CHARIDHAM
Browsing Category

ଦେଶ ବିଦେଶ

ଅନ୍ତିମ ସଂସ୍କାରକୁ ଯାଇଥିବା ଲୋକେ ମୁହଁ ଲୁଚାଇ ଦୌଡ଼ିଲେ, ଜାଣନ୍ତୁ କାରଣ

ଭିଲୱାଡ଼ା: ରାଜସ୍ଥାନର ଭିଲୱାଡ଼ା ସହରର ପଞ୍ଚମୁଖି ମୋକ୍ଷଧାମରେ ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ହଇଚ୍ଚଇ ସୃଷ୍ଟି ହୋଇଥିଲା । ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଲୋକଙ୍କୁ ଅଚାନକ୍ ମହୁମାଛି ଆକ୍ରମଣ କରିଥିଲେ । ଏହା…

ଇରାନରେ ୬.୦ ତୀବ୍ରତାର ଭୂକଂପ ଝଟକା

ନୂଆଦିଲ୍ଳୀ: ଦକ୍ଷିଣ ଇରାନରେ ଗୁରୁବାର ସକାଳେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ରହିଛି । ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୦ କିମି ଗଭୀରରେ ରହିଛି ।…

କରୋନା ଭାଇରସର ନୂଆ ଭାରିଆଣ୍ଟ, ଇସ୍ରାଏଲରୁ ମିଳିଲା ୨ ମାମଲା: ଜାଣନ୍ତୁ ଏହାର ଲକ୍ଷଣ ଏବଂ ଗମ୍ଭୀରତା

କରୋନା ଭାଇରସର ପ୍ରକୋପ ମନରୁ ଲିଭି ନଥିବା ବେଳେ ଏବେ ପୁଣି ଏହାର ଏକ ନୂଆ ଭାରିଆଣ୍ଟ ନେଇ ଖବର ସାମ୍ନାକୁ ଆସିଛି । ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୁଧବାର କୋଭିଡର ୨ ଟି ନୂଆ ଭାରିଆଣ୍ଟ ନେଇ ଦାବି କରିଛି ।…

ସବୁ କଳ୍ପନା ଜଳ୍ପନା ଘଟିଲା ଅନ୍ତ, ବଦଳିବନି ଗୋଆ ଓ ମଣିପୁର ନେତୃତ୍ୱ : ପ୍ରମୋଦ, ବୀରେନ୍‌ ପୁଣି ବିଜେପି ଚେହେରା

ନୂଆଦିଲ୍ଲୀ : ଗୋଆ ଓ ମଣିୁରରେ ବିଜେପିର ବିପୁଳ ବିଜୟ ପରେ ଏହାର ନେତୃତ୍ୱକୁ ନେଇ ଯେଉଁ ଦ୍ବନ୍ଦ ଦେଖାଦେଇଥିଲା ସେ ସବୁର ପୁର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । ପ୍ରମୋଦ ସାୱନ୍ତ ଓ ଏନ.ବୀରେନ ସିଂ ଯଥାକ୍ରମେ ଗୋଆ ଓ ମଣିପୁରର…

ଆର୍‌ବିଆଇର ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ, ୮ ବ୍ୟାଙ୍କୁ ୧୨ଲକ୍ଷ ଟଙ୍କାର ଫାଇନ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ବ୍ୟାଙ୍କର ନିୟମର ଅବମାନନା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏଥିପାଇଁ ଆରବିଆଇ ଏକାସଙ୍ଗରେ ଅନେକ ବ୍ୟାଙ୍କ ଉପରେ ଜୋରିମାନା ଲଗାଇଛି । ରିପୋର୍ଟ…

