Browsing Category
ଦେଶ ବିଦେଶ
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୪ ଅଧ୍ୟାପକ ପାଇବେ ସମ୍ମାନଜନକ INSA ପୁରସ୍କାର
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୪ ଅଧ୍ୟାପକ ପାଇବେ ସମ୍ମାନଜନକ ଆଇଏନଏସଏ(INSA) ପୁରସ୍କାର । ବିଜ୍ଞାନ କ୍ଷେତ୍ରରେ ଗବେଷଣା ପାଇଁ ଏହି ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି । ଏହା ବିଜ୍ଞାନ କ୍ଷେତ୍ରରେ…
ବିମାନ ଦୁର୍ଘଟଣାରେ ଚାଲିଗଲା ୧୬ ଜଣଙ୍କ ଜୀବନ, ଯାତ୍ରା କରୁଥିଲେ ୨୩
ନୂଆଦିଲ୍ଲୀ: ଋଷର ତାତାରସ୍ତାନଠାରେ ୨୩ ଜଣ ଲୋକଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍ ହୋଇଯାଇଛି । ଯାହାଫଳରେ ୧୬ ଜଣ ପ୍ରାଣ ହରାଇଛନ୍ତି । ବାକି ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନେ ଗୁରୁତର ଭାବରେ ଆହତ ହୋଇଥିବା…
ଦେଶରେ ବିଜୁଳି ସଙ୍କଟ ନାହିଁ, ଅଯଥାରେ ଭ୍ରମ ସୃଷ୍ଟି କରାଯାଉଛି: କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ: ‘ଦେଶରେ କୋଇଲା ସଙ୍କଟ ଜାରି ରହିଛି । ଅତିବେଶିରେ ୪ ଦିନ ମଧ୍ୟରେ ସମସ୍ତ ଷ୍ଟକ କୋଇଲା ଶେଷ ହୋଇଯିବ ।’ ଏପରି ଭାବେ ମିଛରେ ଭ୍ରମ ସୃଷ୍ଟି କରାଯାଉଛି । ପର୍ଯ୍ୟାପ୍ତ ମାତ୍ରାରେ କୋଇଲା ଷ୍ଟକ୍ ରହିଛି ବୋଲି…
ଓଲଟିଲା ଡଙ୍ଗା, ବୁଡ଼ିଗଲେ ୧୦୦ରୁ ଅଧିକ ଲୋକ; ଉଦ୍ଧାର ହେଲାଣି ୫୧ ମୃତ ଶରୀର
ନୂଆଦିଲ୍ଲୀ: କଙ୍ଗୋରେ ଶନିବାର ଦିନ ଡଙ୍ଗା ବୁଡ଼ିବା ଫଳରେ ୧୦୦ରୁ ଅଧିକ ଜଣ ଭାସିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ହୋଇଯାଇଛି । ବାକି ୬୦ରୁ ଅଧିକ ଜଣଙ୍କ ଖୋଜ ଖବର ମିଳିନାହିଁ । ଏହି…
ମୃତକଙ୍କ ମୋବାଇଲ ଫୋନ ଚୋରି କରିଥିଲେ ସବ ଇନ୍ସପେକ୍ଟର, ଧରା ପଡିବା ପରେ ହେଲେ ସସପେଣ୍ଡ
ତିରୁଅନନ୍ତପୁରମ : ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଯୁବକଙ୍କ ମୋବାଇଲ ଫୋନ ଚୋରି କରିବା ଜଣେ ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡିଛି । ଏହି ନିନ୍ଦନୀୟ କାମ ପାଇଁ ପୋଲିସ ସବ ଇନ୍ସିପେକ୍ଟରଙ୍କୁ ନିଲମ୍ବିତ…
