Browsing Category
ଦେଶ ବିଦେଶ
୧୦୦ ମିଟରରୁ ଅଧିକ ଲମ୍ବା ଳାଇନରେ ରହିଲେ ଟୋଲ ଟ୍ୟାକ୍ସ ଛାଡ଼
ନୂଆଦିଲ୍ଲୀ: ଆଉ ଟୋଲଗେଟରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବନାହିଁ । ମାତ୍ର ୧୦ ସେକେଣ୍ଡରେ ପାର ହେବେ ଟୋଲ ଗେଟ୍ । ନ୍ୟାସନାଲ ହାଇୱେ ଅଫ୍ ଇଣ୍ଡିଆ (ଏନଏଚଆଇ) ପକ୍ଷରୁ ଏନେଇ ଜାରି ହୋଇଛି ନୂଆ ନିର୍ଦ୍ଦେଶ । ସୂଚନା…
ମହିଳାଙ୍କୁ ବାଂଲାଦେଶରୁ ଭାରତକୁ ଆଣି ଦୁଷ୍କର୍ମ ସହ ନିର୍ଯାତନା ଦେଉଥିଲେ ୪ ଯୁବକ ଓ ୨ ଯୁବତୀ; ଆର୍ଥିକ କାରବାରକୁ ନେଇ ସୃଷ୍ଟି ହେଲା ବିବାଦ
ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୋଲିସ ଦ୍ୱାରା ପାଞ୍ଚ ଜଣ ବାଂଲାଦେଶୀ ଗିରଫ ହୋଇଛନ୍ତି । ତେବେ ଗିରଫମାନଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ଅଭିଯୋଗ ଏମାନଙ୍କ ନାମରେ ରହିଥିଲା ।…
ବାତ୍ୟା ସମୟରେ ଜନ୍ମହେଲେ ୭୫୦ ଛୁଆ; ଝିଅ ହେଉକି ପୁଅ, ବାପା-ମା’ ନାମ ରଖିଲେ ‘ୟଶ୍’
ନୂଆଦିଲ୍ଲୀ: ଓଡିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟା ୟଶ୍ ଅନେକ କ୍ଷୟକ୍ଷତି ଘଟାଇଛି । ଯାହାର ସମୀକ୍ଷା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୁଛନ୍ତି । ତେବେ ଏହି ବାତ୍ୟା ସମୟରେ ଅନେକ କୋମଳମତି ଶିଶୁ ଦୁନିଆକୁ…
ଡ୍ରଗ୍ସ କେସରେ ସୁଶାନ୍ତ ସିଂହଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ଗିରଫ କଲା ଏନସିବି
ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ନାର୍କୋଟିସ୍ କଂଟ୍ରୋଲ ବ୍ୟୁରୋ(ଏନସିବି)ର ଟିମ ଶୁକ୍ରବାର ଗିରଫ କରିଛି । ଡ୍ରଗ୍ସ ମାମଲାରେ ଏନସିବି ପିଠାନୀଙ୍କୁ…
ସରକାରଙ୍କ ଦ୍ୱାରା ଜାରି ହେଲା ଲଟେରି ଟିକେଟ୍: ଭ୍ୟାକ୍ସିନ ନେଲେ ଜିତିପାରିବେ ୧୦ କୋଟି, ଜାଣନ୍ତୁ ଓଡ଼ିଶାରେ ଏହା ଉପଲବ୍ଧ ହେବ ନା ନାହିଁ
ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆତଙ୍କ ଜାରି ରହିଛି । ଏହି ଭାଇରସକୁ ମାତ୍ ଦେବା ପାଇଁ ଭ୍ୟାକ୍ସିନର ଯୁଦ୍ଧ ଚାଲିଛି । ଆମେରିକା, ୟୁରୋପ ସହ ଭାରତରେ ମଧ୍ୟ ଟିକାକରଣ ବଡ଼ ଆକାରରେ…
