Browsing Category
ଦେଶ ବିଦେଶ
ହିଜାବ ମାମଲାର ବିଚାରକଙ୍କୁ ୱାଇ ସୁରକ୍ଷା: ଜୀବନରୁ ମାରିଦେବାକୁ ମିଲିଥିଲା ଧମକ
ବେଙ୍ଗଲୁରୁ: ହିଜାବ ପ୍ରସଙ୍ଗରେ ବିଚାରପତିଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କର୍ଣ୍ଣାଟକ ପୋଲିସ । ଭାଇରାଲ ହୋଇଥିବା ଭିଡିଓ ଆଧାରରେ ଉଭୟଙ୍କୁ ପୋଲିସ ହେପାଜତକୁ ନେଇଛି ।…
ଚାଲିଥିଲା ଫୁଟବଲ ମ୍ୟାଚ୍, ଭୁଶୁଡ଼ିପଡ଼ିଲା ଅସ୍ଥାୟୀ ଗ୍ୟାଲେରୀ: ଦେଖନ୍ତୁ ଭିଡିଓ…
କେରଳରେ ଏକ ସ୍ଥାନୀୟ ଫୁଟବଲ ମ୍ୟାଚ ସମୟରେ ବଡ଼ ଅଘଟଣ ଦେଖିବାକୁ ମିଳିଛି । ମ୍ୟାଚ ଚାଲୁଥିବା ସମୟରେ ଅସ୍ଥାୟୀ ଦର୍ଶକ ଗ୍ୟାଲେରୀ ହଠାତ୍ ଭାଙ୍ଗି ଯାଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୨୦୦ ଲୋକ ଆହତ ହୋଇଥିଲେ ଏବଂ…
ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଦିଲ୍ଲୀରେ ବିଜେପିର ମାନସ ମନ୍ଥନ ଜାରି
ନୂଆଦିଲ୍ଲୀ: ନିକଟରେ ସଂପନ୍ନ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ଚାରୋଟି ରାଜ୍ୟରେ ବିଜୟ ହାସଲ କରି ସରକାର ଗଢିବାକୁ ଯାଉଛି। ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ…
ପାକିସ୍ତାନର ସିଆଲକୋଟରେ ଜୋରଦାର ବିସ୍ଫୋରଣ, ସାମ୍ନାକୁ ଆସିଲା ମିସାଇଲ ମାଡ଼ର Video
ସିଆଲକୋଟ: ପାକିସ୍ତାନର ସିଆଲକୋଟରେ ଆଜି ଜୋରଦାର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ସିଆଲକୋଟରେ ଥିବା ଅସ୍ତ୍ର ଓ ଗୋଳାବାରୁଦ ଡିପୋରେ ବିସ୍ଫୋରଣ ଏହି ସବୁ ବିସ୍ଫୋରଣ ହୋଇଛି । ପାକିସ୍ତାନରେ ରାଜନୈତିକ ସଙ୍କଟ…
ଆରଟିଆଇ ପରିସରଭୁକ୍ତ ହେବ ଘରୋଇ ସ୍କୁଲ
ନୂଆଦିଲ୍ଲୀ: ସୂଚନା ଅଧିକାରୀ ଆଇନ ବା ଆରଟିଆଇ ପରିସରଭୁକ୍ତ ହେବ ଘରୋଇ ସ୍କୁଲ । ସରକାରଙ୍କଠାରୁ ଲାଭ ପାଉଥିବା ଘରୋଇ ସ୍କୁଲ ଆରଟିଆଇ ପରିସରଭୁକ୍ତ ହେବ । ସୂଚନା ମାଗୁଥିବା ଲୋକଙ୍କୁ ତଥ୍ୟ ଦେବା ବାଧ୍ୟତାମୂଳକ ।…
ପ୍ରଧାନମନ୍ତ୍ରୀ ପଦରୁ ବିତାଡିତ ହେବେ ଇମ୍ରାନ ଖାନ ! ଇସ୍ତଫା ଦେବାକୁ କହିଲେ ସେନା ପ୍ରମୁଖ
ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଚରମରେ ରହିଛି। ପାକିସ୍ତାନ ସଂସଦରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିବାକୁ ବାଚସ୍ପତି ଅନୁମତି ଦେବେ ବୋଲି…
‘ପ୍ରେମରେ ପଡିଥିବା ଯୁବକ ବି ସୁରକ୍ଷିତ ଭବିଷ୍ୟତର ହକଦାର୍’: ଅଭିଯୁକ୍ତ ଯୁବକକୁ ଜାମିନ୍ ଦେଲେ ପୋକ୍ସୋ କୋର୍ଟ
ମୁମ୍ବାଇ: ପ୍ରେମରେ ପଡିଥିବା ଯୁବକଙ୍କ ଭବିଷ୍ୟତକୁ ନେଇ ଗୁରୁତ୍ୱପୂର୍ଣ୍ଣ ଣୁଣାଣି କରିଛନ୍ତି ପୋକ୍ସୋ କୋର୍ଟ । ୨୦ ବର୍ଷୀୟ ଯୁବକ ଯଦି ଏକ ନାବାଳିକା ସହ ପ୍ରେମ ସମ୍ପର୍କରେ ଥାଏ, ତେବେ ସେ ସ୍ଥିର ଓ ସୁରକ୍ଷିତ…
ୟୁକ୍ରେନ ଉପରେ ବଢିଲା ପରମାଣୁ ଆକ୍ରମଣର ଭୟ, ପରିବାରକୁ ସାଇବେରିଆ ପଠାଇଲେ ପୁଟିନ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ବଢିଲା ପରମାଣୁ ଆକ୍ରମଣର ଭୟ। ଜାରି ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ଯୁଦ୍ଧର ଡ୍ରିଲ କରିବାକୁ ଆଦେଶ ଦେଇଛନ୍ତି। ବ୍ରିଟେନର ଅନେକ ଗଣମାଧ୍ୟମ ରିପୋର୍ଟରେ ଏହି…
ଏହି ସ୍ଥାନରେ ପେପର କିଣିବାକୁ ନାହିଁ ଟଙ୍କା: ପରୀକ୍ଷା ବାତିଲ୍
ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦେଶରେ ପେପର କିଣିବାକୁ ଡଲାର ନାହିଁ । ପେପର କିଣି ନପାରିବାରୁ ଦେଶରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କର ପରୀକ୍ଷା ବାତିଲ କରାଯାଇଛି । ପରୀକ୍ଷା…
ପାଣି ଭର୍ତ୍ତି ବେଲୁନ୍ ମାଡ଼ରେ ଓଲଟିପଡ଼ିଲା ଅଟୋ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ବାଗପତ: ଉତ୍ତରପ୍ରଦେଶର ବାଗପତରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସେଠାରେ ପାଣି ଭର୍ତ୍ତି ବେଲୁନ୍ ମାଡ଼ରେ ଏକ ଚଳନ୍ତା ଅଟୋ ଓଲଟି ପଡ଼ିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…