ଏସିଆର ଧନୀ ତାଲିକାରେ ପୁଣି ନଂ ୧ ହେଲେ ଅମ୍ବାନୀ, ସମ୍ପତ୍ତି ବଢ଼ାଇବାରେ ଅଦାନୀ ଆଗୁଆ

ନୂଆଦିଲ୍ଲୀ: ପୁଣି ଏସିଆର ଧନୀ ତାଲିକାର ଶୀର୍ଷକୁ ଯାଇଛନ୍ତି ମୁକେଶ ଅମ୍ବାନୀ । ୧୦୩ ବିଲିଅନ୍ ଡଲାର ସହ ମୁକେଶ ଏସିଆର ସବୁଠାରୁ ବଡ଼ ଧନୀ ହୋଇଛନ୍ତି । ବର୍ଷକ ଭିତରେ ମୁକେଶଙ୍କ ସମ୍ପତ୍ତି ୨୪ ପ୍ରତିଶତ ବଢ଼ିଛି । ଏହା ସହ…

୨ ବର୍ଷ ପରେ ପୁଣି ଆରମ୍ଭ ହେଲା ଇ-ଟୁରିଷ୍ଟ ଭିସା ସୁବିଧା, ୧୫୬ ଦେଶର ପର୍ଯ୍ୟଟକଙ୍କୁ ମିଳିବ ଭିସା

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରର ସ୍ଥିତି ଦେଶରେ ସ୍ୱାଭାବିକ ହେବା ପରେ ଭାରତ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ୧୫୬ ଦେଶର ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ପୁଣିଥରେ ପାଞ୍ଚ ବର୍ଷର ଇ-ଟୁରିଷ୍ଟ ଭିସା ସୁବିଧା…

ଋଷକୁ ICJଙ୍କ ନିର୍ଦ୍ଦେଶ: ୟୁକ୍ରେନ ଉପରେ ଆକ୍ରମଣ ରୋକିବାକୁ ପୁତିନଙ୍କୁ ଆଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଗତ ୨୦ ଦିନରୁ ଆକ୍ରମଣ ଉପରେ ଆକ୍ରମଣ କରି ଚାଲିଛି ଋଷ ସେନା । ଖାରକିଭ ଏବଂ ଖେରସେନ ଆଦି ସହରକୁ ନିଜ କବଜାରେ ନେଇ ସାରିଛନ୍ତି ପୁତିନ । ମିସାଇଲ ଏବଂ ବୋମା ମାଡରେ ଥରିଯାଉଛି ସାରା ୟୁକ୍ରେନ…

ମା’ ସ୍କୁଲରେ ଝାଡୁ କରନ୍ତି: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନରେ ହରାଇଲେ ପୁଅ, ପଢନ୍ତୁ ସଂଘର୍ଷର କାହାଣୀ

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ହରାଇଥିବା ବିଧାୟକଙ୍କ ମା ଆଜିବି କରୁଛନ୍ତି ସ୍କୁଲରେ ସଫେଇ କାମ । ପୁଅର ବିଜୟ ପରେ ବି ବଦଳିନି ମାଆଙ୍କ ଜୀବନଶୈଳୀ... ଏବେବି ସେତ ସ୍କୁଲରେ ଝାଡ଼ୁମାରୁଛନ୍ତି ।…

୭.୧ ରିକ୍ଟର ତୀବ୍ର ଭୂମିକମ୍ପରେ ଥରିଲା ଦେଶ: ୨୦ ଲକ୍ଷରୁ ଅଧିକ ପରିବାରକୁ ବିଦ୍ୟୁତ ସେବା ବିଚ୍ଛିନ୍ନ

ଟୋକିଓ: ଭୟଙ୍କର ଭୂମିକମ୍ପରେ ଥରିଲା ଜାପାନର ରାଜଧାନୀ ଟୋକିଓ । ଆଜି ଭୂମିକମ୍ପର ଝଟକାରେ ଜାପାନ ରାଜଧାନୀ ଥରହର ହୋଇ ଉଠିଛି । ନ୍ୟାସନାଲ ସେଣ୍ଟର୍ ଫର୍ ସେସମୋଲୋଜିର ରିପୋର୍ଟ ଅନୁଯାୟୀ, ସହରର ଉତ୍ତର-ପୂର୍ବରେ ୨୯୭…