Browsing Category

ଦେଶ ବିଦେଶ

ପାକ୍ ହାତର ଖେଳନା ବନିଗଲା ତାଲିବାନ, ଏବେ ଭାରତକୁ ଦେଉଛି ଉପଦେଶ…

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ତାଲିବାନ ଏବେ ନିଜର ଅସଲ ରଙ୍ଗ ଦେଖାଇବା ଆରମ୍ଭ କରିଦେଇଛି । ଏପରିକି ପାକିସ୍ତାନ ହାତର ଖେଳନା ବନି ଯାଇଥିବା ତାଲିବାନ ସମ୍ପ୍ରତି ଭାରତକୁ ଉପଦେଶ…

ତାଲିବାନଙ୍କ ବିରୋଧରେ ଫେସବୁକ୍ ନେଲା କାର୍ଯ୍ୟାନୁଷ୍ଠାନ, ପୋଷ୍ଟ ଓ ଆକାଉଣ୍ଟ୍ ସବୁକୁ କରୁଛି ଡିଲିଟ୍

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନି ମାନେ କବଜା କରିବାପରେ ଫେସବୁକ୍ ଏବେ ସେମାନଙ୍କ ଉପରେ ପଦକ୍ଷେପ ଗ୍ରହଣ କରିଛି । ଆମେରିକାର ଆଇନ ଅନୁଯାୟୀ ତାଲିବାନକୁ ଆତଙ୍କବାଦୀ ଗୋଷ୍ଠୀ ଭାବେ ନାମିତ କରାଯାଇଛି।…

କମୁନି କରୋନା ସଂକ୍ରମଣ, କେରଳରେ କଲବଲ, ଏମିତି କହିଲେ ଜେପି ନଡ୍ଡା

ଓଡ଼ିଶା ଭାସ୍କର ବ୍ୟୁରୋ: ମହାମାରୀ କରୋନା ଦେଶରେ ପ୍ରଥମେ କେରଳରୁ ଚିହ୍ନଟ ହୋଇଥିଲା । ଆଉ ସେହି କେରଳରେ ହିଁ ସମ୍ପ୍ରତି ସଂକ୍ରମଣ କମିବା ନାଁ ଧରୁନି । ଦ୍ୱିତୀୟ ତରଙ୍ଗ ପରେ ତୃତୀୟ ତରଙ୍ଗ ଆଶଙ୍କା ଦେଶ ପାଇଁ ଘନେଇ…

ଆଇଭିଏଫ୍ ଦ୍ୱାରା ମା’ ହୋଇଥିବା ମହିଳାଙ୍କୁ ପଚାରନ୍ତୁ ନାହିଁ ବାପାଙ୍କ ନାଁ: କେରଳ ହାଇକୋର୍ଟ

କୋଚି: ଜଣେ ମହିଳା ଯଦି ଆଇଭିଏଫ୍ ପ୍ରକ୍ରିୟାରେ ମା' ହୋଇଛନ୍ତି ତେବେ ସେମାନଙ୍କୁ ଜନ୍ମ ପ୍ରମାଣ କରିବା ବେଳେ ବାପାଙ୍କ ନାଁ ପଚାରିବା ତାଙ୍କ ପ୍ରତି ଅସମ୍ମାନ ହୋଇଥାଏ । ଏନେଇ କେରଳ ହାଇକୋର୍ଟ ନିର୍ଣ୍ଣୟ ଦେଇ କେରଳ…

ପାକିସ୍ତାନର କ୍ରୂରତା: ଲାହୋରରେ ଭାଙ୍ଗିଦେଲେ ମହାରାଜା ରଣଜୀତ ସିଂହଙ୍କ ପ୍ରତିମୂର୍ତ୍ତି

ଲାହୋର: ପାକିସ୍ତାନରେ ଭାରତୀୟ ଇତିହାସ ସହ ଜଡ଼ିତ ପ୍ରତୀକ ପ୍ରତି ଘୃଣାଭାବର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଲାହୋରରେ ମହାରାଜା ରଣଜୀତ ସିଂହଙ୍କ ପ୍ରତିମୂର୍ତ୍ତିକୁ ପୁଣି ଥରେ ଭଙ୍ଗାଯାଇଛି । ଏଭଳି ଘୃଣ୍ୟ କାର୍ଯ୍ୟ…

ପେଗାସସ୍ ମାମଲା: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟର ନୋଟିସ୍, ୧୦ ଦିନ ଭିତରେ ମାଗିଲେ ଜବାବ୍

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ନିରପେକ୍ଷ ତଦନ୍ତ ଦାବିରେ ଆବେଦନ କରିଥିବା ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି। ୧୦ ଦିନ…

ଆଫଗାନିସ୍ତାନରେ ଆତଙ୍କ ଖେଳାଉଥିବା ତାଲିବାନୀଙ୍କ ମଧ୍ୟରେ  ଦୁଇ ଭାରତୀୟ ସାମିଲ, ଭିଡିଓ ସେୟାର କଲେ ଶଶି ଥରୁର

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନର ଦମନକାରୀ ଶାସନ ଆରମ୍ଭ ହୋଇ ଯାଇଛି । କାବୁଲ ସହିତ ଅନ୍ୟ ସହରର ସଡକରେ ଭୟର ବାତାବରଣ ରହିଛି । ତାଲିବାନୀ ଗାଡି ଅଟକାଇ ଲୋକଙ୍କ ତଲାସି ନେଉଛନ୍ତି । ଏଥିସହ…

ଆଫଗାନରେ ଥିବା ଭାରତୀୟଙ୍କୁ ଧରି ଫେରିଲା ବିମାନ, ଲୋକ କହିଲେ-‘ଭାରତ ମାତା କି ଜୟ’

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀଙ୍କୁ ନେଇ କାବୁଲରୁ ଉଡ଼ାଣ ଭରିବା ପରେ ଭାରତୀୟ ବାୟୁସେନାର ସି-୧୭ ମିବା ଗୁଜରାଟର ଜାମନଗରୀରେ ପହଞ୍ଚିଛି । ବିମାନରେ ପ୍ରାୟତଃ ୧୨୦ ଯାତ୍ରୀ ଉପସ୍ଥିତ…

ପାକିସ୍ତାନର ଖେଳନା ପାଲଟିଲା ତାଲିବାନ, ଭାରତକୁ ଦେଲା ଉପଦେଶ, କହିଲା…

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ କବଜା କରିବାର କିଛି ଘଣ୍ଟା ନହେଉଣୁ ତାଲିବାନ ଏବେ ନିଜର ଅସଲ ରଙ୍ଗ ଦେଖାଇବା ଆରମ୍ଭ କରିଛି । ଏପରିକି ତାଲିବାନ ପାକିସ୍ତାନ ହାତର ଖେଳନା ପାଲଟି ଯାଇଛି ଏବଂ ଭାରତକୁ ଉପଦେଶ ଦେବା ଆରମ୍ଭ…

ଗୋଟିଏ କେସ୍ ଚିହ୍ନଟ ହେବାପରେ ପୂରା ଦେଶରେ ଲାଗିଲା ଲକଡାଉନ୍

ନୂଆଦିଲ୍ଲୀ: କରୋନା ମହାମାରୀର କହର ଏ ପର୍ଯ୍ୟନ୍ତ ଥମିନାହିଁ । ଏବେ ସୁଦ୍ଧା ଅନେକ ଦେଶରେ ଏହାକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ଇତି ମଧ୍ୟରେ ମାତ୍ର ଗୋଟି, କରୋନା ମାମଲା ଚିହ୍ନଟ ହେବାରୁ ଏହି…