CHARIDHAM
Browsing Category

ଦେଶ ବିଦେଶ

QR Codeକୁ ସାବଧାନ; ୨୫ ଲକ୍ଷ ଟଙ୍କାର ହୋଇଛି ଠକେଇ ଅଭିଯୋଗ, ପଢ଼ନ୍ତୁ ପୂରା ଘଟଣାକ୍ରମ

ନୂଆଦିଲ୍ଲୀ: ଡିଜିଟାଲ୍ ଟ୍ରାନଜାକ୍ସନ୍ କୁ ବର୍ତ୍ତମାନ ସମୟରେ ଖୁବ୍ ସହଜ କରିଛି କ୍ୟୁଆର୍ କୋଡ୍ । ଏହାଦ୍ୱାରା ଖୁବ୍ ସହଜରେ ପେମେଣ୍ଟ୍ ହୋଇପାରୁଛି । ଡିଜିଟାଲ୍ ପେମେଣ୍ଟ୍ ଆସିବା ପରେ କ୍ୟାସ୍ ସମସ୍ୟା ଦୂର ମଧ୍ୟ ହୋଇଛି…

ଗାଁରେ ବେରୋଜଗାରୀ ବଢୁଥିବା ବେଳେ ମନରେଗା ବଜେଟରେ ୨୫ ପ୍ରତିଶତ ହ୍ରାସ, ୨୫ ଦିନ କାମ ମିଳିବା ମୁସ୍କିଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଭିତ୍ତିଭୂମି ଉପରେ ଫୋକସ୍ କରାଯାଇ ଗ୍ରାମ୍ୟ ବିକାଶ ପାଇଁ ବଜେଟ୍ ବୃଦ୍ଧି କରାଯାଇଛି। ଏଥର ସାଧାରଣ ବଜେଟରେ ଗାଁ ବିକାଶ ପାଇଁ ଏକ ଲକ୍ଷ ୩୫ ହଜାର ୯୪୪ କୋଟି…

୨୦୨୨ରେ ଲେଜର ଓ୍ଵାଲ ତିଆରି କରିବ ଇସ୍ରାଏଲ, ମିସାଇଲ୍ ବି ପଶି ପାରିବ ନାହିଁ

ନୂଆଦିଲ୍ଲୀ: ବିଶ୍ଵରେ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲ ନିଜର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ଲାଗିଛି। ଅତ୍ୟାଧୁନିକ ମାରଣାସ୍ତ୍ର ତିଆରି ପାଇଁ ପରିଚିତ ଇସ୍ରାଏଲ ଆଗାମୀ ଗୋଟିଏ ବର୍ଷ…

ଗ୍ରାହକ ଅର୍ଡର୍ କଲେ ୫୦,୯୯୯ ଟଙ୍କାର ଆପଲ୍ ଘଣ୍ଟା, ଡେଲିଭେରୀ ହେଲା ଚାଇନା ମାଲ୍

ନୂଆଦିଲ୍ଲୀ: ଯଦି ଆପଣ ଇ-କମର୍ସ ସାଇଟ୍ ରୁ ସପିଂ କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ନଚେତ୍ ଠକେଇରି ଶିକାର ହୋଇପାରନ୍ତି । ନିକଟରେ ହିଁ ଆମାଜନ୍ ସହ ଜଡ଼ିତ ଏକ ମାମଲା ସାମନାକୁ ଆସିଛି, ଯାହା ତାଜୁବ୍ କରିଛି ।…

ଚୀନ ସେନା ମୋ ହାତ-ଗୋଡ଼ ବାନ୍ଧି ବିଦ୍ୟୁତ୍ ଝଟକା ଦେଇଥିଲେ: ଅରୁଣାଞ୍ଚଳର ଅପହୃତା ଯୁବକ

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ମାସ ୧୮ ତାରିଖରେ ଅରୁଣାଞ୍ଚଳ ପ୍ରଦେଶର ୧୭ ବର୍ଷିୟ ଯୁବକ ମିରାମ ତାରନ୍ ଚୀନ ସୀମା ନିକଟରୁ ନିଖୋଜ ହୋଇଯାଇଥିଲେ । ନିକଟରେ ସେ ଗଣମାଧ୍ୟମକୁ ଚୀନ ସେନା ମାନେ ତାଙ୍କ ସହିତ କଣ…

ଦେଶକୁ ଫେରି ଆସିବ କଳାଧନ, ସମସ୍ତଙ୍କ ଆକାଉଣ୍ଟକୁ ପଠାଯିବ ୧୫ ଲକ୍ଷ: ୮ ବର୍ଷ ବିତିଗଲା, କେବେ ମିଳିବ?

ନୂଆଦିଲ୍ଲୀ: ଅଧିକାଂଶ ରାଜନୈତି ଦଳ ଓ ନେତାମାନେ ନିର୍ବାଚନ ପୂର୍ବରୁ ଜନତାଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥାନ୍ତି । ତେବେ ସେ କ୍ଷେତ୍ରରେ ବ୍ୟତିକ୍ରମ ନୁହନ୍ତି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

୫୭ଟି ଦେଶରେ ବ୍ୟାପିସାରିଲାଣି ଓମିକ୍ରନର ଗୁପ୍ତ ଭାରିଆଣ୍ଟ୍, ହୋଇଯାଆନ୍ତୁ ସଜାଗ: ହୁ’

ନୂଆଦିଲ୍ଲୀ: କରୋନାର ସବୁଠାରୁ ଦ୍ରୁତ ସଂକ୍ରାମକ ଭାରିଆଣ୍ଟ୍ ଓମିକ୍ରନ କହିବାକୁ ଗଲେ ସମଗ୍ର ବିଶ୍ୱରେ ବ୍ୟାପିଯାଇଛି । ଏହା ଭିତରେ ପୁଣି ଓମିକ୍ରନର ସବ୍ ଭାରିଆଣ୍ଟ୍ ଡରାଇବା ଆରମ୍ଭ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ବଜେଟ୍ ୨୦୨୨ରେ ମଧ୍ୟବିତ୍ତଙ୍କୁ କଣ ମିଳିଲା? ଏହି ୨୦ଟି ଟୁଇଟରୁ ସହଜରେ ବୁଝିଯାଆନ୍ତୁ!

ନୂଆଦିଲ୍ଲୀ: ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ର ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଏହାକୁ ନେଇ ଏବେ ଦେଶ ବ୍ୟାପୀ ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଏ ଏଥିରେ ସନ୍ତୁଷ୍ଟ…

ଦିନକରେ ୧ ଲକ୍ଷ ୬୧ ହଜାର ୩୮୬ ପଜିଟିଭ ଚିହ୍ନଟ, ୧୭୩୩ ମୃତ

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ପୁଣି ବଢ଼ିଯାଇଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୧ ହଜାର ୩୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୯.୨୬% ରହିଛି ।…

ପାକିସ୍ତାନରେ ତୈଳଦରରେ ନିଆଁ, ପେଟ୍ରାେଲ ମୂଲ୍ୟ ୧୪୭ ପାର୍

ଇସଲାମାବାଦ୍‌: ବଢୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ପାକିସ୍ତାନରେ ତେଲ ଦର ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ଇମ୍ରାନ ସରକାର ପେଟ୍ରୋଲର ମୂଲ୍ୟ ୩ ଟଙ୍କା ବଢାଇଛନ୍ତି ଯାହା ପରେ ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା…