Browsing Category

ଦେଶ ବିଦେଶ

ବନ୍ୟା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ରାଣ ହରାଇଲେଣି ୨୪ଟି ପଶୁ

ଗୌହାଟି: ଆସାମ ବନ୍ୟାରେ ସାଧାରଣ ଲୋକଙ୍କ ସହିତ ଜୀବଜନ୍ତୁ ମାନେ ବି ହନ୍ତସନ୍ତ ହେଉଛନ୍ତି । ଏହି ବନ୍ୟା ଏବେ ସେମାନଙ୍କ ପାଇଁ କାଳ ପାଲଟିଛି । ବନ୍ୟା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପାଣି ପଶିବା ଫଳରେ ଏବେ…

ତାଲିବାନି ହାତକୁ ପଞ୍ଜଶୀର ଘାଟି ବି ଗଲା, ଏବେ ପୂରା ଆଫଗାନିସ୍ତାନ ଆତଙ୍କବାଦୀଙ୍କ କବଜାରେ

କାବୁଲ: ତାଲିବାନି ସୋମବାର ଦିନ ଘୋଷଣା କରିଛି ଯେ, ପଞ୍ଜଶୀର ଉପରେ ସେମାନେ ସମ୍ପୂର୍ଣ୍ଣ ଭାବରେ କବଜା କରିସାରିଛନ୍ତି । କିଛି ଦିନ ହେବ ତାଲିବାନି ମାନେ ପଞ୍ଜଶୀର ଉପରେ କବଜା କରିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ…

ସଂସଦ ପାଇଁ ଡ୍ରେସ୍ କୋଡ୍: ଟି-ସାର୍ଟ, ଜିନ୍ସ, ସ୍ଲିଭଲେସ୍ ଟପ୍ ପିନ୍ଧି ଆସିପାରିବେନି ସାଂସଦ, ତାଳି ବଜାଇବା ପାଇଁ ବି ନାହିଁ ଅନୁମତି

ଲଣ୍ଡନ: ବ୍ରିଟିଶ ସାଂସଦ ମାନଙ୍କ ପାଇଁ ଡ୍ରେସ୍ କୋର୍ଡ ଲାଗୁ କରାଯାଇଛି । ସାଂସଦ ମାନେ ଏଣିକି ସଂସଦକୁ ଜିନ୍ସ, ଟି-ସାର୍ଟ, ସ୍ଲିଭଲେସ୍ ଟପ୍ ପିନ୍ଧି ଆସିପାରିବେ ନାହିଁ । ଖାଲି ସେତିକି ନୁହେଁ ସେମାନେ ଗୃହ ମଧ୍ୟରେ…

ପାକରେ ମହିଳା ପୋଲିସ୍ କର୍ମୀ ବି ନୂହନ୍ତି ସୁରକ୍ଷିତ, ଅପହରଣ ପରେ ରେପ୍ କରିବାକୁ ଉଦ୍ୟମ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାକିସ୍ତାନରେ ମହିଳାଙ୍କ ପ୍ରତି ଅପରାଧ ବଢ଼ିବାରେ ଲାଗିଛି । ସେଠାରେ ମହିଳା ମାନେ ଆଦୌ ସୁରକ୍ଷିତ ନୁହନ୍ତି । ସାଧାରଣ ମହିଳା ତ ଦୂରର କଥା ଏଠାରେ ମହିଳା ପୋଲିସ୍ କର୍ମୀ ବି ସୁରକ୍ଷିତ ନୁହନ୍ତି…

ମାଡିଆସିଲା କି ତୃତୀୟ ଲହର ! ଦେଶରେ ଦିନକରେ ୩୮,୯୪୮ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପୂର୍ବରୁ ଗବେଷକମାନେ ଚେତାବନୀ ଦେଇଥିବା ବେଳେ ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ଲୋକଙ୍କୁ ଡରାଇ ଦେଇଛି । ଦେଶରେ ପୁଣି ବଢ଼ିଯାଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା…

