Browsing Category

ଦେଶ ବିଦେଶ

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ: ଭୁଷୁଡ଼ିଲା ବ୍ରିଜ୍, ଦେଖନ୍ତୁ ଛାତିଥରା ଭିଡିଓ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ପୁଣି ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା କାରଣରୁ ଭୁଷୁଡି ପଡିଛି ଏକ ବ୍ରିଜ୍ । ରାଣୀ ପୋଖରୀ ଗ୍ରାମରେ ପ୍ରବଳ ବର୍ଷା କାରଣରୁ ଡେରାଡୁନ୍-ଋଷିକେଶ ବ୍ରିଜ ଭୁଷୁଡି…

ପ୍ରଥମ ଥର ପ୍ରାଇଭେଟ୍ କମ୍ପାନୀ ତିଆରି କରିବେ PSLV, ଦୌଡରେ ଅଦାନୀ ଗ୍ରୁପ ଓ L&T

ନୂଆଦିଲ୍ଲୀ : ଦେଶରେ ପ୍ରଥମ ଥର ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ବ୍ୟତୀତ କୌଣସି ଘରୋଇ କମ୍ପାନୀ ନିର୍ମାଣ କରିବ ସ୍ପେସ୍ ଲଞ୍ଚ ହ୍ୱିକିଲ୍ । ଏବେ ଭାରତର ଘରୋଇ କମ୍ପାନୀ  ତିଆରି କରିବେ ପୋଲାର ସାଟେଲାଇଟ୍ ଲଞ୍ଚ…

ବିନା କୌଣସି ଡକ୍ୟୁମେଣ୍ଟରେ ବି ବନାଇପାରିବେ ଆଧାର କାର୍ଡ଼, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା…

ପାଟିରେ ଗୁଟଖା ରଖି ମଣ୍ଡପରେ ବସିଥିଲା ବର, ଚାପୁଡ଼ା ମାରି କନ୍ୟା କହିଲା- ଯାଅ ଛେପ ପକେଇ ଆସ

ନୂଆଦିଲ୍ଲୀ: ଭାରତୀୟ ବିବାହ ଦେଖିବାକୁ ଖୁବ୍ ଭଲ ଲାଗିଥାଏ । ହେଲେ ଅନେକ ସମୟରେ ଏଥିରେ ଏପରି ଅନେକ ସ୍ଥିତି ସୃଷ୍ଟି ହୁଏ ଯାହା ଆମକୁ ଖୁବ୍ ମଜା ଓ ଆଶ୍ଚର୍ଯ୍ୟ ବି ଲାଗେ । ପୂର୍ବରୁ ଆମେ ସାଧାରଣତଃ ଦେଖୁ ଯେ ବର-କନ୍ୟା…

ପୁଣି ଫେରିବ କଟକଣାର ଦିନ, ନାଇଟ୍ କର୍ଫ୍ୟୁ ଲଗାଇବାକୁ ଏହି ରାଜ୍ୟକୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କରୋନା କେସ୍ ବଢିବା ପୁଣି ଥରେ ସଭିଙ୍କ ଚିନ୍ତା ବଢାଇ ଦେଇଛି । ସଂପ୍ରତି କେରଳ ଓ ମହାରାଷ୍ଟ୍ରରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ମଧ୍ୟରେ କେନ୍ଦ୍ର ସରକାର ଦୁଇ ରାଜ୍ୟ ସରକାରଙ୍କୁ…

ମହାସଙ୍କଟ: ତାଲିବାନି ଆତଙ୍କବାଦୀ ଲୁଟିଲେ ଆମେରିକୀ ଅସ୍ତ୍ରଶସ୍ତ୍ର, ଭାରତ ପୂର୍ବରୁ ପାକିସ୍ତାନ ଉପରେ ହୋଇପାରେ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନୀ ଆତଙ୍କବାଦୀ ମାନେ କବଜା କରିବା ପରେ ଭାରତୀୟ ଉଚ୍ଚ ପଦସ୍ତ ସୈନ୍ୟ ଅଧିକାରୀ ମଙ୍ଗଳବାର ଦିନ ଏକ ଚକିତ କରିବା ପରି ଖବର ଦେଇଛନ୍ତି । ଅଧିକାରୀ ମାନେ କହିଛନ୍ତି ଯେ, ତାଲିବାନୀ…

