CHARIDHAM
Browsing Category

ଦେଶ ବିଦେଶ

୧୨୫ ବର୍ଷରେ ମିଳିଲା ପଦ୍ମଶ୍ରୀ: ନିଆରା ଅନ୍ଦାଜରେ ହୃଦୟ ଜିତିନେଲେ ଯୋଗଗୁରୁ ସ୍ୱାମୀ ଶିବାନନ୍ଦ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବା ପରେ ସାଧାରଣ ଲୋକ ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଧାରାରେ ସୋମବାର ୧୨୫ ବର୍ଷୀୟ ଯୋଗ ଗୁରୁ ସ୍ୱାମୀ…

ଦେଢ ମାସର ପିଲା ପାଇଁ ବାଜିରେ ଲାଗିଲା ଜୀବନ: ଝିଅକୁ ବଞ୍ଚାଇବାକୁ ଯାଇ ମାଆଙ୍କର ହେଲା ଏମିତି ଅବସ୍ଥା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ କଳା ବାଦଲ ହୋଇ ଢାଙ୍କି ହୋଇଛି ଋଷ ସେନା । ଧମାଧମ ଆକ୍ରମଣରେ ଥରୁଛି ସାରା ୟୁକ୍ରେନ । ବାଜିରେ ଲାଗିଛି କୋଟି କୋଟି ସାଧାରଣ ଜୀବନ । ଏହି ସମୟରେ ୟୁକ୍ରେନରୁ ଆସିଛି ଏକ ଛାତିଥରା ଘଟଣା ।…

ଦେଶ ସେବା କରିବାକୁ ଯୁବକଙ୍କ ଅଦ୍ୟମ ଉତ୍ସାହ: ଏବେ ପ୍ରଶଂସା କଲେ ଆନନ୍ଦ ମହିଦ୍ରା

ନୂଆଦିଲ୍ଲୀ: ରାଜଧାନୀ ରାସ୍ତାରେ ରାତିରେ ଦୌଡ଼ୁଥିବା ଯୁବକଙ୍କ ଭିଡିଓ ଭାଇରାଲ ହେବା ପରେ ପ୍ରଦୀପ ମେହରା ନାକମ ଏହି ଯୁବକ ଏବେ ସୁବଆଡ଼େ ଚର୍ଚ୍ଚାର କାରଣ ପାଲଟିଛନ୍ତି । ତାଙ୍କୁ ସମସ୍ତେ କରୁଛନ୍ତି ପ୍ରଶଂସା । ଆଉ ଏବେ…

ଓଡ଼ିଶାରୁ ୬ ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର: ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ ବାବା ବଳିଆ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ୨୦୨୨ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ପଦ୍ମ ପୁରସ୍କାର । ଓଡ଼ିଶାରୁ ୬ ଜଣ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ବାବା ବଳିଆଙ୍କୁ ମିଳିଛି…

ପୁଷ୍କର ସିଂହ ଧାମୀ ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ: ବିଜେପି ବିଧାୟକ ଦଳ ବୈଠକରେ ଲାଗିଲା ମୋହର

ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂହ ଧାମୀ । କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଧାମି । ସୋମବାର ଭାରତୀୟ ଜନତା ପାର୍ଟୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ଧାମୀଙ୍କ ନାଁ ରେ ମୋହର…

ଆସିବକି କରୋନାର ଆଉ ଏକ ଲହର: ବୁଷ୍ଟର ଡୋଜ୍ ବାଧ୍ୟତାମୂଳକ କଲେ ସରକାର

ନୂଆଦିଲ୍ଲୀ: ସମସ୍ତ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ପାଇଁ ଯୋଗ୍ୟ ବିବେଚନା କରିବାକୁ ଭାରତ ବିଚାର କରୁଛି, ସୋମବାର ଦିନ ଦୁଇଟି ସୂତ୍ରରୁ ଜଣାପଡିଛି ଯେ କେତେକ ଦେଶରେ ସଂକ୍ରମଣ ଚାଲିଛି ଏବଂ କେତେକ ଭାରତୀୟଙ୍କୁ ତୃତୀୟ ଡ଼ୋଜ…

ଚୀନରେ ବଡ଼ ଧରଣର ବିମାନ ଦୁର୍ଘଟଣା: ୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ହେଲା କ୍ରାସ୍, ଅନେକଙ୍କ ମୃତ୍ୟୁ ଆଶଙ୍କା

ଚୀନରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଚୀନର ଗୁଆନ୍ସୀ ଅଞ୍ଚଳରେ ୧୩୩ ଲୋକଙ୍କ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚୀନର ସରକାରୀ ଗଣମାଧ୍ୟମ ସିଜିଟିଏନ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି । ରିପୋର୍ଟରେ…

ପଞ୍ଜାବର ୫ ରାଜ୍ୟସଭା ସିଟ୍ ପାଇଁ ନାଁ ଘୋଷଣା କଲା ଆପ୍, ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ପଞ୍ଜାବରେ ବଡ ବିଜୟ ପରେ ଏବେ ରାଜ୍ୟର ୫ ରାଜ୍ୟସଭା ସିଟ୍ ପାଇଁ ଆମ୍ ଆଦମୀ ପାର୍ଟି ନିଜର ପ୍ରସ୍ତୁତି ଜୋରଦାର କରିଛି। ଏହି ୫ ଆସନ ପାଇଁ କାହାକୁ ପ୍ରାର୍ଥୀ କରାଯିବ ତାର ଚୂଡାନ୍ତ ତାଲିକା ପ୍ରସ୍ତୁତ…

ଡକ୍ଟର ଚିଦାତ୍ମିକା ଖଟୁଆ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଶିକ୍ଷା ଉଦ୍ୟୋକ୍ତା ନିଯୁକ୍ତ

ନୂଆଦିଲ୍ଲୀ: ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଓଡ଼ିଶାର ବାର୍ଷିକ ଉତ୍ସବ ଭୁବନେଶ୍ୱରର ଏକ ଘରୋଇ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ସଭାପତି ପ୍ରଦୀପ…

୮ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା: ମନ ବୁଝିଲାନି ଯେ ନଷ୍ଟକଲେ ଆଖି

ବାଙ୍କା: ବିହାର ବାଙ୍କାରେ ହୋଲି ଦିନ ନିଖୋଜ ହୋଇଥିବା ୮ ବର୍ଷ ନାବାଳିକାର ମୃତଦେହ ଜବତ ହୋଇଛି, ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । କୁହାଯାଉଛି ଯେ, ଗଣଦୁଷ୍କର୍ମ ପରେ ଝିଅଟିକୁ ଅତି ନିର୍ମମ ଭାବେ…