
Browsing Category
ଦେଶ ବିଦେଶ
ବଡ଼ ଖବର: ମାର୍ଚ୍ଚ ୧୬ ତାରିଖ ପୂର୍ବରୁ ୧୨ ଟଙ୍କା ବଢ଼ିବ ପେଟ୍ରୋଲ୍-ଡିଜେଲ୍ ଦର! ତୈଳ କମ୍ପାନୀ ଗୁଡ଼ିକ ସହୁଛନ୍ତି କ୍ଷତି
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବୈଷୟିକ ବଜାରରେ ଅଶୋଧିତ ତୈଳର ଦର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହା ବ୍ୟତୀତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ କାରଣରୁ ଭାରତୀୟ ବଜାରରେ ୪ ମାସ ହେଲା ପେଟ୍ରୋଲ୍ -…
ଝଡ଼ ନାହିଁ କି ବର୍ଷା ନାହିଁ: ହଠାତ୍ ତଳକୁ ଖସିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିମାନ, ତଦନ୍ତ କରିବ DGCA
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିମାନ ଖସିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । କୋଲକତାରେ ବିମାନଟି ଅବତରଣ କରିବାର କିଛି ସମୟ ପୂର୍ବରୁ ହଠାତ୍ ଖସିପଡ଼ିଥିଲା । ତେବେ…
ଅସମ୍ଭାଳ ହେଲାଣି ନିଜ ଦେଶରେ ପୁଟିନଙ୍କୁ ବିରୋଧ: ଯୁଦ୍ଧରେ ମୃତ ଓ ଆହତ ଯବାନଙ୍କ ପାଇଁ ଆର୍ଥିକ ସହାୟତା ରାଶି ଘୋଷଣା କଲେ ରୁଷ୍ ସରକାର
ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ଆଜି ଏଗାର ଦିନରେ ପହଞ୍ଚିଛି । ଏହି ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱକୁ ପରମାଣୁ ଯୁଦ୍ଧ ପର୍ଯ୍ୟନ୍ତ ବି ଟାଣି ନେଇଥିଲା । ତେବେ ଆସନ୍ତାକାଲି ବେଲାରୁସରେ ଦୁଇଦେଶର ପ୍ରତିନିଧି…
ରୁଷ ସହିତ ଆପଣଙ୍କ ଭଲ ସମ୍ପର୍କ, ଯୁଦ୍ଧ ରୋକିବାକୁ କୁହନ୍ତୁ: ଭାରତ ସରକାରଙ୍କୁ ୟୁକ୍ରେନର ଅପିଲ୍
କିଭ୍: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗିରହିଥିବା ବେଳେ ଆଜି ହେଉଛି ଯୁଦ୍ଧର ଏକାଦଶ ଦିନ । ଏହି ଲଢ଼େଇକୁ ଆଜିକୁ ୧୧ ଦିନ ବିତିଯାଇଛି । କିନ୍ତୁ ଯୁଦ୍ଧ କମିବାର ନାଁ ଧରୁନାହିଁ । ରୁଷ ସେନା ୟୁକ୍ରେନର…
ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଦୁଃଖ ଖବର: ଆସନ୍ତା ଏପ୍ରିଲ ମାସରୁ ବଢ଼ିବ Bike Insurance Premium
ନୂଆଦିଲ୍ଲୀ: ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଏକ ନିରାଶାଜନକ ଖବର । ଆସନ୍ତା ଏପ୍ରିଲ ମାସରୁ ମହଙ୍ଗା ହେବାକୁ ଯାଉଛି ଗାଡ଼ି ବୀମା । କୋଭିଡ କାରଣରୁ ଗତ ଦୁଇବର୍ଷ ହେଲା ଗାଡ଼ିଗୁଡ଼ିକର ତୃତୀୟ ପକ୍ଷ ବୀମା ପ୍ରିମିୟମରେ ସଂଶୋଧନ…
ନିଜ ଦେଶର ବାର୍ତ୍ତାକାରଙ୍କୁ ଗୁଳି ମାରିଦେଲେ ୟୁକ୍ରେନ ସେନା
ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗିରହିଥିବା ବେଳେ ଆଜି ହେଉଛି ଯୁଦ୍ଧର ଏକାଦଶ ଦିନ । ଏହି ଲଢ଼େଇକୁ ଆଜିକୁ ୧୧ ଦିନ ବିତିଯାଇଛି । କିନ୍ତୁ ଯୁଦ୍ଧ କମିବାର ନାଁ ଧରୁନାହିଁ । ରୁଷ ସେନା…
ମରିପଲ ସହରରେ ରୁଷିଆର ବୋମାମାଡ଼: ୟୁକ୍ରେନକୁ ସହାୟତା ନେଇ ବାଇଡେନ୍-ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା
କିଭ: ୟୁକ୍ରେନ ଉପରେ ପୁଣି ଜୋରଦାର ଆକ୍ରମଣ କରିଛି ରୁଷିଆ । ୟୁକ୍ରେନର ବନ୍ଦର ସହର ମରିପଲକୁ ରୁଷୀୟ ସେନା ଟାର୍ଗେଟ କରିଛନ୍ତି । ମରିପଲ ସହର ଉପରକୁ ରୁଷୀୟ ସେନା ଘନ ଘନ ବୋମାମାଡ଼ କରୁଥିବା ଘଟଣା ସାମ୍ନାକୁ ଆସୁଛି ।…
ୟୁକ୍ରେନ-ରୁଷ ଯୁଦ୍ଧ ମଧ୍ୟରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ବଢ଼ିଲା ଦର, ରୋଷେଇ ଘରଉପରେ ସିଧା ପ୍ରଭାବ; IMF ଦେଲେ ଚେତାବନୀ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ କାରଣରୁ ଏବେ ଅନ୍ୟ ଦେଶ ଗୁଡ଼ିକ ଉପରେ ଜୋରଦାର୍ ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ଶସ୍ୟର ଦାମ୍ ବଢ଼ିଯାଇଥିବା ଦେଖିବାକୁ ମିଳିଛି । ଯୁଦ୍ଧ…
ତଳିତଳାନ୍ତ ଅବସ୍ଥାରେ ରୁଷ, ଦେଶରେ Visa ଓ Mastercard ସେବା ମଧ୍ୟ ହେଲା ବନ୍ଦ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ହମଲା କରିବା ପରଠାରୁ ରୁଷକୁ ଏକ ବଡ଼ ଧରଣର ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡ଼ୁଛି । ଆମେରିକାର ନେତୃତ୍ୱରେ ପଶ୍ଚିମ ଦେଶ ଗୁଡ଼ିକ ରୁଷ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇବାରେ ଲାଗିଛି…
ଗୋଡ଼ ଚିପିବା ବାହାନରେ ବୋହୂ ସହିତ ଅଶ୍ଳୀଳ ହରକତ କରୁଥିଲା ଶ୍ୱଶୁର, ବିରୋଧ କରିବାରୁ ମାରିଦେଲା ଗୁଳି; ଜାଣନ୍ତୁ ପୂରା ଘଟଣା
ହରିୟାଣା: ଜଣେ ନବବିବାହିତା ମହିଳାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଖବର ସାମନାକୁ ଆସିଛି । ଗୁଳି ମାରିଥିବା ଅଭିଯୋଗ ମହିଳାଙ୍କ ଶ୍ୱଶୁର, ଶାଶୁ ଓ ସ୍ୱାମୀ ଉପରେ ଲଗାଯାଇଛି । ତେବେ ମହିଳାଙ୍କ ବିବାହକୁ ଏକ ମାସ ବି…