Browsing Category
ଦେଶ ବିଦେଶ
ହ୍ୱାଟସଆପ ଏବଂ ଫେସବୁକରେ ତଥ୍ୟ ଗୋପନୀୟତା ନେଇ ହୋଇଥିବା ଯାଚିକା ଉପରେ କାଲି ଆସିପାରେ ଦିଲ୍ଲୀ ହାଇକୋର୍ଟଙ୍କ ଫଇସଲା
ନୂଆ ଦିଲ୍ଲୀ,୨୧/୦୪: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ହ୍ୱାଟସଆପ କରିଥିବା ନିବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଏପ୍ରିଲ ୨୨ ରେ ଫଇସଲା ଶୁଣାଇପାରନ୍ତି । ସୋସିଆଲ ମିଡିଆ କଂପାନୀମାନେ ଏକ ଯାଚିକା ମାଧ୍ୟମରେ ଭାରତୀୟ…
ଅକ୍ସିଜେନ୍ ଟାଙ୍କି ଲିକ୍ ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରଙ୍କୁ ୫ଲକ୍ଷ ଟଙ୍କା ସାହାଯ୍ୟ ରାଶି ଘୋଷଣା
ମହାରାଷ୍ଟ୍ର ୨୧ ।୪ (ଓଡିଶା ଭାସ୍କର) : ନାସିକ୍ ହସ୍ପିଟାଲରେ ହୋଇଥିବା ଅକ୍ସିଜେନ୍ ଲିକ୍ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ଏଥିରେ ପ୍ରାଣ…
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ କରୋନା ପଜିଟିଭ ଚିହ୍ନଟ୍
ନୂଆଦିଲ୍ଲୀ ୨୧ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି । ଏହାର ପ୍ରଭାବରେ ଦେଶର ନେତା ଠାରୁ ଆରମ୍ଭ କରି ଜନତା ସମସ୍ତେ…
କରୋନା ପ୍ରସଙ୍ଗରେ ଦେଶର ୩ ବରିଷ୍ଠ ଡାକ୍ତରଙ୍କ ପ୍ରେସମିଟ୍, ପଢ଼ନ୍ତୁ କଣ କହିଲେ
ନୂଆଦିଲ୍ଲୀ, ୨୧ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସ୍ଥିତି ନେଇ ଆଜି ୩ ଖ୍ୟାତାନାମା ଡାକ୍ତର ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ସେମାନେ ହେଲେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ନାରାୟଣ ହେଲଥ…
ନିଜ ଉପରୁ ନିୟନ୍ତ୍ରଣ ହରାଇଲେ ପାକିିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ; ବାଚସ୍ପତିଙ୍କୁ ‘ଚପଲରେ ମାରିବା’ ପାଇଁ ଦେଲେ ଧମକ୍
ନୂଆଦିଲ୍ଲୀ ୨୧ ।୪ (ଓଡିଶା ଭାସ୍କର) : ବାଚସ୍ପତିଙ୍କୁ ‘ଚପଲରେ ମାରିବା’ ପାଇଁ କହିଲେ ପୂର୍ବତନ ପ୍ରଧାନମନ୍ତ୍ରୀ । ସଂସଦରେ ଉଭୟ ପକ୍ଷଙ୍କ ମଧ୍ୟରେ ଏକ ପ୍ରସ୍ତାବକୁ ନେଇ ଯୁକ୍ତି ତର୍କ ହେଉଥିବା ବେଳେ ପାକିସ୍ତାନର…
କୁକୁର ପଢ଼ୁଛି ଖବରକାଗଜ, ଦେଖନ୍ତୁ ଭିଡିଓ
ଅଧିକାଂଶ ଲୋକେ ପଶୁପକ୍ଷୀ ମାନଙ୍କ ମଜାଦାର ଭିଡିଓୁ ଦେଖିବାକୁ ଭଲ ପାଆନ୍ତି । ସେମାନଙ୍କୁ ବିଭିନ୍ନ ଢ଼ଙ୍ଗରେ ସଜେଇବାକୁ ଅବା ସେମାନଙ୍କ ସହ ଖେଳିବାକୁ ବହୁତ ପସନ୍ଦ କରନ୍ତି । ଏମିତିରେ ବି ପ୍ରାୟତଃ ଲୋକ ସେମାନଙ୍କ ଘରେ…
୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା; ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ମଧ୍ୟପ୍ରଦେଶ ୨୧ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କେନ୍ଦ୍ର ଠାରୁ ରାଜ୍ୟ ସରକାର ସମସ୍ତେ ଚିନ୍ତାରେ ଅଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଗତ କାଲି ମେ’୧ ତାରିଖରୁ ୧୮ ବର୍ଷରୁ ଅଧିକ…
ପାରା ବିରୋଧରେ ମାମଲା ରୁଜୁ କଲା ପଞ୍ଜାବ ପୋଲିସ୍
ପଞ୍ଜାବ, ୨୧ ।୪ (ଓଡିଶା ଭାସ୍କର) : ଗୋଟିଏ ପାରା ବିରୋଧରେ ମାମଲା ରୁଜୁ କରିଛି ପଞ୍ଜାବ ପୋଲିସ୍ । ପାରାଟି ଗୋଟିଏ ସନ୍ଦିଗ୍ଧ ଭାବରେ ଧରିଛି ପୋଲିସ୍ । ଆପଣ ମାନେ ଭାବୁଥିବେ ସାମାନ୍ୟ ପାରା ଏପରି କଣ କଲା ଯେ ତା…
କରୋନା ଟିକା ନା’ରେ ଲୁଟ୍: ‘ରେମଡେସିଭିର’ ଇଞ୍ଜେକସନ୍ ଶିଶିରେ ପାଣି ପୁରାଇ ଏତିକି ଟଙ୍କାରେ ବିକ୍ରି କରୁଥିଲେ ଯୁବକ
ମହାରାଷ୍ଟ୍ର ୨୧ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏନେଇ କେନ୍ଦ୍ର ଠାରୁ ରାଜ୍ୟ ସରକାର ସମସ୍ତେ ଚିନ୍ତାରେ ଅଛନ୍ତି । ସଂକ୍ରମଣ ବଢୁଥିବାରୁ ଦେଶର ସ୍ୱାସ୍ଥ୍ୟବସ୍ଥାର ଗୁମର ଖୋଲିବାରେ…
ମହାରାଷ୍ଟ୍ର ଜାକୀର ହୁସେନ୍ ହସ୍ପିଟାଲରେ ଅକ୍ସିଜେନ୍ ଟାଙ୍କି ଲିକ୍ : ୨୨ ମୃତ
ମହାରାଷ୍ଟ୍ର ୨୧ ।୪ (ଓଡିଶା ଭାସ୍କର) : ଅକ୍ସିଜେନ୍ ଅଭାବରୁ ୨୨ ଜଣ ମୃତ । ଦେଶରେ ଅକ୍ସିଜେନ୍ ଅଭାବର ସମସ୍ୟା ଦେଖା ଯାଉଛି । ଲୋକମାନେ ନିଜର ପରିଜନଙ୍କୁ ବଞ୍ଚାଇବା ଲାଗି ଅକ୍ସିଜେନ ପାଇଁ ଏଣେ ତେଣେ ଦୌଡୁଥିବାରୁ…