Browsing Category

ଦେଶ ବିଦେଶ

(Video) ମା’ର ମୁଣ୍ଡ ଉପରେ ବୁଲୁଥିଲା ମୃତ୍ୟୁ! କିନ୍ତୁ ଭାଗ୍ୟର ବିଧାନ ଥିଲା କିଛି ଅଲଗା, ଭିଡିଓ ଦେଖି ଲୋକେ କହିଲେ- ‘ଯମରାଜ…

ଯେବେ ଭାଗ୍ୟ ଭଲ ଥିବ, ସେବେ ଭୟଙ୍କର ଦୁର୍ଘଟଣାରୁ ବି ଲୋକମାନେ ବର୍ତ୍ତିଯିବେ । ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ଲୋକମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏପରି ଏକ ଭିଡିଓ ଏବେ ସୋସିଆଲ…

ମରିକି ପଡିଛି ମାଲିକ, ହେଲେ ଛାଡିକି ଯାଉନି ପୋଷା କୁକୁର: ଫଟୋ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ନୂଆଦିଲ୍ଳୀ: କୁକୁରକୁ ବିଶ୍ୱାସର ଅନ୍ୟ ନାମ ବୋଲି କୁହାଯାଏ । ତେବେ ଏହି ବିଶ୍ୱାସର କୌଣସି ଚେହେରା ନଥାଏ । ଏହାର ସଦ୍ୟତମ ଉଦାହରଣ ହେଉଛି ଏହି ଫଟୋ । ଋଷ-ୟୁକ୍ରେନ ଯୁଦ୍ଧର ବିଭୀଷିକା ମଧ୍ୟରେ ପ୍ରାଣ ହରାଇଛନ୍ତି ମାଲିକ…

IRCTC ପକ୍ଷରୁ ଦେଶର ୪୦୦ଟି ଷ୍ଟେସନରେ ଲଞ୍ଚ ହେଲା ସ୍ପେଶାଲ ଥାଳି: ଜାଣନ୍ତୁ କ’ଣ ରହିଛି ମେନ୍ୟୁ ଓ କେମିତି କରିବେ ବୁକିଂ

ନୂଆଦିଲ୍ଲୀ: ନବରାତ୍ରି ବ୍ରତ ଉପଲକ୍ଷେ ଯଦି ଆପଣମାନେ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଖାଇବାକୁ ନେଇ ଆଦୌ ବ୍ୟସ୍ତ ହେବାର ନାହିଁ । ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜମ କର୍ପୋରେସନ ((ଆଇଆରସିଟିସି) ଦ୍ୱାରା…

ଭାରତର ସବୁଠାରୁ ରହସ୍ୟମୟ ହ୍ରଦ, ଯେଉଁଠାକୁ ଯାଉଥିବା ଲୋକ କେବେ ବି ଫେରିନାହାନ୍ତି

ନୂଆଦିଲ୍ଲୀ: ଆମ ପୃଥିବୀ ଅଗଣିତ ରହସ୍ୟରେ ଭରପୂର ହୋଇ ରହିଛି । ତାହା ଭୂତ ବା ଏଲିଅନ୍ସର ରହସ୍ୟ ହେଉ ବା ଅନ୍ୟ କିଛି । ଭାରତରେ ମଧ୍ୟ ଏପରି ଏକ ରହସ୍ୟ ରହିଛି, ଯାହାର ପରଦା ଆଜି ପର୍ଯ୍ୟନ୍ତ ଉଠିପାରି ନାହିଁ । ଭାରତର…

ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟିଲା ବସ୍: ୩ ମୃତ, ୩୦ ଯାତ୍ରୀ ଆହତ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି । ୨୭ ନମ୍ବର ଜାତୀୟ ରାଜପଥରେ ଏକ ପ୍ରାଇଭେଟ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ବସରେ ବସିଥିବା…

ଦୁଇଦିନର ନବଜାତକକୁ ପିତା ଦେଇଦେଲେ ବିଷାକ୍ତ ଇଞ୍ଜେକସନ, ସଙ୍ଗେସଙ୍ଗେ ଚାଲିଗଲା ଛୁଆଟିର ଜୀବନ

ନୂଆଦିଲ୍ଲୀ: ପିତାମାତା ନିଜର ମନ, ପ୍ରାଣ ସବୁକିଛି ତ୍ୟାଗ କରି ସନ୍ତାନକୁ ମଣିଷ କରିବାକୁ ପ୍ରୟାସ କରିଥାନ୍ତି । ତେବେ ଆଜିର ସମାଜରେ ଏପରି କିଛି ରାକ୍ଷସ ପ୍ରବୃତ୍ତିର ଲୋକ ଅଛନ୍ତି, ଯେଉଁମାନେ ନିଜ ରକ୍ତର ସନ୍ତାନକୁ…

ଭାରତ ଏହି ରେଲୱେ ଷ୍ଟେସନରେ ଦରକାର ପଡ଼େ ଭିସା ଏବଂ ପାସପୋର୍ଟ, ଯଦି କେହି ବିନା ଭିସାରେ ଯାଏ ତେବେ ତାକୁ ଜେଲ୍‌ ଯିବାକୁ ପଡେ

ନୂଆଦିଲ୍ଲୀ:  ଭାରତୀୟ ରେଲୱେ ବିଶ୍ୱର ଚତୁର୍ଥ ଏବଂ ଏସିଆର ଦ୍ୱିତୀୟ ସବୁଠାରୁ ବଡ ରେଲୱେ ନେଟୱର୍କ । ଭାରତରେ ସମୁଦାୟ ୮୩୩୮ ରେଲୱେ ଷ୍ଟେସନ ଅଛି । କିନ୍ତୁ ଜାଣିଛନ୍ତି କି ଦେଶରେ ଏମିତି ଏକ ରେଲୱେ ଷ୍ଟେସନ ଅଛି…

ବୃଦ୍ଧାଙ୍କୁ ପ୍ରଭାବିତ କଲା ରାହୁଲ ଗାନ୍ଧୀଙ୍କ ବିଚାର, ରାହୁଲଙ୍କ ନାଁରେ କରି ଦେଲେ ୫୦ ଲକ୍ଷ ସମ୍ପତ୍ତି ଓ ସୁନା-ଗହଣା

ଡେରାଡୁନ୍‌: ଉତ୍ତରାଖଣ୍ଡରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟି ଶୋଚନୀୟ ପରାସ୍ତ କରିଛି । ଏହାପରେ ପାର୍ଟିରେ ବିଭିନ୍ନ ପ୍ରକାରର ସମସ୍ୟା ଜାରି ରହିଛି । ଏହି ମଧ୍ୟରେ ଜଣେ ମହିଳା ତାଙ୍କର ସସସ୍ତ…

ମଦ ପିଉଥିବା ଧରାପଡିଲେ ୫୦୦୦ ଟଙ୍କା ଜରିମାନା; ଲାଗିଲା କ୍ୟାବିନେଟ୍ ମୋହର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ଏହି କ୍ୟାବିନେଟ୍ ବୈଠକରେ ମୋଟ ୧୪ ଏଜେଣ୍ଡା ଉପରେ ମୋହର ଲାଗିଛି, ଯେଉଁଥିରେ ସବୁଠାରୁ…

ଚୀନରେ ଠାବ ହେଲା କରୋନାର ନୂଆ ଭାରିଆଣ୍ଟ, ପୁଣି ସଂକ୍ରମଣ ନେଇ ବଢ଼ିଲା ଚିନ୍ତା

ବେଜିଂ: କରୋନା ମହାମାରୀର ଉତ୍ପତ୍ତି ସ୍ଥଳ ଚାଇନାରେ ଏବେ ହୋଇଛି ଆଉ ଏକ ନୂଆ ଭାରିଆଣ୍ଟ । କରୋନାର ଓମିକ୍ରନ ଭାରିଏଣ୍ଟର ଗୋଟିଏ ନୂଆ ସବ ଭାରିଏଣ୍ଟ ଦ୍ୱାରା ଲୋକେ ସଂକ୍ରମିତ ହେଉଥିବା ଜଣାପଡ଼ିବା ପରେ ଚାଇନାର ଚିନ୍ତା…