
Browsing Category
ଦେଶ ବିଦେଶ
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେବା ପରି ନେତା କଂଗ୍ରେସରେ ଜଣେ ହେଲେ ନାହାନ୍ତି: ପୂର୍ବତନ ବିଦେଶ ମନ୍ତ୍ରୀ ନଟବର ସିଂହ
ନୂଆଦିଲ୍ଲୀ : କଂଗ୍ରେସରେ ଜାରି ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟରେ ପାର୍ଟିରେ ପୁଣି ଥରେ ନେତୃତ୍ୱ ପରିବର୍ତ୍ତନର ଦାବି ଜୋର ଧରିଛି । ଅନେକ ବରିଷ୍ଠ ନେତା ମଧ୍ୟ ଶୀଘ୍ର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ(ସିଡବ୍ଲ୍ୟୁସି)…
୧୩୬ଟି ଆପ୍ କୁ ବ୍ୟାନ୍ କଲା ଗୁଗୁଲ୍, ତୁରନ୍ତ କରନ୍ତୁ ଡିଲିଟ୍ ନଚେତ୍ ଆକାଉଣ୍ଟ୍ ହୋଇଯିବ ଖାଲି
ନୂଆଦିଲ୍ଲୀ: କରୋନା କାଳରେ ସାଇବର୍ ଅପରାଧ ବଢ଼ିବାରେ ଲାଗିଛି । ବିଭିନ୍ନ ପ୍ରକାରର ଫ୍ର୍ରଡ୍ ଆପ୍ ଜରିଆରେ ସାଇବର୍ ଅପରାଧି ମାନେ ଲୋକଙ୍କ ଫୋନ୍ କୁ ହ୍ୟାକ୍ କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ୍ କରୁଛନ୍ତି…
ସାବଧାନ୍! ୩ ମାସ ପର୍ଯ୍ୟନ୍ତ ରାସନ ନନେଲେ ବନ୍ଦ ହୋଇଯିବ କାର୍ଡ
ନୂଆଦିଲ୍ଲୀ: ରାସନର ଡୋର ଷ୍ଟେପ୍ ଡେଲିଭରୀକୁ ମଞ୍ଜୁରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାରି ମଧ୍ୟରେ ରାସନ କାର୍ଡଧାରୀଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଲଗାତାର ୩ ମାସ ଧରି ରାସନ ନେଉନଥିବା ରାସନ…
ଅଳ୍ପ ବୟସରେ ବିବାହ, ୨୦ ବର୍ଷରେ ୪-୪ଟି ଛୁଆ…ସରକାରୀ ରିପୋର୍ଟ ଖୋଲିଲା ମହିଳାଙ୍କ ସ୍ୱାସ୍ଥ୍ୟରେ କେରଳ ମଡେଲ୍ ଗୁମର
ଥିରୁବନନ୍ତପୁରମ: କେରଳ ସରକାରଙ୍କ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୯ ରେ ଶିଶୁଙ୍କୁ ଜନ୍ମ ଦେଇଥିବା ୪.୩୭ ପ୍ରତିଶତ ମା'ଙ୍କ ବୟସ ୧୫ରୁ ୧୬ ବର୍ଷ ମଧ୍ୟରେ ରହିଛି । ଏମାନଙ୍କ ମଧ୍ୟରୁ କିଛି ଜଣଙ୍କର ୧୯ ବର୍ଷରେ ଦୁଇଟି…
ଆମେରିକାରେ କରୋନା ମୃତ୍ୟୁ ୭ ଲକ୍ଷ ଟପିଲା
ୱାଶିଂଟନ୍: ଆମେରିକାରେ କରୋନା କହର କମିନାହିଁ । ସେଠାରେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଡେଲ୍ଟା ଭାରିଆଣ୍ଟର ପ୍ରଭାବ କମ୍ ହେବାରୁ ମେଡିକାଲରୁ କିଛି ଆଶ୍ୱସ୍ତିକର ଖବର ଆସିଛି ।…
ଡିଏନଏ ଟେଷ୍ଟ୍ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ, ଏହା ଗୋପନୀୟତା ଅଧିକାରର ଉଲଙ୍ଘନ ଅଟେ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କାହାକୁ ବି ଡିଏନଏ ଟେଷ୍ଟ୍ ପାଇଁ ବାଧ୍ୟ କରାଯାଇପାରିବ ନାହିଁ, ଏପରି କରିବାକୁ ବାଧ୍ୟ କରିବା ତଥା କରାଇବା ବ୍ୟକ୍ତିଗତ ସ୍ୱତନ୍ତ୍ରତା ଓ ଗୋପନୀୟତା ନିୟମର ଉଲଙ୍ଘନ କରିବା ସହିତ ସମାନ । ଏପରି କିଛି…
କଂଗ୍ରେସକୁ ମୂଳପୋଛ କରିବା ପାଇଁ ଦଳର ବରିଷ୍ଠ ନେତାମାନେ ଭାଜପା ସହ କରିଛନ୍ତି ଗୁପ୍ତ ଷଡ଼ଯନ୍ତ୍ର, ଜାଣନ୍ତୁ ଏହାର ସତ୍ୟତା
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଭାଜପା କ୍ଷମତାରେ ରହିଥିବା ବେଳେ ସର୍ବପୂରାତନ ଦଳ କଂଗ୍ରେସ ଦିନକୁ ଦିନ ଦିଶାହୀନ ହୋଇ ତଳକୁ ଖସିବାରେ ଲାଗିଛି । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିଲେ ହେଁ ବିଭିନ୍ନ ସମୟରେ ଦଳର…
ମହାତ୍ମା ଗାନ୍ଧି ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜୟନ୍ତୀ ଦେଶବ୍ୟାପୀ ଖୁବ୍ ଧୁମଧାମରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ…
REET Paper Leak ଖୁଲାସା: ଚପଲରେ ଲୁଚାଇ ନେଇଥିଲେ ଇଲେକ୍ଟ୍ରୋନିକ୍ ଡିଭାଇସ୍, ଚଳନ୍ତା ବସରେ ଦିଆଯାଇଥିଲା ଟ୍ରେନିଂ
ନୂଆଦିଲ୍ଲୀ: ରାଜସ୍ଥାନରେ ହୋଇଥିବା ରିଟ୍ ପେପର ଲିକ୍ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଦ୍ଦାଫାସ୍ ହୋଇଛି । ଅଭିଯୁକ୍ତମାନେ ଚପଲରେ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଲୁଚାଇ ନେଇଥିଲେ । କେବଳ ଏତିକି ନୁହେଁ, ସେମାନଙ୍କ ପାଇଁ…