
Browsing Category
ଦେଶ ବିଦେଶ
ବିଶ୍ୱରେ ଗରମ ପାଇଁ ୭ ଜଣରେ ଜଣେ ଅସୁସ୍ଥ: ରିପୋର୍ଟ
ନୂଆଦିଲ୍ଲୀ: ଦିନକୁ ଦିନ ପୃଥିବୀର ତାପମାତ୍ରା ବଢ଼ୁଛି । ଅନ୍ୟପକ୍ଷରେ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିବା ଲୋକମାନେ ଶରୀରକୁ ଥଣ୍ଡା ରଖିବା ପାଇଁ ଆବଶ୍ୟକ ଉପକରଣ କିମ୍ବା ନିରନ୍ତର ବିଜୁଳି ଯୋଗାଣର ସୁବିଧା ପାଉନାହାନ୍ତି…
ତପନ ଡେକା ହେଲେ ଆଇବି ନିର୍ଦେଶକ, ର’ ମୁଖ୍ୟଙ୍କ କାର୍ଯ୍ୟକାଳ ବଢ଼ିଲା
ନୂଆଦିଲ୍ଲୀ : କେନ୍ଦ୍ର ସରକାର ତପନ କୁମାର ଡେକାଙ୍କୁ ଗୁପ୍ତଚର ବିଭାଗର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷ ହେବ। ଡେକା ଅରବିନ୍ଦ କୁମାରଙ୍କ ଉତରାଧିକାରୀ ହେବେ ଯାହାଙ୍କର…
ଗର୍ଭପାତ ଆଇନକୁ ଅବୈଧ ଘୋଷଣା କଲେ ସୁପ୍ରିମକୋର୍ଟ, ମହିଳାମାନେ ବିଦ୍ରୋହ କରିବାର ଆଶଙ୍କା
ୱାଶିଂଟନ(ଓଡ଼ିଶା ଭାସ୍କର): ଆମେରିକାର ସୁପ୍ରିମକୋର୍ଟ ମହିଳାଙ୍କ ସ୍ଵେଚ୍ଛାକୃତ ଗର୍ଭପାତକୁ ଅବୈଧ ଘୋଷଣା କରିଛନ୍ତି। ଦୀର୍ଘ ୫୦ବର୍ଷ ହେଲା ଗର୍ଭପାତକୁ ସାମ୍ବିଧାନିକ ସୁରକ୍ଷା ଦିଆଯାଇ ଆସୁଥିବାବେଳେ ଶୁକ୍ରବାର…
ସରୋଗେଟ ମା’ଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା କରାଇବା ଜରୁରୀ, ଜାରି ହେଲା ନିୟମ
ନୂଆଦିଲ୍ଲୀ: ବିଭିନ୍ନ କାରଣରୁ ସନ୍ତାନ ସୁଖରୁ ବଞ୍ଚିତ ହେଉଥିବା ଦମ୍ପତ୍ତିଙ୍କ ପାଇଁ ସରୋଗେଟ ମଦର ଏକ ଆଧୁନିକ ବିକଳ୍ପ । ଏହାଦ୍ୱାରା ସନ୍ତାନ ସୁଖ ପାଇପାରୁଛନ୍ତି ଦମ୍ପତ୍ତି । ହେଲେ ଅନେକ ସମୟରେ ସରୋଗେଟ ମା’ଙ୍କୁ…
କ୍ରାସ୍ ଟେଷ୍ଟିଂ ଆଧାରରେ କାରକୁ ମିଳିବ ସେଫ୍ଟୀ ରେଟିଂ, ଭାରତ-ଏନସିଏପି ଡ୍ରାଫ୍ଟକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ: ଦେଶରେ ଯଦି କେହି ପରିବାର କୌଣସି କାର ନେବାକୁ ଯାଉଛନ୍ତି ତେବେ ପ୍ରଥମେ କାରର ସେଫ୍ଟୀ ଫିଚର୍ସ ବିଷୟରେ ନିଶ୍ଚୟ ଧ୍ୟାନ ଦିଅନ୍ତି । କାରଣ ସବୁଠୁ ପ୍ରଥମେ ସୁରକ୍ଷା ହିଁ ଜରୁରୀ ହୋଇଥାଏ । ତେବେ ଏଣିକି କାରର…
