Browsing Category

ଦେଶ ବିଦେଶ

ସିଏଏ ଉପରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ୪ ସପ୍ତାହରେ ଜବାବ ତଲବ

ନୂଆଦିଲ୍ଲୀ,୨୨ ।୧: ନାଗରିକତା ସଂଶୋଧନ ଆଇନ ବା ସିଏଏ ଓ ଏନପିଆର ଉପରେ ଏବେ ରୋକ୍ ଲାଗିବନି । ସିଏଏକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ୨ ମାସ ପାଇଁ ସ୍ଥଗିତାଦେଶ ଦେବାକୁ ଦାବି କରିଛନ୍ତି କପିଲ ସିକଲ ।…

ଅଯୋଧ୍ୟା ମାମଲାରେ କ୍ୟୁରେଟିଭ ପିଟିସନ ଦାଖଲ

ନୂଆଦିଲ୍ଲୀ, ୨୧ା୧: ଅଯୋଧ୍ୟା ରାମ ଜନ୍ମଭୂମି ମାମଲାରେ କ୍ୟୁରେଟିଭ ପିଟିସନ ଆଜି ଦାଖଲ ହୋଇଥିବା ସୂଚନା ମିଳିଛି । ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ପିସ୍ ପାର୍ଟି । କୋର୍ଟଙ୍କ ରାୟ ଯୋଗ୍ୟତା ନୁହେଁ ବରଂ…

୧ ଜୁନରୁ ଆରମ୍ଭ ହେବ ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା

ନୂଆଦିଲ୍ଲୀ,୨୦ ।୧: ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା ଆସନ୍ତା ଜୁନ୍ ୧ରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ଖାଦ୍ୟ ଓ ସାର୍ବଜନୀନ ବିତରଣ ମନ୍ତ୍ରୀ ରାମବିଳାସ ପାସୱାନ ସୂଚନା ଦେଇଛନ୍ତି । ଏହି ଯୋଜନାରେ ପୁରୁଣା…

ନିର୍ଭୟା ଗଣଦୁଷ୍କର୍ମ ମାମଲା, ଦୋଷୀ ପୱନର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୦ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ପୱନର ସ୍ୱତନ୍ତ୍ର ଲିଭ୍ ପିଟିସନ ଉପରେ ଶୁଣାଣି ହୋଇଛି । ଅପରାଧ ସମୟରେ ନିଜେ ନାବାଳକ ଥିବା ଦର୍ଶାଇଥିଲା ପୱନ । ଏହି ତଥ୍ୟକୁ ଦିଲ୍ଲୀ ହାଇକୋର୍ଟ ଏଡ଼ାଇ…

ବିଳମ୍ବରେ କବାଟ ଖୋଲିବାରୁ ପତ୍ନୀଙ୍କୁ ଗୁଳି କଲେ ଡିଏସପି

ଚଣ୍ଡିଗଡ,୨୦ ।୧: ପଞ୍ଜାବ ପୋଲିସରେ ସିଙ୍ଘମ ନାମରେ ଚର୍ଚ୍ଚିତ ଥିବା ଡିଏସପି ଅତୁଲ ସୋନୀଙ୍କ ବିରୋଧରେ ହତ୍ୟା ଓ ଆର୍ମସ ଆକ୍ଟ ଅନୁସାରେ ଅଭିଯୋଗ ହୋଇଛି । ନିଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବାର ପ୍ରୟାସ କରିଥିବାରୁ…

ଜେ.ପି. ନଡ୍ଡା ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୨୦ା୧: ନୂଆ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନାମାଙ୍କନ ଭରିଥିଲେ ଜେ.ପି. ନଡ୍ଡା । ଜେପି ନଡ୍ଡା ହୋଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେ ବିଜେପିର ୧୪ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ।…