fbpx
Browsing Category

ଦେଶ ବିଦେଶ

ଅଷ୍ଟ୍ରେଲିଆ ଆଗରେ ୨୫୬ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ନୂଆଦିଲ୍ଲୀ, ୧୪ା୧: ଭାରତ- ଅଷ୍ଟ୍ରେଲିଆ ଆଜି ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଭାରତ ଅଷ୍ଟ୍ରେଲିଆ ଆଗରେ ବିଜୟ ଲକ୍ଷ୍ୟ ରଖିଛି ୨୫୬ ରନ । ଭାରତ ୪୯.୧ ଓଭରରେ ୨୫୫ରନରେ ଅଲଆଉଟ ହୋଇଛି । ଶିଖର ଧୱନ ୭୪ରନ କରିଥିବା…

ବ୍ୟାଟିଂ କରିବ ଭାରତ

ମୁମ୍ବାଇ, ୧୪ା୧: ମୁମ୍ବାଇରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବା ନିଷ୍ପତ୍ତି ନେଇଛି । ତେବେ ପ୍ରଥମେ ବ୍ୟାଟିଂ କରିବ ଭାରତ ।

ହିମସ୍ଖଳନ ଯୋଗୁଁ ୩ଯବାନ ସହିଦ

ଜାମ୍ମୁକାଶ୍ମୀର, ୧୪ା୧: ଜାମ୍ମୁ ଓ କାଶ୍ମୀରରେ ଗତ ୪୮ଘଣ୍ଟା ଧରି ବରଫପାତ ଜାରି ରହିଛି । ଏନେଇ ଉତ୍ତର କାଶ୍ମୀରରେ ବିଭିନ୍ନ ସ୍ଥାନରେ ହିମସ୍ଖଳନ ହୋଇଛି । ଯାହାଫଳରେ ୩ଜଣ ଯବାନ ପ୍ରାଣ ହରାଇଛନ୍ତି । ବହୁ ଯବାନ ଉଦ୍ଧାର…

RBIର ଓଡିଆ ଡେପୁଟି ଗଭର୍ଣ୍ଣର

ନୂଆଦିଲ୍ଲୀ,୧୪ ।୧: ଆରବିଆଇର ନୂଆ ଡେପୁଟି ଗଭର୍ଣ୍ଣର ହେଲେ ମାଇକେଲ ପାତ୍ର । ବିରଳ ଆଚାର୍ଯ୍ୟଙ୍କ ସ୍ଥାନରେ ଓଡିଆର ମାଇକେଲ ପାତ୍ରଙ୍କ ନିଯୁକ୍ତି ଦିଆଯାଇଛି । ତିନି ବର୍ଷ ପାଇଁ ମାଇକେଲ ପାତ୍ର ନିଜ ପଦବୀରେ ରହିବେ ।…

ଆଜି ନିର୍ଭୟା ଦୋଷୀଙ୍କ ଶୁଣାଣି

ନୂଆଦିଲ୍ଲ,୧୪ ।୧: ସୁପ୍ରିମକୋର୍ଟରେ ଆଜି ନିର୍ଭୟା ଦୁଷ୍କର୍ମକାରୀଙ୍କ କ୍ୟୁରେଟିଭ ପିଟିସନ ଉପରେ ଶୁଣାଣି ହେବ । ସୁପ୍ରିମକୋର୍ଟ ୫ ଜଣିଆ ଖଣ୍ଡପୀଠରେ ଆବେଦନର ଶୁଣାଣି ହେବ । ମୁକେଶ ଓ ବିନୟଙ୍କ କ୍ୟୁରେଟିଭ ପିଟିସନ…

ତାମିଲନାଡ଼ୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ତାମିଲନାଡ଼ୁ, ୧୩ା୧: ତାମିଲନାଡ଼ୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୨ଜଣ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଜଣକ ବରଗଡ଼ ଗାଇସିଲଟ ଡ଼ୁଙ୍ଗୁରିପାଲି ଗାଁର ଗୋକୁଲ ବରିହା ।…