CHARIDHAM
Browsing Category

ଦେଶ ବିଦେଶ

ନଭେମ୍ବର ୨ ପରେ ସମାପ୍ତ ହୋଇପାରେ ନୀତିଶଙ୍କ ଯୁଗ: ବିହାରକୁ ପୁଣି ଲାଲୁ ରାଜ୍ ଫେରିବାକୁ ଚାଲିଛି ବିରାଟ ଷଡ଼ଯନ୍ତ୍ର, ଜାଣନ୍ତୁ ପରଦା ପଛର…

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପାଟନା ଫେରିବା ପରେ ଆଗାମୀ ଉପନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଦୀର୍ଘ ଦିନ ପରେ ଲାଲୁ ନିର୍ବାଚନ ପ୍ରଚାର ମଇଦାନକୁ…

ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ

କଲ୍ଲାକୁରିଚି: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାର ଶଙ୍କରପୁରମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକ ବାଣ ଦୋକାନରେ ନିଆଁ ଲାଗିବା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଦୋକାନ ମାଲିକ ଓ କର୍ମଚାରୀ…

ଆଜି ରାଜ୍ୟ-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ, କରୋନା ଟିକାକରଣ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ, ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ବୈଠକ ଡକାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ…

ଆଇଏସଆଇ ମୁଖ୍ୟ ହେଲେ ନଦୀମ ଅଞ୍ଜୁମ: ଇମ୍ରାନ ନୁହେଁ ପାକିସ୍ତାନୀ ସେନାର ପସନ୍ଦ !

ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ  ମଙ୍ଗଳବାର ଲେଫ୍ଟନାଣ୍ଟ ଜେନେରାଲ ନଦିମ ଅଞ୍ଜୁମଙ୍କୁ ଆଇଏସଆଇର ନୂତନ ମୁଖ୍ୟ ଭାବରେ ନିଯୁକ୍ତି ସମ୍ପର୍କରେ ସୂଚନା ଦେଇଛି । ନଦିମ ଅଞ୍ଜୁମ ମୁଖ୍ୟ ସେନା କର୍ମଚାରୀ କାମାର…

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା: ଅଭିନ ସାହୁ ଏବଂ ମନୀଷ ରାଜଗଡ଼ିଆଙ୍କୁ ଜାମିନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନ୍ ଖାନ୍ ଜାମିନ ପାଇପାରିନଥିଲେ ମଧ୍ୟ ବମ୍ବେ ହାଇକୋର୍ଟ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ଗିରଫ ହୋଇଥବା ଦୁଇ ଓଡ଼ିଆ ଯୁବକ ଅଭିନ ସାହୁ…

ହିନ୍ଦୁ ଧର୍ମ ଗ୍ରହଣ କରିବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ପୂର୍ବ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକମାବତୀ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ ସେ ମଙ୍ଗଳବାର ଇସଲାମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିବେ । ଏଥିପାଇଁ ବାଲୀର…

ବୁଧବାର ହେବ ଆର୍ୟନଙ୍କ ଜାମିନ ଶୁଣାଣି

ମୁମ୍ବାଇ: ବୁଧବାରକୁ ଘୁଞ୍ଚିଲା ଆର୍ୟନଙ୍କ ଜାମିନ ଶୁଣାଣି । କାଲି ଦିନ ୨ଟା ୩୦ ରେ ହାଇକୋର୍ଟରେ ଶୁଣାଣି । ଡ୍ରଗ୍ସ ମାମଲାରେ ଏନଡିପିଏସ କୋର୍ଟରୁ ୨ ଜଣଙ୍କୁ ଜାମିନ । ଅଭିନ ସାହୁ ଓ ମନୀଷ ରାଜଗଢ଼ିଆଙ୍କୁ ମିଳିଲା ଜାମିନ…

୧୧ ବାଘଙ୍କ ସାମ୍ନାକୁ ଡେଇଁଲେ ଯୁବକ, ଦେଖନ୍ତୁ ଏହାପରେ କ’ଣ ଘଟିଲା

ନୂଆଦିଲ୍ଲୀ: ବାଘ ନାଁ ଶୁଣିଲେ ସାଧାରଣତଃ ସମସ୍ତେ ଡରିଯାଇଥାନ୍ତି ଆଉ ପାଖକୁ ଯିବା ତ’ଦୂରର କଥା । କିନ୍ତୁ ଯଦି କେହି ଜାଣିଶୁଣି ବାଘ ସମ୍ନାକୁ ଡେଉଁଛି ତାହଲେ ଏହାର ପରିମାଣ କ’ଣ ହେବ ତାହା ହୁଏତ ଆପଣ ଚିନ୍ତା…

ଜାଲରେ ପଡ଼ିଲା ବିଶାଳ ମାଛ, ଦାମ୍ ୩୬ ଲକ୍ଷରୁ ଅଧିକ

ଜାଲରେ ପଡ଼ିଲା ୩ଲକ୍ଷର ମାଛ । ମାଛ ଧରାଳୀଙ୍କ ଜାଲରେ ପଡ଼ିଲା ବିରାଟ ମାଛ । ପଶ୍ଚିମ ବଙ୍ଗର ଦକ୍ଷିଣ ୨୪ ପ୍ରଗଣାର ସୁନ୍ଦରବନ ଅଞ୍ଚଳରେ ମାଛ ଧରାଳୀଙ୍କ ଜାଲରେ ପଡ଼ିଛି ଏହି ମାଛ । ମତ୍ସ୍ୟଜୀବୀମାନେ ନଦୀ କୂଳରେ ମାଛ ଧରିବା…

ଦୁଇଚକିଆ ଯାନରେ ୪ ବର୍ଷରୁ କମ୍ ବୟସର ପିଲାଙ୍କୁ ବସାଉଥିଲେ ହୋଇଯାଆନ୍ତୁ ସାବଧାନ: ଜାରି ହେଲା ନୂଆ ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ନିୟମ ଜାରି ହୋଇଛି । ଯଦି ବାଇକରେ ଆପଣ ୪ ବର୍ଷ ବା ତା’ଠାରୁ କମ୍ ବୟସର ପିଲାଙ୍କୁ ବସାଉଛନ୍ତି, ତେବେ ଆପଣ ସାବଧାନ ହୋଇଯାଆନ୍ତୁ । ଏ…