ଥମୁନି ପଞ୍ଜାବ ତାତି: ପୁଣି ଶକ୍ତି ପ୍ରଦର୍ଶନ କଲେ କ୍ୟାପଟେନ୍, ଡିନର ପାର୍ଟିରେ ପହଞ୍ଚିଲେ ୫୮ ବିଧାୟକ ଓ ୮ ମନ୍ତ୍ରୀ

ଚଣ୍ଡିଗଡ : ପଞ୍ଜାବରେ ନବଜୋତ ସିଂହ ସିଦ୍ଧୁଙ୍କୁ ପ୍ରଦେଶ ଅଧ୍ୟକ୍ଷ କରାଯିବା ପରେ ମଧ୍ୟ ରାଜ୍ୟରେ ରାଜନୈତିକ ଖେଳ ଏବେ ମଧ୍ୟ ବାକି ରହିଛି । ବିରୋଧୀ ଗୋଷ୍ଠୀଙ୍କ ବିରୋଧରେ ପାର୍ଟି ହାଇକମାଣ୍ଡଙ୍କ ଖୋଲା ସମର୍ଥନରେ…

ଭଡ଼ାଟିଆଙ୍କ ଘରେ ପଶି ମହିଳାଙ୍କ ସହିତ ଦୁଷ୍କର୍ମ କଲା ଘରମାଲିକ, ୧୨ ବର୍ଷର ଝିଅକୁ ବି ଛାଡ଼ିଲାନି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ଘର ମାଲିକ ଜୋରଜବରଦସ୍ତି ଭଡ଼ାଟିଆଙ୍କ ଘରେ ପଶି ଜଣେ ୩୮ ବର୍ଷୀୟା ମହିଳାଙ୍କ ସହିତ ଦୁଷ୍କର୍ମ କଲା । ଖାଲି ସେତିକି ନୁହେଁ ଘରେ ଥିବା…

କେରଳ ଉତ୍ତରା ହତ୍ୟାକାଣ୍ଡ: ବିଷଧର କୋବ୍ରାକୁ ଧରି ସିନ୍ ରିକ୍ରିଏଟ୍ କଲା ପୋଲିସ୍, ଦେଖନ୍ତୁ ଭିଡିଓ

କେରଳ: କେରଳ ପୋଲିସ୍ ଚର୍ଚ୍ଚିତ ଉତ୍ତରା ହତ୍ୟାକାଣ୍ଡରେ ଏକ ଜିଅନ୍ତା କୋବ୍ରା ଓ ଏକ ଡମି ସାହାଯ୍ୟରେ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି । ଗତବର୍ଷ ମେ ୭ ତାରିଖରେ ଉତ୍ତରାଙ୍କ ମୃତ୍ୟୁ ଏକ କୋବ୍ରା ସାପ କାମୁଡ଼ିବା ଫଳରେ…

ଜେସାକୁ ତେସା! ବିସ୍ଫୋରଣର ଶିକାର ହେଲା ଖୋଦ୍ ତାଲିବାନ୍, ୨୮ ଯୁବକ ମଲେ

କାବୁଲ: କଥାରେ ଅଛି ଜେସାକୁ ତେସା । ଅନ୍ୟ ପାଇଁ ଖୋଳିଥିବା ଗାତରେ ନିଜେ ପଡିଛି ତାଲିବାନ୍ । ଆଫଗାନିସ୍ତାନର କାବୁଲ ଏୟାରପୋର୍ଟରେ ଗୁରୁବାର ଦିନ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଥିବା…