Browsing Category
ଦେଶ ବିଦେଶ
ପରମାଣୁ କ୍ଷମତା ବିସ୍ତାର କରି ଆମେରିକାକୁ ଟକ୍କର ଦେବ ଚୀନ ! ନିର୍ମାଣ କରୁଛି ୧୦୦ କ୍ଷେପଣାସ୍ତ୍ର ଆଡ୍ଡା
ନୂଆଦିଲ୍ଲୀ : ସୁପରପାୱାର ଆମେରିକାକୁ ପ୍ରତିଟି କ୍ଷେତ୍ରରେ ଟକ୍କର ଦେବାକୁ ଚୀନ ଯଥା ସମ୍ଭବ ଉଦ୍ୟମ ଚଳାଇଛି । ଆମେରିକା ସହ ସମକକ୍ଷ ହେବାର ସ୍ୱପ୍ନ ଦେଖୁଥିବା ଚୀନ ନିଜର ପରମାଣୁ ଶକ୍ତି କ୍ରମାଗତ ବଢାଇବାରେ ଲାଗିଛି ।…
ବିଶ୍ୱରେ ପୁଣି ଭୟଙ୍କର ରୂପ ନେଉଛି କରୋନା, ଋଷରେ ଗୋଟିଏ ଦିନରେ ପ୍ରାଣ ହରାଇଲେ ସର୍ବାଧିକ ଆକ୍ରାନ୍ତ
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଟିକାକରଣକୁ ଜୋରଦାର୍ କରାଯାଇଥିବା ବେଳେ ଏବେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଭାରତରେ ତାଣ୍ଡବ କରୁଥିବା ଡେଲଟା ଭାରିଆଣ୍ଟ ଏବେ ବିଶ୍ୱର ୧୦୦ଟି ଦେଶରେ ପହଞ୍ଚିସାରିଛି…
ୟୁରୋପୀୟ ୟୁନିଅନର ୯ ଦେଶରେ କୋଭିସିଲଡ ନେଇଥିବା ବ୍ୟକ୍ତି କରିପାରିବେ ଯାତ୍ରା
ନୂଆଦିଲ୍ଲୀ: ୟୁରୋପୀୟ ୟୁନିଅନର ୯ଟି ଦେଶ ଭାରତରେ ନିର୍ମିତ କୋଭିସିଲଡ୍ ଭାକ୍ସିନକୁ ଅନୁମୋଦନ ଦେଇଛନ୍ତି । ଆଷ୍ଟୋନିଆ ମଧ୍ୟ କୋଭିସିଲଡ୍ ସହ ଅନ୍ୟ ଭାରତୀୟ ଭାକ୍ସିନକୁ ମଞ୍ଜୁରୀ ଦେଇଛନ୍ତି । ଭାରତର ଅସନ୍ତୋଷ ପ୍ରକାଶ…
ବିନା ଛୁଞ୍ଚିରେ ମିଳିବ କରୋନା ଟିକା; ଜରୁରିକାଳୀନ ବ୍ୟବହାର ନେଇ କମ୍ପାନୀର ଆବେଦନ
ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ମିଳୁଥିବା କରୋନା ଟିକା ଗୁଡିକ ଇଞ୍ଜେକ୍ସନ୍ ଭାବରେ ପ୍ରଦାନ କରାଯାଉଛି । ତେବେ ନିକଟରେ ଏପରି ଏକ ଟିକା ବିକଶିତ ହୋଇଛି ଯାହାକୁ ବିନା ଇଞ୍ଜେକ୍ସନରେ ପ୍ରଦାନ କରାଯାଇପାରିବ ।…
ଡେଲଟା ଭାରିଆଣ୍ଟ ଭୟରେ ପୁଣି ମାସ୍କ ପିନ୍ଧିବ ଆମେରିକା!
