Browsing Category

ଦେଶ ବିଦେଶ

ଆଫଗାନିସ୍ତାନରେ ସବୁ ଭାରତୀୟ ସୁରକ୍ଷିତ

କାବୁଲ: ଆଫଗାନିସ୍ତାନରେ ଫସିଥିବା ସବୁ ଭାରତୀୟ ସୁରକ୍ଷିତ ଥିବା ମିଳିଛି ସୂଚନା । ଏନେଇ ଅଫଗାନ୍ ମିଡିଆରୁ ସୂଚନା ଦିଆଯାଇଛି । କାବୁଲରୁ ୧୫୦ ଭାରତୀୟଙ୍କୁ ଉଠାଇ ନେଇଥିବା ପ୍ରସଙ୍ଗରେ ଏହି ମତ ପ୍ରକାଶ ପାଇଛି । କିଛି…

ଭାରତୀୟଙ୍କ ସମେତ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନି: ରିପୋର୍ଟ

କାବୁଲ: ଆଫଗାନିସ୍ତାନରେ ତାଲିବାନି ମାନଙ୍କ ଅତ୍ୟାଚାର ଜାରି ରହିଛି । ଏବେ ଏକ ବଡ଼ ଖବର ଆସି ପହଞ୍ଚିଛି । କାବୁଲ ଏୟାରପୋର୍ଟରୁ ୧୫୦ ଜଣ ନାଗରିକଙ୍କୁ ଅପହରଣ କରିଛନ୍ତି । ଏଥିରେ ଅଧିକାଂଶ ଭାରତୀୟ ନାଗରିକ ମଧ୍ୟ…

ଖାଦ୍ୟ ପସନ୍ଦ ନ ଆସିବାରୁ ଅଫଗାନ୍ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ତାଲିବାନି ଆତଙ୍କୀ

କାବୁଲ: ତାଲିବାନି ମାନେ ଆଫଗାନିସ୍ତାନ କବଜା କରିବା ପରେ ସେଠାରେ ନିଜର ମନମାନୀ ଆରମ୍ଭ କରିଦେଇଛନ୍ତି । ସେମାନେ ରୀତିମନ୍ତ ସେମାନଙ୍କ ନିୟମ କାନୁନ୍ ଲାଗୁ କରିସାରିଲେଣି । ତେଣୁ ଏବେ ଆଫଗାନିସ୍ତାନ ଛାଡ଼ିପାରିନଥିବା…

ଜମ୍ମୁ ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ଜମ୍ମୁ: ଜାମ୍ମୁରେ ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା । ଗତ କିଛିଦିନ ହେବ ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ ଆତଙ୍କାବାଦୀମାନେ ଆକ୍ରମଣ ଜାରି ରହିଛି । ତେଣୁ ସୁରକ୍ଷା ବାହିନୀ ସେ ସ୍ଥାନରେ ଏକଦମ ଆଲର୍ଟ…

ହୁରୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ସ୍ଥାନ ପାଇଲା ୧୨ଟି ଭାରତୀୟ ସଂସ୍ଥା, ରହିଛି Wipro Ltd, Asian Paints Ltd ଏବଂ HCL Technologies Ltd…

ନୂଆଦିଲ୍ଲୀ: ପ୍ରଗତିଶୀଳ ଭାରତର ନିଜସ୍ୱ କମ୍ପାନୀ ଏବେ ବିଶ୍ୱ ସ୍ତରରେ ନିଜର ନାମକୁ ସ୍ତାନିତ କରିଛନ୍ତି । ଏହି କ୍ରମରେ ହୁରୁନ୍ ଗ୍ଲୋବାଲ୍-୫୦୦ ତାଲିକାରେ ୧୨ଟି ଭାରତୀୟ କମ୍ପାନୀ ଚଳିତ ବର୍ଷ ଶୀର୍ଷ-୫୦୦…

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୪,୪୫୭ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୭୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ତଳ ମୁଁହା ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୪,୪୫୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ,ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୩ ଲକ୍ଷ ୯୩ ହଜାର…

ତାଲିବାନ: ଏକ ଭିନ୍ନ ଚିନ୍ତନ

ସମ୍ପ୍ରତି ଆଫଗାନିସ୍ତାନରେ ଚାଲିଛି ତାଲିବାନୀ ରାଜ୍ । ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ସରଗରମ । ମୌଳବାଦ ଇସ୍ଲାମିକ୍ ମାନସିକତାର ଆତଙ୍କ ବଳୟରେ ଆଫଗାନିସ୍ତାନ । ତେବେ ଏହା କେବଳ କଣ ଆଫଗାନିସ୍ତାନରେ ସୀମିତ? ବଳକା…

ପିଲାଙ୍କ ପାଇଁ ଖୁବ୍‌ଶୀଘ୍ର ଆସିବ କରୋନା ଟିକା, ପରୀକ୍ଷଣ ପାଇଁ ଅନୁମତି ଲୋଡିଲା ଜନସନ୍‌ ଆଣ୍ଡ ଜନସନ୍

ନୂଆଦିଲ୍ଲୀ: ଦେଶରେ ୧୮ ବର୍ଷ ବୟସରୁ କମ୍‌ ପିଲାମାନେ ଶୀଘ୍ର କରୋନା ଟିକା ନେଇ ପାଇବେ ବୋଲି ଆଶା କରାଯାଉଛି । ଟିକା ନିର୍ମାତା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ଟିକା ପରୀକ୍ଷା ପାଇଁ ଭାରତ ସରକାରଙ୍କଠାରୁ ଅନୁମତି…

ଟି-୨୦ ବିଶ୍ୱକପ୍‌ କୋହଲିଙ୍କ ପାଇଁ ଅଗ୍ନି ପରୀକ୍ଷା: ଦଳ ଗଠନ ନେଇ ଚାଲିଛି ବିଚାରବିମର୍ଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ସବୁ ଫର୍ମାଟରେ ଏକାଧିକ ରେକର୍ଡ ପ୍ରତିଷ୍ଠା କରିବାରେ ସଫଳ ହୋଇ ପାରିଛନ୍ତି । ମାତ୍ର ତାଙ୍କ ନେତୃତ୍ୱରେ ଭାରତ ଆଜି ପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ…

ପୃଥିବୀ ମୁହାଁ ବିଶାଳକାୟ ଉଲ୍‌କା ପିଣ୍ଡ, ଘଣ୍ଟାପ୍ରତି ୯୪,୨୦୮ କିମି ବେଗରେ ମାଡ଼ି ଆସୁଛି

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍): ପୁଣି ଥରେ ପୃଥିବୀ ପ୍ରତି ବିଶାଳକାୟ ଉଲକା ପିଣ୍ଡ ମାଡ଼ ହେବାର ଭୟ ସୃଷ୍ଟି ହୋଇଛି । ପୃଥିବୀ ଆଡ଼କୁ ଏବେ ୪୫ ହଜାର ଫୁଟ ବ୍ୟାସ ବିଶିଷ୍ଟ ଏକ ଉଲକା ପିଣ୍ଡ ଦ୍ରୁତଗତିରେ ଖସୁଥିବା…