି । ମିଡିଆ ରିପୋର୍ଟ ମୁତାବକ, ଆମେରିକାର ସୈନ୍ୟ ତାଲିବାନ୍ କୁ ବାହାର କରିବା…
ଆଗକୁ ଭୟଙ୍କର ରୂପ ଧାରଣ କରିବ ଡେଲଟା, ଡେଲଟା ପ୍ଲସ୍ ଚିନ୍ତାଜନକ ନୁହେଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ନୂଆଦିଲ୍ଲୀ: ଭାରତବର୍ଷରେ ପ୍ରଥମେ ଚିହ୍ନଟ ହୋଇଥିବା ଡେଲଟା ଭାରିଆଣ୍ଟ ବର୍ତ୍ତମାନ ସମଗ୍ର ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ନିଜର କାୟା ମେଲାଇ ସାରିଛି । ୯୬ଟି ଦେଶରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୭୧ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୭୧ ହଜାର ୪୪୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୩୪ ଲକ୍ଷ ୧୪…
ଅମିତ ଶାହାଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀ
ପଶ୍ଚିମବଙ୍ଗର ବିରୋଧୀଦଳର ନେତା ସୁଭେନ୍ଦୁ ଅଧିକାରୀ ଗୁରୁବାର ଅମିତ ଶାହାଙ୍କ ସହ ବୈଠକରେ ଯୋଗଦେଇଛନ୍ତି । ରାଜ୍ୟରେ ଜୁଲାଇ ୨ ରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ରାଜ୍ୟରେ ନିର୍ବାଚନ ପରର…
ଏଣିକି SBIର ବିଏସ୍ବିଡି ଆକାଉଣ୍ଟ୍ରୁ ମାସକୁ ୪ରୁ ଅଧିକ ଥର ଟଙ୍କା ଉଠାଣରେ ଦେବାକୁ ପଡିବ ଶୁଳ୍କ, ଚେକ୍ ବୁକ୍ ଉପରେ ମଧ୍ୟ ବ୍ୟାଙ୍କ…
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (ବିଏସ୍ବିଡି) ଖାତାର ଗ୍ରାହକମାନଙ୍କ ଲାଗି ଶୁଳ୍କରେ ସଂଶୋଧନ କରାଯାଇଛି । ଗ୍ରାହକମାନଙ୍କୁ ପ୍ରତି ମାସରେ ୪ ଥର…
ନିଜ ଗାଁକୁ ମିନି ପାକିସ୍ତାନ କହି ଗିରଫ ହେଲେ ଯୁବକ
ଭୋପାଳ: ନିଜ ଗାଁକୁ ମିନି ପାକିସ୍ତାନ କହି ଗିରଫ ହେଲେ ଯୁବକ । ମଧ୍ୟ ପ୍ରଦେଶ ରୀବା ଜିଲ୍ଲାର ଜଣେ ଯୁବକ ନିଜ ଗାଁକୁ ମିନି ପାକିସ୍ଥାନ କହି ହୋଇଛନ୍ତି ହଟହଟା, ଖାଲି ସେତିକି ନୁହେଁ ଏଥିପାଇଁ ସେ ଗିରଫ ମଧ୍ୟ ହୋଇଛନ୍ତି…
ଇସ୍ତଫା ଦେଇଦେଲେ ମନ୍ତ୍ରୀ, ଭଲ ଘର ଓ ଗାଡ଼ି ମିଳିଲାନି ବୋଲି… ଜାଣନ୍ତୁ ପୂରା ଘଟଣା
ପାଟନା: ବିହାରର ନୀତୀଶ କୁମାର ସରକାରକୁ ଲାଗିଛି ବଡ଼ ଝଟକା । ବିହାର ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ମଦନ ସାହନୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସାହାନୀ ଅମଲାତନ୍ତ୍ର ଉପରେ ନାରଜ ହୋଇ ନେଇଛନ୍ତି ଏହି ନିଷ୍ପତ୍ତି ।…
ପୀଡିତଙ୍କ ସହିତ ଭଲ ବ୍ୟବହାର କରୁଥିବା ଅପହରଣକାରୀଙ୍କୁ ଦିଆଯାଇପାରିବ ନାହିଁ ଆଜୀବନ କାରାଦଣ୍ଡ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଯଦି କୌଣସି ଅପହରଣକାରୀ ଅପହରଣ କରିଥିବା ବ୍ୟକ୍ତି ସହିତ ଭଲ ବ୍ୟବହାର କରେ ଅଥବା କୌଣସି ପ୍ରକାର କ୍ଷତି ପହଞ୍ଚାଉନାହିଁ ତେବେ ଅପହରଣକାରୀକୁ ଆଜୀବନ କାରାଦଣ୍ଡ ଦିଆଯିବ ନାହିଁ । ଏକ ମାମଲାର ସମାଧାନ…