୫୮ ଦେଶରେ ବ୍ୟାପିଲାଣି ମଙ୍କିପକ୍ସ, WHN ଘୋଷଣା କଲା ମହାମାରୀ
ନୂଆଦିଲ୍ଲୀ: ଗତ ଦୁଇ ବର୍ଷରୁ ଅଧିକ ସମୟ ହେବ ବିଶ୍ୱକୁ କରୋନା ମହାମାରୀ କବଳିତ କରି ରଖିଛି । ଏବେବି କରୋନାର ବଢ଼ୂଥିବା ମାମଲା ଚିନ୍ତା ବଢ଼ାଇଛି । କରୋନା ମହାମାରୀର ବିପଦ ଟଳି ନଥିବାବେଳେ ଏବେ ଦୁନିଆକୁ ଆଉ ଏକ ମହମାରୀର…
ବୁଲ ଡୋଜରରେ ବର: ବିବାହ ପାଇଁ ଭାଉଜମାନଙ୍କ ସହ ମଣ୍ଡପରେ ପହଞ୍ଚିଲେ ଇଞ୍ଜିନିୟର
ନୂଆଦିଲ୍ଲୀ: ବିବାହ ସମସ୍ତଙ୍କ ଜୀବନର ଏକ ଅମୂଲ୍ୟ ସମ୍ପର୍କ । ସେଥିପାଇଁ ସମସ୍ତେ ଏହି ମୁହୂର୍ତ୍ତକୁ ସ୍ପେଶାଲ କରିବା ପାଇଁ ବିଭିନ୍ନ ପ୍ରକାର କାମ କରିଥାନ୍ତି । ତେବେ ଏହି ହିସାବରେ ବର କନ୍ୟାଙ୍କ ଏଣ୍ଟ୍ରି ସବୁଠୁ…
କଲେଜରେ ବିବାହର ସେଲିବ୍ରେସନ: ଭାଇରାଲ ହେଉଛି ଏହି ଯୋଡିର ପ୍ରେମ ସମ୍ପର୍କ
ନୂଆଦିଲ୍ଲୀ: ପ୍ରେମ ଏମିତି ଏକ ସମ୍ପର୍କ ଯାହା ଯୋଜନ ଯୋଜନ ଦୂରରୁ ମଧ୍ୟ ନିଜର ଲୋକଙ୍କୁ ଯୋଡି ଦେଇଥାଏ । ଏହାର ଉଦାହରଣ ହେଉଛନ୍ତି କୋଲକାତାର ମେଘଦୂତ ଏବଂ ଫ୍ରାନ୍ସ, ପ୍ୟାରିସର ପାଓଲିନ । କଲେଜରେ ଦେଖା, ପ୍ରେମ ଏବଂ…
ଦେଶର ପ୍ରଥମ ହ୍ୱିଲଚେୟାର ଡେଲିଭରି ବଏ, ସହଜ ନଥିଲା ସଂଘର୍ଷ
କୁହାଯାଏ ମଣିଷ ଯଦି କଠିନରୁ କଠିନ ପରିସ୍ଥିତିରେ ବି ଧୈର୍ଯ୍ୟ ରଖିବେ ତେବେ ସେ ସବୁ ବିପରୀତ ପରିସ୍ଥିତିର ସାମ୍ନା କରିପାରିବେ । ସେ ଯେତେବଡ଼ ବାଧା ହୋଇଥାଉନା କାହିଁକି, ଧୈର୍ଯ୍ୟ, ଇଚ୍ଛାଶକ୍ତି ଏବଂ ସାହସ ବଳରେ ସବୁ…
ଭରାନଦୀରେ ବୁଡି ଯାଉଥିଲେ ଯୁବକ: ଜୀବନ ବଞ୍ଚାଇଲା NDRF ଟିମ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ବନ୍ୟା ଯୋଗୁଁ ବଢୁଥିବା ନଦୀପାଣିରେ ଜଣେ ବ୍ୟକ୍ତି ବୁଡିଯାଉଥିବାର ଏବେ ସାମନାକୁ ଆସିଛି । ଏନଡିଆରଏଫ ଟିମ ଏହି ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସଫଳତା ପାଇଛି । ତେବେ ବ୍ୟକ୍ତିଙ୍କୁ ପାଣିରୁ ଉଦ୍ଧାର…