Browsing Category
ଦେଶ ବିଦେଶ
ମାନସିକ ରୋଗ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ୨୭ ମୃତ
ନୂଆଦିଲ୍ଲୀ: ଜାପାନ୍ ର ଓସାକାରେ ଥିବା ଏକ ମାନସିକ ରୋଗ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଚିକିତ୍ସାଳୟର ୮ ମହଲାରେ ନିଆଁ ଲାଗିଯାଇଥିଲା ।…
ସ୍କୁଲ କାନ୍ଥ ଭୁସୁଡ଼ି ୩ ପିଲାଙ୍କ ମୃତ୍ୟୁ, ଘଟଣାକୁ ନେଇ ହଇଚଇ ସୃଷ୍ଟି
ଥିରୁନେଲଭ୍ୟାଲି: ସ୍କୁଲର ଟଏଲେଟ୍ କାନ୍ଥ ଭୁସୁଡ଼ିବା ଫଳରେ ୩ ଜଣ ପିଲାଙ୍କ ମୃତ୍ୟୁ ହୋଇଯାଇଛି ଓ ତିନି ଜଣ ଆହତ ହୋଇଛନ୍ତି । ଏହିଭଳି ଏକ ଘଟଣା ଘଟିଛି ତାମିଲନାଡ଼ୁର ଥିରୁନେଲଭ୍ୟାଲି ଠାରେ । ଏଠାରେ ଏକ ଘରୋଇ ସ୍କୁଲର…
ଏଣିକି ସୋସିଆଲ୍ ମିଡିଆ କମ୍ପାନୀ ଉପରେ ଲାଗିବ ଲଗାମ, ତଥ୍ୟ ଲିକ୍ ହେଲେ ଦେବାକୁ ହେବ ୧୫ କୋଟି ଟଙ୍କାର ଜୋରିମାନା
ନୂଆଦିଲ୍ଲୀ: ତଥ୍ୟ ଲିକ୍ ମାମଲାରେ ସୋସିଆଲ୍ ମିଡିଆ କମ୍ପାନୀଗୁଡିକ ଉପରେ କଟକଣା ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି । ଗୁରୁବାର ଦିନ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ ଉପରେ ସଂସଦୀୟ କମିଟିର ରିପୋର୍ଟ ରାଜ୍ୟସଭା ଓ…
(Video) ହସିବା ଓ କାନ୍ଦିବା ଉପରେ କଟକଣା, ନିୟମ ଭାଙ୍ଗିଲେ ମିଳୁଛି କଠୋର ଦଣ୍ଡ
ନୂଆଦିଲ୍ଲୀ: ଅଜବ ନିୟମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ ଉତ୍ତର କୋରିଆ । ଏବେ କିମ ଜୋଙ୍ଗ ଉନ ସରକାର ହସିବା, ମଦ ପିଇବା ଓ ଘର କିଣିବା ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ନିଷେଧାଦେଶ ୧୧ ଦିନ ପାଇଁ ଲାଗୁ ହୋଇଛି ।…
ବୟଫ୍ରେଣ୍ଡ ସହିତ ଭିଡିଓ କଲରେ ମହିଳା କରୁଥିଲେ ରୋମାନ୍ସ; ଅଚାନକ ଏପରି ସମସ୍ୟା ହେଲା ଯିବାକୁ ପଡ଼ିଲା ହସ୍ପିଟାଲ୍! ଜାଣନ୍ତୁ ପୂରା ଘଟଣା
ନୂଆଦିଲ୍ଲୀ: ପ୍ରେମିକ ସହିତ ଭିଡିଓ କଲ୍ ରେ ରୋମାନ୍ସ କରିବା ଜଣେ ମହିଳାଙ୍କୁ ଭାରି ପଡ଼ିଛି । କୋଭିଡ୍ ସମୟରେ ଏହି ପ୍ରେମୀ ଯୁଗଳ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ରହୁଥିଲେ । ତେଣୁ ଭିଡିଓ କଲ୍ ରେ ଦେଖା ଦେଖି…
