Browsing Category
ଦେଶ ବିଦେଶ
ଅପରେସନ୍ ସମୁଦ୍ର ସେତୁ: ବିଦେଶରୁ ଅକ୍ସିଜେନ୍ ଏବଂ ଚିକିତ୍ସାଗତ ସାମଗ୍ରୀ ଆଣିବା ପାଇଁ ନିୟୋଜିତ ହୋଇଛି ୯ଟି ଯୁଦ୍ଧପୋତ
ନୂଆଦିଲ୍ଲୀ, ୧୦/୫(ଓଡିଶା ଭାସ୍କର) : ଦେଶରେ ଅକ୍ସିଜେନ୍ ଅଭାବରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମୟରେ ଭାରତୀୟ ନୌସେନା ଦେଶକୁ ଅକ୍ସିଜେନ୍ ଆଣିବାର ବ୍ୟବସ୍ଥାରେ ଲାଗି ପଡିଛି । ଏହି ପରିପ୍ରେକ୍ଷୀରେ…
କରୋନା ରୋଗୀଙ୍କ ପାଇଁ କ୍ଷତିକାରକ ହେଉଛି ‘ବ୍ଲାକ୍ ଫଙ୍ଗସ୍’, ଜାଣନ୍ତୁ କଣ ଏହି ସଂକ୍ରମଣ ଏବଂ ଉପଚାର
ନୂଆଦିଲ୍ଲୀ ୧୦/୫(ଓଡିଶା ଭାସ୍କର) : କରୋନା ରୋଗୀଙ୍କ ପାଇଁ ସାଂଘାତିକ ସାବ୍ୟସ୍ତ ହେଉଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ । ଏହିଭଳି ସଂକ୍ରମଣ ଏବେ କିଛି ରାଜ୍ୟରେ ଚିହ୍ନଟ ହୋଇଛି । ଯାହାକି କରୋନା ହେବାରପର ପର୍ଯ୍ୟାୟରେ…
ଅଲମ୍ପିକ୍ ଯୋଗ୍ୟତା ହାସଲ କଲେ ପ୍ରଥମ କିନ୍ନର, ପୁରୁଷରୁ ହୋଇଥିଲେ ମହିଳା
ହାମିଲଟନ, ୧୦ା୫: ପ୍ରଥମ ଥର ପାଇଁ ଜଣେ କିନ୍ନର ଅଲମ୍ପିକରେ ଅଂଶଗ୍ରହଣ କରିବେ । ୪୩ ବର୍ଷୀୟା ଲୌରେଲ ହବାର୍ଡ ବୟୋଜ୍ୟେଷ୍ଠ ଭାରୋତ୍ତୋଳିକା ଭାବେ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେ ଜଣେ ପୁରୁଷ ହୋଇ ଜନ୍ମ…
କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ପୀୟୁଷ ଚାୱାଲଙ୍କ ବାପା
ନୂଆଦିଲ୍ଲୀ, ୧୦/୦୫(ଓଡିଶା ଭାସ୍କର) : କରୋନା ମହାମାରୀ ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି । ଆଜି କରୋନାରେ ଆଖି ବୁଜିଛନ୍ତି କ୍ରିକେଟର୍ ପୀୟୁଷ ଚାୱାଲଙ୍କ ବାପା । ଆଜି ସକାଳୁ ପୀୟୁଷଙ୍କ ବାପା ପ୍ରମୋଦ…
ଅଲମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କଲା ଦିଲ୍ଲୀ ପୋଲିସ୍
ନୂଆଦିଲ୍ଲୀ, ୧୦/୦୫(ଓଡିଶା ଭାସ୍କର) : ହତ୍ୟା ଅଭିଯୋଗରେ ଛନ୍ଦି ହୋଇଥିବା ଆନ୍ତର୍ଜାତୀୟ ରେସଲର୍ ସୁଶୀଲ କୁମାରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ଦିଲ୍ଲୀ ପୋଲିସ୍ । ନିକଟରେ ଛତ୍ରସାଲ୍ ଷ୍ଟାଡିୟମ୍ ରେ ଦୁଇ…
ଆସନ୍ତା ଜୁନ୍ ୨୩ରେ ହେବ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ
ନୂଆଦିଲ୍ଲୀ, ୧୦ା୫: ଆସନ୍ତା ଜୁନ୍ ମାସ ୨୩ ତାରିଖରେ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଏନେଇ ତାରିଖ ଘୋଷଣା ହୋଇଛି । ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ…
୧୦୦ ଟପିଲା ପେଟ୍ରୋଲ: ମହାରାଷ୍ଟ୍ରରେ ରେକର୍ଡ ବୃଦ୍ଧି
ମୁମ୍ବାଇ, ୧୦ା୫: ପୁଣି ତୈଳ ଦର ବୃଦ୍ଧି ହେବା ଜନସାଧାରଣଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଗୋଟିଏ ପଟେ କରୋନା ଦାଉ ସାଧୁଥିବା ବେଳେ ଅନ୍ୟପଟେ ମହଙ୍ଗା ଦାଉ ସାଧୁଛି । ମହାରାଷ୍ଟ୍ରରେ ଆଜି ପେଟ୍ରୋଲ ଲିଟର…
ଭୁଲ୍ ରାସ୍ତାରେ ଚାଲିଗଲା ଅକ୍ସିଜେନ୍ ଆସୁଥିବା ଟ୍ୟାଙ୍କର, ଚାଲିଗଲା ୭ଜଣ ରୋଗୀଙ୍କ ପ୍ରାଣ
ହାଇଦ୍ରାବାଦ, ୧୦/୦୫(ଓଡିଶା ଭାସ୍କର): ଅକ୍ସିଜେନ୍ ସଙ୍କଟରେ ସାରା ଭାରତ ହନ୍ତସନ୍ତ ହେଉଥିବା ବେଳେ ଆଜି ଆଉ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ଆଜି ପୁଣି ଥରେ ହାଇଦ୍ରାବାଦର ଏକ ସରକାରୀ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରେ…
ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱ ଶର୍ମା
ଦିସପୁର, ୧୦ା୫: ହିମନ୍ତ ବିଶ୍ୱ ଶର୍ମା ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ହିମନ୍ତ ଆସାମର ୧୫ତମ ଓ ବିଜେପିର…
ଅକ୍ସିଜେନ୍ ଆବଣ୍ଟନ ପାଇଁ ଗଠିତ ହୋଇଥିବା ଟାସ୍କଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ
ନୂଆଦିଲ୍ଲୀ, ୧୦/୦୫(ଓଡିଶା ଭାସ୍କର): ଦେଶରେ ବର୍ତ୍ତମାନ ଅକ୍ସିଜେନ୍ ଦେଖା ଦେଇଛି । ବିଭିନ୍ନ ହସ୍ପିଟାଲକୁ ଠିକ୍ ସମୟରେ ଅକ୍ସିଜେନ୍୍ ଯୋଗାଣ ହୋଇ ପାରୁନଥିବାରୁ ଅନେକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ତେଣୁ…