ପର୍ସନାଲ୍ ଟ୍ୟୁସନ୍ କରିବା ନାଁରେ ୧୪ ବର୍ଷ ଛାତ୍ରଙ୍କୁ ୩ଥର ଦୁର୍ଷ୍କମ କରିଛନ୍ତି ଶିକ୍ଷୟତ୍ରୀ, ପୋଲିସ୍ କଲା ଗିରଫ

ନୂଆଦିଲ୍ଲୀ: ଜଣେ ମହିଳା ଶିକ୍ଷକଙ୍କ ଏପରି ଲଜ୍ଜାଜନକ କାର୍ୟ୍ୟ ସାମ୍ନାକୁ ଆସିଛି, ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ। ପିଲାଟିକୁ ପାଠ ପଢେଇବା ନାମରେ ଏମିତି ଏକ କାର୍ୟ୍ୟ କରିଛନ୍ତି ଯାହା ସମ୍ମାନିତ…

୨୭ରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଙ୍ଗଠନ

ଲକ୍ଷ୍ନୌ: ଚଳିତ ମାସ ୨୭ ତାରିଖରେ ଭାରତ ବନ୍ଦ ପାଳନ ପାଇଁ ଚାଷୀ ସଙ୍ଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ଦିନ ସାରା ଦେଶରେ ଟ୍ରେନ୍‌ ଏବଂ ବସ୍‌ ଯାତ୍ରା ବନ୍ଦ ରହିବ ବୋଲି ଭାରତ କିଷାନ ୟୁନିଅନର ନେତା ରାକେଶ…

୮୬ ବର୍ଷରେ ଦଶମ ପାସ୍‌ କଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା, ରଖିଲେ ଏତିକି ପ୍ରତିଶତ ମାର୍କ

ଚଣ୍ଡିଗଡ଼: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା ଇଂରାଜୀ ବିଷୟରେ ପାସ ହେବା ସହିତ ଦଶମ ଶ୍ରେଣୀରେ ପାସ ହୋଇଛନ୍ତି । ୮୬ ବର୍ଷୀୟ ଚୌଟାଲା ଗତ ଅଗଷ୍ଟ ୧୮ ତାରିଖରେ ଇଂରାଜୀ ପରୀକ୍ଷା ଦେଇଥିଲେ । ଏହାର…

୮ ମାସର ଗର୍ଭବତୀ ମହିଳା ପୋଲିସ ଅଫିସରଙ୍କୁ ବୀଭତ୍ସ ହତ୍ୟା; ବର୍ବରତାର ସୀମା ଲଂଘିଲେ ତାଲିବାନୀ

ନୂଆଦିଲ୍ଲୀ: ତାଲିବାନୀ ମାନେ ଆଫଗାନିସ୍ତାନ କବଜା କରିବା ପରେ ମହିଳାଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି । ଶନିବାର ଆଫଗାନିସ୍ତାନର ଘୋର ପ୍ରଦେଶରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଅତ୍ୟନ୍ତ ବୀଭତ୍ସ…

ବିଶ୍ୱର ଟପ ଲିଡରଙ୍କୁ ପଛରେ ପକାଇଲେ ମୋଦୀ : Among all adults ସର୍ଭେରେ ଏକ ନମ୍ବର

ନୂଆଦିଲ୍ଲୀ: ବିଶ୍ୱରେ ବଢିଲା ମୋଦୀଙ୍କ ଲୋକପ୍ରିୟତା । ଜୋ ବାଇଡେନ, ବୋରିସ୍ ଜନସନ, ଆଞ୍ଜେଲା ମର୍କେଲ, ଜଷ୍ଟିନ ଟ୍ରୁଡୋ ଏବଂ ଅନ୍ୟ ହେଭିୱେଟଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଟପ ଲିଡର…