CHARIDHAM
Browsing Category

ଦେଶ ବିଦେଶ

ହନୁମାନ ଚାଳିଶା ବିବାଦ: ରାଣା ଦମ୍ପତିଙ୍କୁ ମିଳିଲା ଜାମିନ୍, କୋର୍ଟ ରଖିଲେ ଏଭଳି ସର୍ତ୍ତ

ନୂଆଦିଲ୍ଲୀ: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ରାଣା ଦମ୍ପତିଙ୍କୁ କୋର୍ଟରୁ ଜାମିନ ମିଳିଛି । ଏହି ମାମଲାରେ ସାଂସଦ ନବନୀତ ରାଣା ଓ ତାଙ୍କର ପତି ବିଧାୟକ ରବି ରାଣାଙ୍କୁ ୧୧ ଦିନ ପୂର୍ବରୁ ଗିରଫ…

ଏହା କ’ଣ ସମ୍ଭବ: ଆମ ସୌର ମଣ୍ଡଳରେ ରହିଛି ଆଉ ଗୋଟିଏ ‘ପୃଥିବୀ’, ବୈଜ୍ଞାନିକଙ୍କୁ ମିଳିଲା ସ୍ପଷ୍ଟ ପ୍ରମାଣ

ନୂଆଦିଲ୍ଲୀ: ଆମ ପୃଥିବୀ ଗ୍ରହର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର । ତେବେ ଆପଣମାନେ ଜାଣନ୍ତି କି, ଆମ ସୌର ଜଗତର ୮ଟି ଗ୍ରହ ମଧ୍ୟରୁ ଶନି ହେଉଛି ଏକ ଗ୍ରହ, ଯାହାର କି ୮୨ଟି ଚନ୍ଦ୍ର ରହିଛନ୍ତି । ତେଣୁ ଶନି…

୧୮ରୁ ୪୦ ବର୍ଷର ଲୋକଙ୍କୁ ପ୍ରତି ମାସରେ ୧୮୦୦ ଟଙ୍କା ଦେବେ କେନ୍ଦ୍ର ସରକାର, ଜାଣନ୍ତୁ କ’ଣ ରହିଛି ମାମଲା?

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ସରକାରୀ ଯୋଜନା ପରିଚାଳିତ ହେଉଛି, ଯାହା ଅଧୀନରେ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି,…

ପୁଣି ମାଡ଼ିଲା ସଂକ୍ରମଣ: ୨୪ ଘଣ୍ଟାରେ ୩ ହଜାରରୁ ଅଧିକ ମାମଲା ଚିହ୍ନଟ, ୩୧ ମୃତ

ନୂଆଦିଲ୍ଲୀ: ଭାରତରେ ଗୋଟିଏ ଦିନରେ କୋଭିଡ ମାମଲା ପୁଣି ବଢ଼ିଯାଇଛି । ମଙ୍ଗଳବାର ଦିନ ୨୫୬୮ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଆଜି ପୁଣି ସଂକ୍ରମଣ ମାମଲା ୩ ହଜାର ପାର୍ କରିଛି । ଦେଶରେ ଗତ ୨୪ ଘଣ୍ଟାରେ ୩୨୦୫ ନୂଆ…

ମା’ଙ୍କଠାରୁ ନେଲେ ଆଶିର୍ବାଦ, ଗୁରୁଙ୍କୁ ଦେଲେ ଦକ୍ଷିଣା: ୨୮ ବର୍ଷ ପରେ ସିଏମ୍ ଯୋଗୀ ନିଜର ପୈତୃକ ଘରେ ରାତି ବିତାଇଲେ

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏବେ ବହୁତ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଏହା ମଧ୍ୟରେ…

ଭାରତରୁ ମିଳିଳା XE ଭାରିଆଣ୍ଟର ପ୍ରଥମ କନଫର୍ମ କେସ୍: ଅଧିକାରୀ କହିଲେ- ‘ଭୟ କରିବାର…’

ନୂଆଦିଲ୍ଲୀ: ଭାରତରେ କରୋନାର ଓମିକ୍ରନ-ସବ-ଭାରିଆଣ୍ଟ XEର ପ୍ରଥମ ମାମଲା ସ୍ପଷ୍ଟ ହୋଇଛି । ତେବେ ଏହା ପୂର୍ବରୁ ମହାରାଷ୍ଟ୍ର ଓ ଗୁଜୁରାଟରୁ ଏକ୍ସଇ ଭାରିଆଣ୍ଟର ୨ଟି ଅନିଶ୍ଚିତ ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ…

ବିଶ୍ୱକୁ ମାଡ଼ି ଆସିବ ମହାମାରୀ: ପଶୁଙ୍କ ଠାରୁ ମଣିଷକୁ କବଳିତ କରିବ ହଜାର ହଜାର ଭାଇରସ, ଜଳବାୟୁ ପରିବର୍ତ୍ତନ ସାଜିବ ମୁଖ୍ୟ କାରଣ

ନ୍ୟୁୟର୍କ : ୨୦୭୦ ସୁଦ୍ଧା ବିଶ୍ୱ ହଜାର ହଜାର ସଂଖ୍ୟାରେ ମହାମାରୀର ଶିକାର ହେବ । ଏହି ସମୟରେ ଅତି କମ୍‌ରେ ୧୫ ହଜାର ଭୂତାଣୁ ପଶୁଙ୍କ ଠାରୁ ମଣିଷକୁ କବଳିତ କରିବାର ସମ୍ଭାବନା ରହିଛି । ଏନେଇ ଜାତିସଂଘ ପକ୍ଷରୁ ଗଭୀର…

‘ଭାରତ ମାତା କୀ ଜୟ’ ନାରାରେ କମ୍ପିଲା ଜର୍ମାନୀ, ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ପାଇଁ ଏକତ୍ରିତ ହେଲେ ବହୁସଂଖ୍ୟକ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପ ଯାତ୍ରା ଅବସରରେ ଜର୍ମାନୀରେ ପହଞ୍ଚିଛନ୍ତି । ଏହି ଅବସରରେ ମୋଦୀ ପୁଣି ଥରେ ନିଜର ଖାସ୍ ଅନ୍ଧାଜରେ ବିଶ୍ୱବାସୀଙ୍କ ଆଗରେ ଭାରତର ଗୌରବମୟ ଗାଥାକୁ ଉପସ୍ଥାପିତ…

ଇଦ୍ ଯୋଗୁଁ ବଢ଼ିଲା ସୁରକ୍ଷା, ହେଲେ ବି ଡ୍ୟୁଟିରୁ ଗାଏବ୍ ହେଲେ ପୋଲିସକର୍ମୀ: ୬୦ ସସପେଣ୍ଡ୍

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ତୃତୀୟ ବାଟାଲିୟନରେ ପୋଷ୍ଟିଂ ୬୦ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏହା ବ୍ୟତୀତ ସମସ୍ତଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଇଦ୍ ଅବସରରେ…

ନବାବ ମଲିକଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା, ଆଇସିୟୁକୁ ହେଲେ ସିଫ୍ଟ

ମୁମ୍ବାଇ : ଅଣ୍ଡରୱାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ଗ୍ୟାଙ୍କ ଓ ସମ୍ପର୍କୀୟଙ୍କ ଠାରୁ ଜମି କିଣିବା ସମ୍ପର୍କିତ ମନି ଲଣ୍ଡ୍ରିଂ କେସ୍‌ରେ ଗିରଫ ହୋଇଥିବା ନବାବ ମଲିକଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି । …