CHARIDHAM
Browsing Category

ଦେଶ ବିଦେଶ

ତାଜମହଲାର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ, ୧୬ ସେକେଣ୍ଡର ଭିଡିଓକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ: ଆଗ୍ରାର ତାଜମହଲ ଉପରେ ଉଡାଜାହାଜ ଉଡ଼ିବାର ଭିଡିଓ ସାମନାକୁ ଆସିବା ପରେ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ(ଏଏସଆଇ) ତତ୍ପରତା ପ୍ରକାଶ କରିଛନ୍ତି । ଏଏସଆଇ ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି । ସେ…

ଅନନ୍ତନାଗ ପ୍ରସୂତି ଚିକିତ୍ସାଳୟରେ ସିଲିଣ୍ଡର ବ୍ଲାଷ୍ଟ, ୬ ଗୁରୁତର

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଶାୟରବାଗ ସ୍ଥିତ ମ୍ୟାଟରନିଟୀ ଆଣ୍ଡ ଚାଇଲ୍ଡ କେୟାର ହସ୍ପିଟାଲରେ ସିଲିଣ୍ଡର ବ୍ଲାଷ୍ଟ ହୋଇଛି । ଖବର ମୁତାବକ, ମଙ୍ଗଳବାର ଦିନ ହୋଇଥିବା ଏହି ବ୍ଲାଷ୍ଟରେ ଅତି କମରେ ୬…

ହିନ୍ଦତ୍ଵ ମାର୍ଗରେ ଗେହଲଟ ସରକାର ! ରାଜ୍ୟରେ ଆୟୋଜନ କରିବ ଭାଗବତ କଥା, ସୁନ୍ଦର କାଣ୍ଡ

ଜୟପୁର: ରାଜସ୍ଥାନରେ ୨୦୨୩ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ନରମ ହିନ୍ଦୁତ୍ଵର ସାହାରା ନେଉଥିବା ଦେଖିବାକୁ ମିଳିଛି। ରାଜସ୍ଥାନରେ କଂଗ୍ରେସ ନେତୃତ୍ଵାଧୀନ…

ଯେମିତି ହେଲେ ଆଜି ହିଁ କିଭ୍ ଛାଡି ଦିଅନ୍ତୁ ଭାରତୀୟ, ଦୂତାବାସର ନୂତନ ଆଡଭାଇଜରି ଜାରି

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ଯୁଦ୍ଧରେ ୟୁକ୍ରେନର ରାଜଧାନୀ କିଭରେ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି। ଏହା ମଧ୍ୟରେ ସେଠାରେ ଫସିଥିବା ଭାରତୀୟଙ୍କ ପାଇଁ କଠୋର ଆଡଭାଇଜରି ଜାରି କରାଯାଇଛି। ସମସ୍ତ ଭାରତୀୟ ନାଗରିକ ଏବଂ…

ଅପରେସନ ଗଙ୍ଗାରେ ସାମିଲ୍ ହେବ ବାୟୁସେନା, ୟୁକ୍ରେନରୁ ଭାରତୀୟଙ୍କୁ ଆଣିବ ସି-୧୭ ବିମାନ

ଚଣ୍ଡିଗଡ଼: ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସ୍ଵଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନିଜର ଅଭିଯାନକୁ ଜୋରଦାର କରିବା ସହ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର…

ଏୟାରଲିଫ୍ଟ ହେବେ ଭାରତୀୟ: ମୋଦୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ଶତାଧିକ ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ କରାଯିବ ଏୟାରଲିଫ୍ଟ । ଏନେଇ ବାୟୁସେନାକୁ…

ଲିଭ୍ ଇନ୍ କପଲଙ୍କୁ ସୁରକ୍ଷା ଆଦେଶ ଦେଲେ ହାଇକୋର୍ଟ, କହିଲେ- ସମୟ ଦ୍ରୁତ ଗତିରେ ବଦଳୁଛି…

ଚଣ୍ଡିଗଡ଼: ଲିଭ୍ ଇନ୍ କପଲଙ୍କୁ ସୁରକ୍ଷା ଯୋଗାଇ ଦେବା ଆଦେଶ ଦେଲେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ। ଏଥିସହ ଅଦାଲତ କହିଛନ୍ତି ସମୟ ଦ୍ରୁତ ଗତିରେ ବଦଳିବାରେ ଲାଗିଛି ଏବଂ ଆମକୁ ସେହି ଅନୁସାରେ ଖାପ ଖୁଆଇ ଚଳିବା ପାଇଁ…

ଆପଣଙ୍କ ନାମରେ ଥାନାରେ ମାମଲା ଥିଲେ ବି ଏଣିକି ମିଳିପାରିବ ପାସପୋର୍ଟ, ବୈଦେଶିକ ମନ୍ତ୍ରଣାଳୟ ଜାରି କଲା ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣଙ୍କ ନାମରେ ଥାନାରେ ମାମଲା ଥିଲେ ଏଣିକି ଆପଣମାନେ ପାଇପାରିବେ ପାସପୋର୍ଟ । ପୂର୍ବରୁ ମାମଲା ଥିଲେ ପାସପୋର୍ଟ ମିଳିବନି ବୋଲି ନିୟମ ରହିଥିଲା । ତେବେ ନିକଟରେ ବୈଦେଶିକ ବ୍ୟାପାର…

ତାଇୱାନ ଉପରେ ଚୀନ ଆକ୍ରମଣ କଲେ ଭୟଙ୍କର ହେବ ପରିଣତି, ମଇଦାନକୁ ଓହ୍ଲାଇବେ ଦୁଇ ମହାଶକ୍ତି ଆମେରିକା ଓ ଜାପାନ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱବାସୀଙ୍କ ଆଗରେ ଏବେ କେବଳ ଗୋଟିଏ ସମସ୍ୟା ଆସି ଉଭା ହୋଇଛି, ତାହା ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଏହି ଦୁଇ ଦେଶର ପରିସ୍ଥିତି ପରମାଣୁ ବୋମା ପର୍ଯ୍ୟନ୍ତ ଚାଲିଗଲାଣି । ତେବେ ଏହା ମଧ୍ୟରେ ଆଉ…

ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଦେଲାଙ୍କ ୨୬ ବର୍ଷିୟ ପୁଅଙ୍କ ଦେହାନ୍ତ, ସେରେବ୍ରାଲ୍ ପାଲ୍ସୀ ଦ୍ୱାରା ଥିଲେ ପୀଡ଼ିତ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସତ୍ୟ ନଦେଲାଙ୍କ ପୁଅଙ୍କ ଦେହାନ୍ତ ହୋଇଯାଇଛି । ମାତ୍ର ୨୬ ବର୍ଷ ବୟସରେ ସତ୍ୟ ନଦେଲାଙ୍କ ପୁଅ ଜେନ୍ ନାଦେଲା ଆଖି ବୁଜିଛନ୍ତି । ତେବେ ଏତେ କମ୍ ବୟସରୁ…