Browsing Category
ଦେଶ ବିଦେଶ
ଗୋଟିଏ ଗୋଡ଼ରେ ଲଢୁଛନ୍ତି ଜୀବନ ଯୁଦ୍ଧ, ପୋଲିଓରେ ହରାଇଥିଲେ ଗୋଡ଼; ପଢ଼ନ୍ତୁ ପୂରା ଘଟଣା…
ଅହମ୍ମଦାବାଦ(ଓଡ଼ିଶା ଭାସ୍କର): ଆମେ ସମସ୍ତେ ସ୍ୱପ୍ନ ଦେଖୁ ଆଉ ତାହା ପୂରଣ କରିବା ପାଇଁ ଲଢୁ । ଏଭଳି ଇଛାଶକ୍ତି ଆମ ଭିତରେ ଲୁଚି ରହିଛି । ଏହି ଶକ୍ତିକୁ ଉଜ୍ଜୀବୀତ କରିବା ପାଇଁ ଆମକୁ କେବଳ ସାହସ ଏବଂ ସଂକଳ୍ପବଦ୍ଧ…
ଦ୍ୱିତୀୟ ଲହର ପରି ଭୟଙ୍କର ହୋଇପାରେ ତୃତୀୟ ଲହର: ଏସବିଆଇ ରିପୋର୍ଟ
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରର ପ୍ରକୋପ ଥମିନଥିବାବେଳେ ଏବେ ତୃତୀୟ ଲହରକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ରିପୋର୍ଟରେ କହିଛି ଯେ ଦ୍ୱିତୀୟ ଲହର ପରି ତୃତୀୟ ଲହର ମଧ୍ୟ ଭୟଙ୍କର…
ପୁଣି ବିବାଦରେ ଛନ୍ଦି ହେଲା ନେସଲେ, କମ୍ପାନିର ୭୦% ଖାଦ୍ୟ ଅସ୍ୱାସ୍ଥ୍ୟକର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣିଥରେ ବିବାଦ ଘେରରେ ନେସଲେ କମ୍ପାନି । ଫାଇନାନ୍ସିଆଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କମ୍ପାନି ଏହାର ୭୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ…
ପାୱାର-ଫଡନଭିସ୍ ସାକ୍ଷାତ ପଛର ରହସ୍ୟ କ’ଣ ହୋଇପାରେ, ବଦଳିବ କି ମହାରାଷ୍ଟ୍ରର ରାଜନୀତିକ ସମୀକରଣ?
ମୁମ୍ବାଇ: ପୁଣି ଥରେ ମହାରାଷ୍ଟ୍ରର ରାଜନୀତି ଚଳଚଞ୍ଚଳ ହୋଇଉଠିଛି । କିଛିଦିନ ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାର ଓ ବିଜେପି ନେତା ଦେବେନ୍ଦ୍ର ଫଡନଭିସଙ୍କର ସାକ୍ଷାତ ହୋଇଥିଲା । ତେବେ ଦୁଇ ନେତାଙ୍କର ସାକ୍ଷାତକୁ ନେଇ…
ପାକିସ୍ତାନ ଲଞ୍ଚ କଲା ନିଜର କରୋନା ଟିକା ‘PakVac’, କିନ୍ତୁ ଲୁଚାଇଲା ଏହି ତଥ୍ୟ
ଇସଲାମବାଦ: ସାରା ବିଶ୍ୱରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ କରୋନା ଟିକା ଲଗାଯାଉଛି । ଏହାରି ମଧ୍ୟରେ…
ରାଜଧାନୀରେ ପ୍ରାକ୍ ମୌସୁମୀ! ଶୀତଳ ସ୍ପର୍ଶ ଓ ନିଆରା ଦୃଶ୍ୟ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପରେ ଗୋଟିଏ ସଂକଟ ଦେଇ ଗତି କରୁଛି ଦେଶ । ଆମ ରାଜ୍ୟ ମଧ୍ୟ ବିପତ୍ତି ମଧ୍ୟରେ ପରିସ୍ଥିତିକୁ ମୁକାବିଲା କରି ଅହରହ ଲଢ଼େଇ ଜାରି ରଖିଛି । ମହାମାରୀ କରୋନା ଆତଙ୍କ ପରେ ବ୍ଲାକ୍ ଫଙ୍ଗସର…
ଦେଶ ପାଇଁ ଚିନ୍ତାର କାରଣ ପାଲଟିଲେ ୬ ରାଜ୍ୟ, ସଂକ୍ରମଣ କମିଲେ ବି ଥମୁନି ମୃତ୍ୟୁ
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରର ପ୍ରକୋପରେ କିଛିଟା ବ୍ରେକ୍ ଲାଗିଛି । ସଂକ୍ରମଣହାର କମିବାରେ ଲାଗିଛି । ତଥାପି ଛଅ ରାଜ୍ୟ ଏବେ ମଧ୍ୟ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଗତ କିଛି ଦିନ ହେବ ନୂତନ ସଂକ୍ରମିତ…
ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ: ପୂର୍ବ ମନ୍ତ୍ରୀଙ୍କ ଅନ୍ତିମ ଯାତ୍ରାରେ କରୋନା ଗାଇଡଲାଇନକୁ ଫୁ’
ଭୋପାଳ: ଦେଶର କିଛି ଅଞ୍ଚଳରେ କରୋନା ପ୍ରଭାବ କମିଥିଲେ ବି ଏବେବି ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନି । କିନ୍ତୁ ଲୋକମାନେ ଏହାକୁ ଗୁରୁତର ସହ ନେଉନଥିବାରୁ କରୋନା ପୁଣି ଭୟାନକ ହେଉଛି । ସେପରି ଏକ ଘଟଣା ମଧ୍ୟପ୍ରଦେଶରେ…
ନିଜର ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଭାଲୁ ସହିତ ଲଢ଼ିଲେ ୧୭ ବର୍ଷୀୟା ନାବାଳିକା, ଦେଖନ୍ତୁ ଭିଡିଓ
କାଲିଫର୍ଣ୍ଣିଆ: ନିଜର ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଜଣେ ୧୭ ବର୍ଷୀୟା ନାବାଳିକା ଭାଲୁ ସହ ଲଢ଼େଇ କରିବାକୁ ପଛାଇ ନାହାନ୍ତି । ଖାଲି ସେତିକି ନୁହେଁ ନାବାଳିକା ଜଣକ ଭାଲୁକୁ ଠେଲି ଦେଇ ନିଜ କୁକୁରକୁ ରକ୍ଷା କରିବାରେ…
ମଣିଷ ଚାହିଁଲେ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ: ଅବିଶ୍ୱାସ ହେଉଛି କି, ପଢ଼ନ୍ତୁ କ’ଣ କହୁଛି ଅଧ୍ୟୟନ
ନୂଆଦିଲ୍ଲୀ: ଯଦି ଆପଣଙ୍କୁ କିଏ ପ୍ରଶ୍ନ କରେ ଏଇ ଶତାବ୍ଦୀର ସବୁଠାରୁ ବଡ଼ ଇଚ୍ଛା କ’ଣ, ତେବେ ଆପଣ କ’ଣ ଉତ୍ତରଦେବେ ଜାଣିଛନ୍ତି କି? ତାହା ହେଉଛି ଦୀର୍ଘଦିନ ପର୍ଯ୍ୟନ୍ତ ବଞ୍ଚି ରହିବା, ଯେଉଁ ଇଚ୍ଛା କାହାର ବି ପୂରଣ ହୁଏ…