ପାକିସ୍ତାନର ପରମାଣୁ ବୈଜ୍ଞାନିକ ଅବଦୁଲ କାଦିର୍ ଖାନଙ୍କ ୮୫ ବର୍ଷରେ ନିଧନ
ନୂଆଦିଲ୍ଲୀ: ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଉଥିବା ଅବଦୁଲ କାଦିର୍ ଖାନ୍ ଙ୍କ ନିଦନ ହୋଇଯାଇଛି । ୮୫ ବର୍ଷରେ ତାଙ୍କର ପରଲୋକ ହୋଇଯାଇଛି । ପାକିସ୍ତାନର ସରକାରୀ ଟେଲିଭିଜନରେ ଏନେଇ ସୂଚନା…
ଅନ୍ଧାରରେ ବୁଡି ଯିବ କି ଦେଶ ? ଦିଲ୍ଲୀ, ବିହାର ସମେତ ଏହି ରାଜ୍ୟଗୁଡିକରେ ବ୍ଲାକ୍ ଆଉଟର ବିପଦ
ନୂଆଦିଲ୍ଲୀ : ଭାରତରେ କୋଇଲା ଅଭାବ କାରଣରୁ ବିଜୁଳି ସଙ୍କଟ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି । କରୋନା ଭାଇରସ୍ ମହାମାରୀ ପରେ ଏବେ ଅର୍ଥ ବ୍ୟବସ୍ଥା ଧିରେ ଧିରେ ଟ୍ରାକକୁ ଫେରୁଥିବାବ ବେଳେ କଳ କାରଖାନା, ଶିଳ୍ପ ଏବଂ…
ଭଗବାନ ରାମ-କୃଷ୍ଣ, ରାମାୟଣ ଓ ଗୀତାକୁ ‘ଜାତୀୟ ସମ୍ମାନ’ ଦେବାପାଇଁ ଆଇନ ଅଣାଯିବା ଦରକାର: ଆଲାହାବାଦ୍ ହାଇକୋର୍ଟ
ନୂଆଦିଲ୍ଲୀ: ଆଲାହାବାଦ୍ ହାଇକୋର୍ଟ କହିଛନ୍ତି ଯେ, ଭଗବାଦ ରାମ-କୃଷ୍ଣ, ଗ୍ରନ୍ଥ ଯେପରି ରାମାୟଣ ଓ ଗୀତା ଏବଂ ସେଗୁଡ଼ିକର ଲେଖକ ବାଲ୍ମୀକୀ ଏବଂ ବେଦ ବ୍ୟାସଙ୍କୁ "ରାଷ୍ଟ୍ରୀୟ ସମ୍ମାନ" ଦେବା ପାଇଁ ଆଇନ ଅଣାଯିବା ଦରକାର ।…
ପାୱାର କ୍ରାଇସିସ୍: ଏହି ୪ଟି କାରଣରୁ ଦେଶରେ ଦେଖାଦେଇଛି କୋଇଲା ସଙ୍କଟ
ନୂଆଦିଲ୍ଲୀ: ଦେଶରେ ଏବେ କୋଇଲା ସଙ୍କଟ ଘନେଇବାରେ ଲାଗିଛି । କୋଇଲା ସଙ୍କଟର ସିଧାସଳଖ ପ୍ରଭାବ ବିଜୁଳି ଉତ୍ପାଦନ ଉପରେ ପଡ଼ିବ । କାରଣ ଦେଶରେ ଅଧିକାଂଶ ବିଜୁଳି କୋଇଲାରୁ ହିଁ ଆସିଥାଏ । ଏହି ପରିସ୍ଥିତିରେ ଶକ୍ତି…
ଲଖିମପୁର ଖେରୀ ମାମଲା: ନିଜେ ଆଣିଥିବା ଭିଡିଓରେ ଫସିଗଲା ଆଶିଷ ମିଶ୍ରା, ଜେରା ବେଳେ ଦେଇପାରିଲାନି ପ୍ରଶ୍ନର ଉତ୍ତର
ଲଖିମପୁର ଖେରୀ: ୟୁପିର ଲଖିମପୁର ଖେରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗତକାଲି ଜେରା କରାଯିବା ପରେ ଶନିବାର ଦିନ ବିଳମ୍ବିତ ଗିରଫ କରାଯାଇ ତିନି ଦିନ ପାଇଁ ରିମାଣ୍ଡକୁ…