Browsing Category
ଦେଶ ବିଦେଶ
‘ସତ କେବେ ଲୁଚି ରହେନା’ ଟୁଲକିଟ୍ ବିବାଦରେ ହସ୍ତକ୍ଷେପ କରି ଏପରି କହିଲେ ରାହୁଲ
ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ସ୍ଥିତ ଟ୍ୱିଟର ଇଣ୍ଡିଆର ମୁଖ୍ୟାଳୟରେ ଦିଲ୍ଲୀ ପୋଲିସ ଏକ ନୋଟିସ୍ ମାରିଥିଲା । ଏଥିସହ ପୋଲିସ ଗୁରୁଗ୍ରାମ ସ୍ଥିତ ଅଫିସରେ ମଧ୍ୟ ରେଡ୍ ମାରିଥିଲା । ତେବେ ପୋଲିସ କେବଳ ନୋଟିସ ମାରିବା ନେଇ…
୩୬୦୦ ଡାନ୍ସରଙ୍କ ପାଇଁ ଏକ ମାସର ରାସନ ସାମଗ୍ରୀର ବ୍ୟବସ୍ଥା କଲେ ଅକ୍ଷୟ କୁମାର
ମୁମ୍ବାଇ : ଦେଶରେ କରୋନା ମହମାରୀର ଦ୍ୱିତୀୟ ଲହର ଜାରି ରହିଛି । ଖାଲି କରୋନା ନୁହେଁ ବର୍ତ୍ତମାନ ଆଉ ଏକ ମହାମାରୀର ମଧ୍ୟ ସାମନା କରୁଛି ଭାରତ । ଯାହା ହେଲା ବ୍ଲାକ୍ ଫଙ୍ଗସ୍ । ଏହି ଭଳି ପରିସ୍ଥିତିର ସାମନା କରି…
ଆଂଟିଗୁଆରୁ ଫେରାର ହୋଇ କ୍ୟୁବା ଚାଲିଗଲା ପଳାତକ ମେହୁଲ ଚୋକସି ! ବଢିଲା ସିବିଆଇ ଓ ଇଡିର ମୁସ୍କିଲ
ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଲୁଟି ଭାରତରୁ ଫେରାର ହୋଇଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଏବେ ଆଂଟିଗୁଆରୁ ନିଖୋଜ ହୋଇ ଯାଇଛି । ସେଠାକାର ପୋଲିସ ରବିବାର ସନ୍ଧ୍ୟାରୁ…
ସିବିଆଇ ନିର୍ଦ୍ଦେଶକ ଉପରେ ହୋଇ ପାରିଲାନି ନିଷ୍ପତି, ସରକାରଙ୍କୁ ନିୟମ ସ୍ମରଣ କରାଇଲେ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ : ଦେଶର ପରବର୍ତୀ ସିବିଆଇ ନିର୍ଦ୍ଦେଶକଙ୍କୁ ନେଇ ସୋମବାର ଉଚ୍ଚସ୍ତରୀୟ କମିଟିର ବୈଠକ ବସିଥିଲା । ହେଲେ ଏହା ଉପରେ କୌଣସି ନିଷ୍ପତି ହୋଇ ପାରି ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ…
ଦେଶରେ କମିଲା କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା
ନୂଆଦିଲ୍ଲୀ : ଦେଶରେ କରୋନା ସାମାନ୍ୟ ହ୍ରାସ ପାଇବା ଦେଖାଯାଇଛି । ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ କମିଥିବା ଜଣାପଡ଼ିଛି । ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୫୧୧ ଜଣଙ୍କ ମୃତ୍ୟୁ…
ଆସନ୍ତା ଦୁଇଦିନ ମଧ୍ୟରେ ବନ୍ଦ ହୋଇପାରେ ଫେସବୁକ୍ ଓ ଟ୍ୱିଟର!
ନୂଆଦିଲ୍ଲୀ: ଆସନ୍ତା ଦୁଇଦିନ ମଧ୍ୟରେ ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ ସେବା ବନ୍ଦ ହୋଇପାରେ । ଏହି ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକ ସରକାରୀ ନିୟମ ପାଳନ କରିନଥିବାରୁ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି ।…
କରୋନା ଚମତ୍କାର ! ଦୁଇ ବୁନ୍ଦା ଆୟୁର୍ବେଦ ଔଷଧ ଆଖିରେ ପକାଇବା ପରେ ଚେଇଁ ଉଠିଲେ ଯୁବକ, ଦୈନିକ ହଜାର ହଜାର ରୋଗୀ ହସ୍ପିଟାଲ ଛାଡ଼ି ଧାଉଁଛନ୍ତି…
ହାଇଦ୍ରାବାଦ: ବର୍ତ୍ତମାନ ସମଗ୍ର ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ଭ୍ୟାକ୍ସିନକୁ ନେଇ ଚର୍ଚ୍ଚା ଜୋର ରହିଛି । ବିଭିନ୍ନ ରାଜ୍ୟରେ ଟିକାକରଣରେ ଅନିୟମିତତା, ବେଡ୍ ସମସ୍ୟା ଓ ଅକ୍ସିଜେନର ଅଭାବ ଯୋଗୁଁ ଅନେକ ରୋଗୀ…
୨୦୨୩କୁ ଘୁଞ୍ଚିଲା ଏସିଆ କପ୍ କ୍ରିକେଟ୍
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ୨୦୨୧ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ୨୦୨୩କୁ ଘୁଞ୍ଚାଇ ଦିଆ ଯାଇଛି । ପ୍ରତି ଦୁଇ ବର୍ଷରେ ହେଉଥିବା ଏହି ପ୍ରତିଯୋଗିତାକୁ ପାକିସ୍ତାନରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର…
ଏହି ରାଜ୍ୟରେ ଶସ୍ତା ହେଲା ମଦ, ଲାଗୁ ହେଲା ନୂଆ ନିୟମ: ପେଟ୍ରୋଲ୍ ପମ୍ପ ଓ ବିଭାଗୀୟ ଷ୍ଟୋରମାନଙ୍କରେ ହେବ ବିକ୍ରି
ଶିମଲା: ହିମାଚଳ ପ୍ରଦେଶ ମୁଖ୍ରମନ୍ତ୍ରୀ ଜୟରାମ ଠାକୁର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି । ରାଜ୍ୟରେ ଏଣିକି ମଦ ଶସ୍ତା ହେବାକୁ ଯାଉଛି । ଏହି ନିୟମ ଲାଗୁ ହେବା ନେଇ କ୍ୟାବିନେଟ ମଞ୍ଜୁରୀ ମିଳିସାରିଛି । ଏହି ନିୟମ…
ଲଜ୍ଜାଜନକ ଘଟଣା: ଦୁର୍ବୃତ୍ତମାନେ ବିଚ୍ ରାସ୍ତାରେ ପୋଲିସ ଅଧିକାରୀଙ୍କ ଝିଅଙ୍କ ପୋଷାକ ଚିରିଦେଲେ, ଖଣ୍ଡାଧରି ଗୋଡ଼ାଇଲେ
ଚଣ୍ଡିଗଡ଼: ପଞ୍ଜାବରେ ଏକ ଲଜ୍ଜାଜନକ ନୃଶଂସ କାଣ୍ଡ ଦୁର୍ବୃତ୍ତମାନେ ଭିଆଇଛନ୍ତି । ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ପୋଷାକ ଚିରିଦେଇ ଅସଦାଚରଣ କରିଛନ୍ତି । ଏହି ଘଟଣାରେ କିଛି ଯୁବକଙ୍କ ବିରୋଧରେ ପୋଲିସରେ ମାମଲା ରୁଜୁ…