Browsing Category

ଦେଶ ବିଦେଶ

ମେହୁଲ ଚୋକସିଙ୍କ ପତ୍ନୀ ଆଣିଲେ ଅଭିଯୋଗ, କହିଲେ ସ୍ୱାମୀଙ୍କୁ ଦିଆଯାଉଛି ଶାରୀରିକ ନିର୍ଯ୍ୟାତନା

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି କୁ ଗିରଫ କରିଛି ଡୋମିନିକାନ ପୋଲିସ । ତେବେ ଭାରତରୁ ଠକେଇ କରି ବିଦେଶରେ ଲୁଚିଥିବା ମେହୁଲ ଚୋକସିଙ୍କୁ ଭାରତ ଫେରାଇ ଆଣିବା ପାଇଁ ସିବିଆଇର ଏକ ଟିମ ଡୋମିନିକାନରେ…

ଟିକାକରଣ ନୀତି ଉପରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ମାଗିଲେ ଭ୍ୟାକ୍ସିନ୍ କିଣାର ସମସ୍ତ ତଥ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଟିକାକରଣ ପଲିସି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଏହା ସହ କେନ୍ଦ୍ର ସରକାରଙ୍କୁ ପଲିସି ସହ ଜଡିତ ସମସ୍ତ ଦଲାଲ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡିୱାଇ…

ଚଳନ୍ତା ଟ୍ରେନ୍ ରେ ଯୁବତୀଙ୍କୁ ଗଳାକାଟି ହତ୍ୟା, ଖେଳିଗଲା ଆତଙ୍କ…

ଭୋପାଳ: ପୁଣି ଏକ ବୀଭତ୍ସ ହତ୍ୟା। ଚଳନ୍ତା ଟ୍ରେନରେ ଯୁବତୀଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ। ରକ୍ତ ରଞ୍ଜିତ ହେଲା ଷ୍ଟେସନ। ମଧ୍ୟପ୍ରଦେଶ ସିହୋର ଷ୍ଟେସନରେ ଘଟିଛି ଏଭଳି ଲୋମଟାଙ୍କୁରା କାଣ୍ଡ। ମଙ୍ଗଳବାର ରାତିରେ…

ଟିକା ନନେଲେ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କମୁଥିଲେ ବି କମୁନି ମୃତ୍ୟୁସଂଖ୍ୟା, ଯାହାର ମୁକାବିଲା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲା ପ୍ରଶାସନ…

ଗୋଟିଏ ଗୋଡ଼ରେ ଲଢୁଛନ୍ତି ଜୀବନ ଯୁଦ୍ଧ, ପୋଲିଓରେ ହରାଇଥିଲେ ଗୋଡ଼; ପଢ଼ନ୍ତୁ ପୂରା ଘଟଣା…

ଅହମ୍ମଦାବାଦ(ଓଡ଼ିଶା ଭାସ୍କର): ଆମେ ସମସ୍ତେ ସ୍ୱପ୍ନ ଦେଖୁ ଆଉ ତାହା ପୂରଣ କରିବା ପାଇଁ ଲଢୁ । ଏଭଳି ଇଛାଶକ୍ତି ଆମ ଭିତରେ ଲୁଚି ରହିଛି । ଏହି ଶକ୍ତିକୁ ଉଜ୍ଜୀବୀତ କରିବା ପାଇଁ ଆମକୁ କେବଳ ସାହସ ଏବଂ ସଂକଳ୍ପବଦ୍ଧ…

ଦ୍ୱିତୀୟ ଲହର ପରି ଭୟଙ୍କର ହୋଇପାରେ ତୃତୀୟ ଲହର: ଏସବିଆଇ ରିପୋର୍ଟ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରର ପ୍ରକୋପ ଥମିନଥିବାବେଳେ ଏବେ ତୃତୀୟ ଲହରକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ରିପୋର୍ଟରେ କହିଛି ଯେ ଦ୍ୱିତୀୟ ଲହର ପରି ତୃତୀୟ ଲହର ମଧ୍ୟ ଭୟଙ୍କର…

ପୁଣି ବିବାଦରେ ଛନ୍ଦି ହେଲା ନେସଲେ, କମ୍ପାନିର ୭୦% ଖାଦ୍ୟ ଅସ୍ୱାସ୍ଥ୍ୟକର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣିଥରେ ବିବାଦ ଘେରରେ ନେସଲେ କମ୍ପାନି । ଫାଇନାନ୍ସିଆଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କମ୍ପାନି ଏହାର ୭୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ…

ପାୱାର-ଫଡନଭିସ୍ ସାକ୍ଷାତ ପଛର ରହସ୍ୟ କ’ଣ ହୋଇପାରେ, ବଦଳିବ କି ମହାରାଷ୍ଟ୍ରର ରାଜନୀତିକ ସମୀକରଣ?

ମୁମ୍ବାଇ: ପୁଣି ଥରେ ମହାରାଷ୍ଟ୍ରର ରାଜନୀତି ଚଳଚଞ୍ଚଳ ହୋଇଉଠିଛି । କିଛିଦିନ ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାର ଓ ବିଜେପି ନେତା ଦେବେନ୍ଦ୍ର ଫଡନଭିସଙ୍କର ସାକ୍ଷାତ ହୋଇଥିଲା । ତେବେ ଦୁଇ ନେତାଙ୍କର ସାକ୍ଷାତକୁ ନେଇ…

ପାକିସ୍ତାନ ଲଞ୍ଚ କଲା ନିଜର କରୋନା ଟିକା ‘PakVac’, କିନ୍ତୁ ଲୁଚାଇଲା ଏହି ତଥ୍ୟ

ଇସଲାମବାଦ: ସାରା ବିଶ୍ୱରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ କରୋନା ଟିକା ଲଗାଯାଉଛି । ଏହାରି ମଧ୍ୟରେ…

ରାଜଧାନୀରେ ପ୍ରାକ୍ ମୌସୁମୀ! ଶୀତଳ ସ୍ପର୍ଶ ଓ ନିଆରା ଦୃଶ୍ୟ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପରେ ଗୋଟିଏ ସଂକଟ ଦେଇ ଗତି କରୁଛି ଦେଶ । ଆମ ରାଜ୍ୟ ମଧ୍ୟ ବିପତ୍ତି ମଧ୍ୟରେ ପରିସ୍ଥିତିକୁ ମୁକାବିଲା କରି ଅହରହ ଲଢ଼େଇ ଜାରି ରଖିଛି । ମହାମାରୀ କରୋନା ଆତଙ୍କ ପରେ ବ୍ଲାକ୍ ଫଙ୍ଗସର…