Browsing Category

ଦେଶ ବିଦେଶ

ନକଲି ଭ୍ୟାକ୍ସିନ୍ ର୍ୟାକେଟ: କିଙ୍ଗପିନଙ୍କ ସହିତ ଟିଏମ୍ସି ନେତାଙ୍କ ଫଟୋ ଭାଇରାଲ୍

କୋଲକାତା(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗରେ ନକଲି ଟିକା ର୍ୟାକେଟ୍ ମାମଲାକୁ ନେଇ ଆଉ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି । ନକଲି ଆଇଏଏସ ଅଫିସର ତଥା ନକଲି ଟିକାକରଣର ମୁଖ୍ୟ ଅଭିଯୁକ୍ତ ଦେବାଞ୍ଜନ ଦେବଙ୍କ ସହିତ ଏକାଧିକ…

ଅକ୍ସିଜେନ୍ ଅଡିଟ୍ ରିପୋର୍ଟକୁ ନେଇ ଦିଲ୍ଲୀ ସରକାରଙ୍କୁ ଘେରିଲେ ବିଜେପି, ସିସୋଦିୟା କହିଲେ, ‘ଏପରି କିଛି ରିପୋର୍ଟ ହିଁ ଆସିନି’

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରରେ ଦିଲ୍ଲୀରେ ଦେଖାଦେଇଥିବା ଅକ୍ସିଜେନ୍ ସଙ୍କଟ ବିଷୟକୁ ଆଧାର କରି ସୁପ୍ରିମ୍ କୋର୍ଟର ଅଡିଟ୍ ପ୍ୟାନେଲ୍ ରିପୋର୍ଟକୁ ନେଇ ଆମ ଆଦମୀ ପାର୍ଟି ଏବଂ ବିଜେପି ମୁହାମୁହିଁ…

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଇଡିର ଚଢ଼ାଉ

ନାଗପୁର: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପଦ ଛାଡିବା ପରେ ବି ସମସ୍ୟା ବଢ଼ିବାରେ ଲାଗିଛି । ଯେବେଠାରୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନିଲ…

ମାସ୍କ ନପିନ୍ଧି ଭିତରକୁ ଚାଲି ଆସିଲେ, ଗ୍ରାହକଙ୍କୁ ଗୁଳି କଲେ ବ୍ୟାଙ୍କ ଅଫ ବରୋଦାର ଗାର୍ଡ

ଭୁବନେଶ୍ଵର: କରୋନା ମହାମାରୀ ସମୟରେ ଲୋକଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ବାରମ୍ବାର ସରକାରଙ୍କ ପକ୍ଷରୁ ଅପିଲ୍  ଓ ସଚେତନ କରାଯାଉଛି। ଅଫିସ କାର୍ଯ୍ୟାଳୟ, ଦୋକାନ ବଜାର, ହାଟ ସବୁଠି…

ସୁପ୍ରିମକୋର୍ଟର ଅଡିଟ୍ ରିପୋର୍ଟରେ ଧରାପଡ଼ିଲା କେଜ୍ରିୱାଲଙ୍କ ମିଛ, ମାଗିଥିଲେ ୪ ଗୁଣ ଅଧିକ ଅକ୍ସିଜେନ୍

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଦେଶର ବିଭିନ୍ନ ରାଜ୍ୟ ସମେତ ଦିଲ୍ଲୀରେ ମଧ୍ୟ ଅକ୍ସିଜେନର ଅଭାବ ଦେଖାଦେଇଥିଲା । ଦିଲ୍ଲୀରେ ଅକ୍ସିଜେନ ସଙ୍କଟକୁ ନେଇ ସୁପ୍ରିମକୋର୍ଟର ଅଡିଟ୍ ପ୍ୟାନେଲର ରିପୋର୍ଟରେ ଏକ…

ଡେଲଟା ଭାରିଆଣ୍ଟର ବୃଦ୍ଧି ପାଉଥିବା ମାମଲାକୁ ନେଇ କେନ୍ଦ୍ରକୁ ରାହୁଲ କଲେ ୩ଟି ପ୍ରଶ୍ନ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ଡେଲଟା ପ୍ଲସ୍ ଭାରିଆଣ୍ଟ ମାମଲା ସାମନାକୁ ଆସିଛି । ଡେଲଟା ଭାରିଆଣ୍ଟ ତୁଳନାରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।…

ଚଉବନରେ ଚମକୁଛନ୍ତି, ମଧୁଝରା ହସ ଓ ହୃଦୟ ଜିଣା ନୃତ୍ୟରେ ଚର୍ଚ୍ଚିତ ଚେହେରା

ଓଡ଼ିଶା ଭାସ୍କର ବ୍ୟୁରୋ: ସେଇ ଢଙ୍ଗ, ସେଇ ଚାହାଣୀ । ସେଇ ସୁନ୍ଦରତା ସେଇ ନାଚ ଶୈଳୀ । ଏହି ସ୍ୱତନ୍ତ୍ର ଦକ୍ଷତା ରହିଛି ତାଙ୍କର । ଯେଉଁଥିପାଇଁ ନୂଆପିଢ଼ିର କୌଣସି ନାୟିକା ତାଙ୍କୁ ଟକ୍କର୍ ଦେଇପାରୁନାହାନ୍ତି । ଆଉ ଏବେ…

ବିନା ଅର୍ଡର ଓ ପେମେଣ୍ଟରେ ମହିଳାଙ୍କ ଘରେ ପହଞ୍ଚିଲା ଆମାଜନ୍ ତରଫରୁ ୧୫୦ ଡେଲିଭେରି ପ୍ୟାକେଟ୍, ତାପରେ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ଆଜି କାଲି ଯୁବଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ୍ ଉପରେ ନିର୍ଭର କରୁଛନ୍ତି । ଖାସ୍ କରି ଏହି କରୋନା ଲକଡାଉନ୍ ସମୟରେ ଅନେକ ଲୋକ କେବଳ ଅନଲାଇନ୍ ଉପରେ ନିର୍ଭର କରୁଛନ୍ତି ।…

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ମୃତ୍ୟୁ ପାଇଁ ଦାୟୀ କିଏ ଥିଲା, ଆସନ୍ତୁ ଜାଣିବା ସେ ରହସ୍ୟ ବିଷୟରେ

ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ଲାଲବାହାଦୁର ଶାସ୍ତ୍ରୀ । ସେ ୧୯୬୪ ମସିହା ଜୁନ ୯ ତାରିଖରୁ ୧୯୬୬ ମସିହା ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ । ସେ…

ମହାପ୍ରଭୁଙ୍କ ଅଣସର ସମୟରେ ପଟିଦିଅଁ ଉପାସନା, ନୀତି-ରୀତି ସମ୍ପର୍କରେ ଜାଣନ୍ତୁ…

ପୁରୀ(ଓଡ଼ିଶା ଭାସ୍କର): ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜିଉମାନେ ସ୍ନାନବେଦିରୁ ଗଲା ପରେ ଅଣସର ପିଣ୍ଡିରେ ଦଇତାମାନେ ତାଙ୍କ ଶ୍ରୀମୁଖରେ ଲାଗିହୋଇଥିବା ରାହୁରେଖା ଓ ଚିତା ବାହାର କରି ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର…