CHARIDHAM
Browsing Category

ଦେଶ ବିଦେଶ

ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ: ପୂର୍ବ ମନ୍ତ୍ରୀଙ୍କ ଅନ୍ତିମ ଯାତ୍ରାରେ କରୋନା ଗାଇଡଲାଇନକୁ ଫୁ’

ଭୋପାଳ: ଦେଶର କିଛି ଅଞ୍ଚଳରେ କରୋନା ପ୍ରଭାବ କମିଥିଲେ ବି ଏବେବି ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନି । କିନ୍ତୁ ଲୋକମାନେ ଏହାକୁ ଗୁରୁତର ସହ ନେଉନଥିବାରୁ କରୋନା ପୁଣି ଭୟାନକ ହେଉଛି । ସେପରି ଏକ ଘଟଣା ମଧ୍ୟପ୍ରଦେଶରେ…

ନିଜର ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଭାଲୁ ସହିତ ଲଢ଼ିଲେ ୧୭ ବର୍ଷୀୟା ନାବାଳିକା, ଦେଖନ୍ତୁ ଭିଡିଓ

କାଲିଫର୍ଣ୍ଣିଆ: ନିଜର ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଜଣେ ୧୭ ବର୍ଷୀୟା ନାବାଳିକା ଭାଲୁ ସହ ଲଢ଼େଇ କରିବାକୁ ପଛାଇ ନାହାନ୍ତି । ଖାଲି ସେତିକି ନୁହେଁ ନାବାଳିକା ଜଣକ ଭାଲୁକୁ ଠେଲି ଦେଇ ନିଜ କୁକୁରକୁ ରକ୍ଷା କରିବାରେ…

ମଣିଷ ଚାହିଁଲେ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ: ଅବିଶ୍ୱାସ ହେଉଛି କି, ପଢ଼ନ୍ତୁ କ’ଣ କହୁଛି ଅଧ୍ୟୟନ

ନୂଆଦିଲ୍ଲୀ: ଯଦି ଆପଣଙ୍କୁ କିଏ ପ୍ରଶ୍ନ କରେ ଏଇ ଶତାବ୍ଦୀର ସବୁଠାରୁ ବଡ଼ ଇଚ୍ଛା କ’ଣ, ତେବେ ଆପଣ କ’ଣ ଉତ୍ତରଦେବେ ଜାଣିଛନ୍ତି କି? ତାହା ହେଉଛି ଦୀର୍ଘଦିନ ପର୍ଯ୍ୟନ୍ତ ବଞ୍ଚି ରହିବା, ଯେଉଁ ଇଚ୍ଛା କାହାର ବି ପୂରଣ ହୁଏ…

ଅବସରପ୍ରାପ୍ତ ବିଚାରପତି ଅରୁଣ ମିଶ୍ର ହେଲେ NHRCର ନୂତନ ଅଧ୍ୟକ୍ଷ , ସମ୍ଭାଳିଲେ କାର୍ଯ୍ୟଭାର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣ କୁମାର ମିଶ୍ରଙ୍କୁ ଜାତୀୟ ମାନବାଧିକାର ଆୟୋଗର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ବୁଧବାର ସେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଜଷ୍ଟିସ ମିଶ୍ର…

ବିଦେଶୀ ଟିକା କମ୍ପାନିଙ୍କ ପାଇଁ କୋହଳ ହେଲା ନିୟମ, DCGIଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଏଣିକି ଭାରତରେ ବିଦେଶୀ ଟିକା ଉପଲବ୍ଧ ହେବା ପାଇଁ ରାସ୍ତା ଆହୁରି ସହଜ ହୋଇଛି । ଦେଶର ସର୍ବୋଚ୍ଚ ଔଷଧ ସଂଞ୍ଚାଳନ ସଂସ୍ଥା DCGI ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।…

ଦ୍ୱିତୀୟ ଲହରରେ ୫୯୪ ଡାକ୍ତରଙ୍କ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ?

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁଁ ରୋଗୀଙ୍କ ସମତେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାର ଦ୍ୱିତୀୟ ଲହରରେ ଦେଶରେ ଅତି କମରେ ୫୯୪ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ବା…

ସମୁଦ୍ର ମଧ୍ୟରୁ ମିଳିଲା ଏକ ଅଦ୍ଭୂତ ଜିନିଷ: ପରେ ଜଣାପଡ଼ିଲା ଏହାର ମୂଲ୍ୟ କୋଟି ଉପରେ, ରାତାରାତ୍ ମାଲାମାଲ୍ ହେଲେ ୩୫ ମତ୍ସ୍ୟଜୀବୀ

କୁହାଯାଏ, ଭାଗ୍ୟ କେତେବେଳେ କାହାର ସାଥ୍ ଦେବ, ତାହା କହିହେବ ନାହିଁ । ଭାଗ୍ୟ ବଳରେ ଜଣେ ସାଧାରଣ ମଣିଷ ବି କମ୍ ସମୟ ମଧ୍ୟରେ ବହୁତ କିଛି ହାସଲ କରିପାରିବ । ୟେମେନର କିଛି ମତ୍ସ୍ୟଜୀବୀଙ୍କ ଭାଗ୍ୟ ଏହିପରି ଭାବରେ…

କଟକଣା ତାଲା ଖୋଲିବ କେମିତି? ICMR ମହାନିର୍ଦ୍ଦେଶକ ରଖିଲେ ୩ ସର୍ତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ଦ୍ୱିତୀୟ ତରଙ୍ଗରେ କଲବଲ ହେଉଛି ଦେଶ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ସମେତ ବିଭିନ୍ନ ରାଜ୍ୟ ସରକାର ଲଗାଇଛନ୍ତି କଡ଼ା କଟକଣା । ପ୍ରାୟତଃ ସବୁ ରାଜ୍ୟ ସରକାର…

ଲକଡାଉନରେ ସରିଗଲା ରୋଗଗ୍ରସ୍ତ ପୁଅର ଔଷଧ: ସାଇକେଲରେ ତିନି ଦିନ ଧରି ୩୦୦ କିଲୋମିଟର ଯାତ୍ରା କଲେ ଯୁବକ

ମସୁର: କର୍ଣ୍ଣାଟକର ମୈସୁରରେ ଏକ ଦୁଃଖଦ ତଥା ଭାବପ୍ରବଣାତ୍ମକ ଘଟଣା ସାମନାକୁ ଆସିଛି । ଜଣେ ରୋଗ ଜର୍ଜରିତ ପୁତ୍ର ପାଇଁ ଜଣେ ମଜଦୁଦ ତଥା ଗରିବ ପିତାର ତ୍ୟାଗର କାହାଣୀ ଦେଖିବାକୁ ମିଳିଛି । କରୋନାର ଦ୍ୱିତୀୟ ଲହରରେ…

ଅଧା କର୍ମଚାରୀରେ ସ୍କୁଲ ଚାଲିବ, ଜୁନ୍ ୧୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଘରେ ରହିବେ, ନିଷ୍ପତ୍ତି ନେଲା ଶିକ୍ଷା ବିଭାଗ

ନୂଆଦିଲ୍ଲୀ: ଗ୍ରୀଷ୍ମ ଛୁଟି ପରେ ଜୁନ୍ ପହିଲାରୁ ହରିୟାଣାରେ ସମସ୍ତ ସ୍କୁଲ ଖୋଲିଛି । ସ୍କୁଲ ଖୋଲିଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସ୍କୁଲକୁ ଆସିବେ ନାହିଁ । ଏହି ସମୟରେ ଅଧା କର୍ମଚାରୀ…