ନୂଆଦିଲ୍ଲୀ: କରୋନା ଭାଇରସ୍ ଦ୍ୱାରା ସବୁଠାରୁ ଅଧିକ ସଂକ୍ରମଣ ହୋଇଥିବା ଶକ୍ତିଶାଳୀ ରାଷ୍ଟ୍ର ନିଜର ୯୦ ପ୍ରତିଶତ ନାଗରିକଙ୍କ ଟିକାକରଣ କରିସାରିଛି । ତେଣୁ ବାଇଡେନ୍ ସରକାର ମାସ୍କ ଫ୍ରୀ ରାଷ୍ଟ୍ର ଘୋଷଣା କରିଛନ୍ତି ।…
ଦିନରେ ଆପଣ ସ୍ମାର୍ଟଫୋନରେ ବିତାଉଛନ୍ତି ୫ଘଣ୍ଟା ସମୟ, ଏତିକି ମିନିଟ୍ ବିତାଉଛନ୍ତି କେବଳ ଭିଡିଓ ଦେଖିବାରେ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ର ବ୍ୟବହାର ଅଧିକ ପରିମାଣରେ ବଢ଼ିଯାଇଛି । ଅନେକ ଲୋକ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ଫୋନ୍ ସହିତ ସମୟ ବିତାନ୍ତି । ହେଲେ ଆପଣମାନେ କେବେ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ…
ସୋସିଆଲ୍ ମିଡିଆର ରାୟଠୁ ଦୂରେଇ ରୁହନ୍ତୁ ଜଜ୍, ପରାମର୍ଶ ଦେଲେ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ବିଚାରପତିମାନେ ସାଧାରଣ ଲୋକଙ୍କ ଭାବନାତ୍ମକ ରାୟ ଠାରୁ ଦୂରେଇ ରହିବା ଆବଶ୍ୟକ । ସୋସିଆଲ୍ ମିଡିଆରେ ସାଧାରଣ ଜନତା ଦେଉଥିବା ମତ ଓ ନିଷ୍ପତ୍ତିଠାରୁ ଜଣେ ବିଚାରପତି ନିଜକୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଭାବେ…
ବିଚିତ୍ର ଏହି ଗାଁ, ଏଠାରେ ଆଦୌ ହୁଏ ନାହିଁ ବର୍ଷା
ନୂଆଦିଲ୍ଲୀ : ଜୁନ ମାସ ପହିଲାରୁ ଦେଶରେ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଛି । ତେଣୁ ଲଗାତର ବିଭିନ୍ନ ସ୍ଥାନରେ ନିୟମିତ ବର୍ଷା ପାଇଁ ଆଲର୍ଟ ମଧ୍ୟ ଜାରି କରାଯାଉଛି । ବର୍ଷା ହେବାଦ୍ବାରା କୃଷି ଋତୁ ଏକପ୍ରକାର ଆରମ୍ଭ…
ଏବେ ଦଶମ ପର୍ଯ୍ୟନ୍ତ ପାଠ ପଢ଼ିବା ହୋଇଯିବ ସମ୍ପୂର୍ଣ୍ଣ ମାଗଣା, ଏହି ସରକାରୀ ଆପ୍ କରିବ ପୂର୍ଣ୍ଣ ସହଯୋଗ
ନୂଆଦିଲ୍ଲୀ: Diksha ଆପ୍ ଡିଜିଟାଲ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଓ ପିଏମ୍ ଇ-ବିଦ୍ୟା ପ୍ରୋଗ୍ରାମ ଅଧୀନରେ ଭାରତ ସରକାରଙ୍କ ପକ୍ଷରୁ ପିଲାମାନଙ୍କ ଅନଲାଇନ୍ ପାଠ ପଢ଼ାକୁ ନେଇ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି ।…
ଗ୍ରାହକଙ୍କ ପକେଟ୍ ଉପରେ କରୋନା ମାଡ଼: ବଢ଼ିଲା ଅମୁଲ କ୍ଷୀର, ଏଲପିଜି ସିଲିଣ୍ଡରର ଦାମ୍
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଲକଡାଉନ୍ ଜାରି ରହିଥିବା କାରଣରୁ ଅନେକ ଲୋକ ଜୀବିକା ହରାଇଛନ୍ତି । ଏହି ସମୟରେ ଆଉ ଏକ ଖରାପ ଖବର ଲୋକମାନଙ୍କୁ ହନ୍ତସନ୍ତ କରିବାକୁ ଯାଉଛି ଯାହା ହେଉଛି ନିତ୍ୟବ୍ୟବହାର୍ଯ୍ୟ ଜିନିଷର…