ଅକ୍ସିଜେନ୍ ଅଭାବରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମିଳିବ ୫ ଲକ୍ଷ ଟଙ୍କା, ଘୋଷଣା କଲେ ସରକାର
ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ବେଳେ ମୃତ୍ୟୁ ସଂଖ୍ୟା ଖୁବ୍ ବଢ଼ିଯାଇଛି । ଖାସ୍ କରି ଅକ୍ସିଜେନ୍ ଅଭାବରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ହେଲେ ଏହା ଭିତରେ ଦିଲ୍ଲୀ ସରକାର ଆଜି ଏକ ବଡ ଘୋଷଣା କରଇଛନ୍ତି…
ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ଶୁଭେନ୍ଦୁଙ୍କୁ ନିମନ୍ତ୍ରଣ ନେଇ ମମତା ଖପ୍ପା, ହେବେ ନାହିଁ ସାମିଲ
କୋଲକାତା : ବାତ୍ୟା ୟଶର ଘଟିଥିବା କ୍ଷୟକ୍ଷତିର ସମୀକ୍ଷା କରିବା ଏବଂ ପ୍ରଭାବିତ ଅଂଚଳ ପରିଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଓଡିଶାରେ…
‘ପ୍ୟାଡ୍ ଓମେନ୍’ ସମ୍ପର୍କରେ ଜାଣନ୍ତୁ, ବାଣ୍ଟୁଛନ୍ତି ସାନିଟାରୀ ନାପକିନ୍
ଭୁବନେଶ୍ୱର: ଘାତକ କରୋନା ଭୂତାଣୁ ଭୟରେ ରହିଛି ସାରା ଦେଶ । ସବୁ ପ୍ରାଣୀଙ୍କ ଜୀବନ ସୁରକ୍ଷା ନେଇ ମଧ୍ୟ ଉପୁଜିଛି ବିଭିନ୍ନ ସମସ୍ୟା । ଏଭଳି ସ୍ଥିତିରେ ମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ରାଜ୍ୟରେ ଲାଗିଛି…
ନାରଦା କେସ୍: ୪ ଟିଏମସି ନେତାଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ
କୋଲକାତା: ନାରଦା ମାମଲାରେ ୪ ଟିଏମସି ନେତାଙ୍କୁ କୋଲକାତା ହାଇକୋର୍ଟ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ତେବେ କୋଲକାତା ହାଇକୋର୍ଟର ୫ ଜଣିଆ ଖଣ୍ଡପୀଠ ଜାମିନ ପ୍ରଦାନ ଅବସରରେ ଏହି ନେତାମାନଙ୍କୁ ସାମ୍ବାଦିକଙ୍କ ସହ…
ଏହି ଅଭିନେତ୍ରୀଙ୍କ ବ୍ରାଇଡାଲ୍ ଲୁକ୍ ସତେଯେମିତି ଐଶ୍ୱର୍ଯ୍ୟା ରାୟଙ୍କ ଜେରକ୍ସ କପି, ଚିହ୍ନନ୍ତୁ, ଫଟୋରେ ଥିବା ଅଭିନେତ୍ରୀ ଜଣକ କିଏ?
ନୂଆଦିଲ୍ଲୀ: ୨୦୦୫ ମସିହାରେ ସଲମାନଙ୍କ ଖାନଙ୍କ ସହ ‘ଲକି: ନୋ ଟାଇମ୍ ଫର୍ ଲଭ୍’ରେ ବଲିଉଡରେ ଡେବ୍ୟୁ କରିଥିଲେ ସେ । ଆଜିକାଲି ଏହି ଅଭିନେତ୍ରୀଙ୍କ ବିବାହ ପୂର୍ବର ଫଟୋସୁଟକୁ ନେଇ ଚାରିଆଡ଼େ ଚାଲିଛି ଚର୍ଚ୍ଚା । ସୋସିଆଲ…