Browsing Category

ଦେଶ ବିଦେଶ

ଯମୁନା ଏକ୍ସପ୍ରେସୱେ’ରେ ଏମଜେନ୍ସି ଲ୍ୟାଣ୍ଡିଂ କଲା ବିମାନ, ପାଇଲଟ୍‌ ଏବଂ ସହପାଇଲଟ୍‌ ଉଭୟେ ସୁରକ୍ଷିତ

ଲକ୍ଷ୍ନୌ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶର ମଥୁରା ଜନପଦରେ ଯମୁନା ଏକ୍ସପ୍ରେସ୍‌ୱେ ଏକ ବିମାନ ଜରୁରୀ ଅବତରଣ କରିଛି । ଦୁଇ ଆସନ ବିଶିଷ୍ଟ ଏକ ଛୋଟ ଏୟାରକ୍ରାଫ୍ଟ ହଠାତ୍‌ ରାଜପଥରେ ଅବତରଣ କରିଥିଲା । ଅବତରଣ…

କରୋନା ଟିକାକୁ ଡର: ଡାକ୍ତରଙ୍କୁ ଦେଖି ଭୟରେ ନଦୀକୁ ଡେଇଁଲେ ଗ୍ରାମବାସୀ, ଜାଣନ୍ତୁ ତା’ପରେ କ’ଣ ହେଲା

ନୂଆଦିଲ୍ଲୀ: ଦେଶରେ କରୋନାର ପ୍ରକୋପ ଜାରି ରହିଥିବାରୁ ବର୍ତ୍ତମାନ ଚାରିଆଡ଼େ ଟିକାକରଣ ଚାଲିଛି । ସରକାର ସମସ୍ତ ରାଜ୍ୟକୁ ଆବଶ୍ୟକ ମୁତାବକ ଟିକା ଠିକଭାବେ ଯୋଗାଇ ପାରୁନାହାନ୍ତି । ଟିକା ପାଇଁ ଲୋକମାନେ ବ୍ୟାକୁଳ…

କରୋନା ମୃତ୍ୟୁସଂଖ୍ୟା ୩୫ ଲକ୍ଷ ୨୪ ହଜାର ଟପିଲା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫ ଲକ୍ଷ ୨୪ ହଜାର ୪୯୦ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୯୬ ଲକ୍ଷ ୧୫…

ମୃତ ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ର ଦେବ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ତତ୍ତ୍ୱାବଧାନରେ ମନ୍ତ୍ରଣାଳୟ ନିଜ ପକ୍ଷରୁ ୨୦୨୦ ଓ ୨୦୨୧ରେ କୋଭିଡ-୧୯ରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ସମ୍ପର୍କରେ…

ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୋଦି

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର):  ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଭୁବନେଶ୍ୱରରେ ପହଞ୍ଚି ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଏହା ପରେ ସେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା…

ଗୁଇନ୍ଦା ବିଭାଗ ଏବଂ RAW ମୁଖ୍ୟଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ: କ୍ୟାବିନେଟର ନିଯୁକ୍ତି କମିଟି ଦେଶର ମୁଖ୍ୟ ଗୁଇନ୍ଦା ଏଜେନ୍ସି ଇଣ୍ଟେଲିଜେନ୍ସ ବ୍ୟୁରୋ (IB)ର ମୁଖ୍ୟ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (R&AW) ର ମୁଖ୍ୟଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି…

୩୦ ମିନିଟରେ ହେବ CBSE ଦ୍ୱାଦଶ ପରୀକ୍ଷା, ୧ ଜୁନରେ ତାରିଖ ଘୋଷଣା କରିବେ ଶିକ୍ଷାମନ୍ତ୍ରୀ!

ନୂଆଦିଲ୍ଲୀ: CBSE ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ଜୁନ୍ ୧ ରେ ହୋଇପାରେ ବଡ ଘୋଷଣା । ସୂତ୍ର ଅନୁସାରେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରିପାରନ୍ତି । ଏହା ବ୍ୟତିତ…

ବେଦି ପରିକ୍ରମାବେଳେ ହଠାତ୍ ଟଳି ପଡ଼ିଲେ ନବବଧୂ, ଆଉ ତା’ ପରେ…

ଉତ୍ତର ପ୍ରଦେଶ: ସରିଥିଲା ବାହାଘର । ବରମାଳା ପିନ୍ଧାଇଥିଲେ ପରସ୍ପର । ହାତଗଣ୍ଠି ମଧ୍ୟ ଫିଟିସାରିଥିଲା ଏବଂ ଆଉ କିଛି ସମୟ ପରେ ସରିଥାନ୍ତା ବାହାଘର ସମସ୍ତ ରୀତିନୀତି । କିନ୍ତୁ ବିଧାତାର ବିଧାନ କିଛି ଅଲଗା ଥିଲା ।…

ଡିଜିଟାଲ୍ ପ୍ଲାଟଫର୍ମକୁ I&B ଦେଲା ଦୁଇ ସପ୍ତାହର ମହଲତ

ନୂଆଦିଲ୍ଲୀ: ନ୍ୟୁଜ୍ ୱେବସାଇଟ୍ ଓ ଓଟିଟି ପ୍ଲାଟଫର୍ମ ସମେତ ଡିଜିଟାଲ୍ ମିଡିଆ ପବ୍ଲିଶର୍ସଙ୍କୁ କେନ୍ଦ୍ର ସରକାର ଦେଇଛନ୍ତି ଦୁଇ ସପ୍ତାହର ମହଲତ । ଏହି ୧୫ ଦିନ ମଧ୍ୟରେ ସରକାରଙ୍କ ନିକଟରେ ସମସ୍ତ ଆବଶ୍ୟକୀୟ ତଥ୍ୟ ଦାଖଲ…

ଦେଶର ସବୁ ଜେଲ୍ ଖାଲି, ନାହାନ୍ତି ଜଣେ ବି କଏଦୀ, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ସାଧାରଣତଃ ଆମେ ମାନିଥାଉ ଯେ, ଦୁନିଆର ଏପରି କୌଣସି ଦେଶ ନାହିଁ ଯେଉଁଠାରେ କଏଦୀ ନଥିବେ । ହେଲେ ଆମକୁ ଭୁଲ୍ ପ୍ରମାଣିତ କରିଛି ନେଦରଲ୍ୟାଣ୍ଡ । ନେଦରଲ୍ୟାଣ୍ଡ ଦେଶ ଦେଖିବାକୁ ଖୁବ୍ ସୁନ୍ଦର । ଏହି ଦେଶକୁ…