ଜେଲ ଭିତରେ ରହି ବି ମହାଠକ ସୁକେଶ କୋଟିପତି ବ୍ୟବସାୟୀଙ୍କ ପତ୍ନୀଙ୍କୁୁ ଲଗାଇଥିଲା ୨୦୦ କୋଟିର ଚୁନା
ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ ଭିତରେ ରହି ବେଆଇନ ଭାବେ ୨୦୦ କୋଟି ଟଙ୍କା ଆଦାୟ କରିବା ପଛର ମାଷ୍ଟରମାଇଣ୍ଡ ସୁକେଶ ଚନ୍ଦ୍ରଶେଖର ଏକ ଚତୁର ଠକ । ଜେଲ ସଜ୍ଜା କାଟୁଥିବା ସମୟରେ ସେ ଜଣେ ବିଜିନେସ ମ୍ୟାନଙ୍କ…
ପ୍ରଧାନମନ୍ତ୍ରୀଙ୍କୁ ପୁଣି ଏକ ଅନ୍ତର୍ଜାତୀୟ ସମ୍ମାନ, ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାର ପାଇବେ ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ଯୋଡ଼ି ହୋଇଛି । ପଡ଼ୋଶୀ ଦେଶ ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାର ମୋଦିଙ୍କୁ ପ୍ରଦାନ କରାଯାଇଛି । ଏନେଇ ଭୁଟାନ ପ୍ରଧାନମନ୍ତ୍ରୀ…
୧୫ ଫୁଟ୍ ଗଭୀର ବୋରୱେଲରୁ ଉଦ୍ଧାର ହେଲା ୧ ବର୍ଷର ଶିଶୁ, ୧୦ ଘଣ୍ଟା ଧରି ଚାଲିଥିଲା ଅଭିଯାନ
ଭୋପାଳ: ମଧ୍ୟପ୍ରଦେଶର ଛତରପୁରଠାରେ ଗୁରୁବାର ଦିନ ଏକ ୧ ବର୍ଷର ନୀରିହ ଶିଶୁ ୧୫ ଫୁଟ୍ ଗଭୀର ବୋରୱେଲ୍ ଭିତରେ ପଡ଼ିଯାଇଥିଲେ । ଶିଶୁଟିକୁ ବାହାର କରିବା ପାଇଁ ଅନେକ କସରତ କରିବା ପଡ଼ିଥିଲା । ପ୍ରାୟ ୧୦ ଘଣ୍ଟା ଧରି…
କରୋନା ପାଇଁ ଟଳିଲା ମିସ୍ ୱାର୍ଲ୍ଡ ପ୍ରତିଯୋଗିତା, ଭାରତରୁ ପ୍ରତିଦ୍ୱନ୍ଦିତା କରୁଥିବା ମାନସା ବି ପଜିଟିଭ୍ ଚିହ୍ନଟ
ମୁମ୍ବାଇ: କୋଭିଡ୍ ମହାମାରୀ ପୁଣି ଥରେ ବିଶ୍ୱରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି । ଏହାର ନୂତନ ଭାରିଆଣ୍ଟ ଓମିକ୍ରନ୍ ରକେଟ୍ ବେଗରେ ମାଡ଼ୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଦେଶରେ ସଂକ୍ରମଣ ମାମଲା ବଢ଼ୁଛି । ଏବେ…
ବୁଲା କୁକୁରଙ୍କୁ ଖାଇବାକୁ ଦେବା ପଡ଼ିଲା ମହଙ୍ଗା, ମହିଳାଙ୍କ ଉପରେ କଲୋନୀ ଲଗାଇଲା ୮ ଲକ୍ଷ ଟଙ୍କା ଜୋରିମାନା
ମୁମ୍ବାଇ: ନଭୀ ମୁମ୍ବାଇର ଏକ ଆବାସିକ କମ୍ପେ୍ଲକ୍ସରେ ରହୁଥିବା ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ, ସୋସାଇଟିର ପ୍ରବନ୍ଧନ ସମିତି ପକ୍ଷରୁ କଲୋନୀ ପରିସରରେ ବୁଲା କୁକୁରଙ୍କୁ ଖାଇବାକୁ ଦେବାରୁ ତାଙ୍କ ଉପରେ ୮ ଲକ୍ଷ…