Browsing Category
ଦେଶ ବିଦେଶ
Parents ହେବ ତ ଏମିତି! ୧୦ମର ସବୁ Subjectରେ ଫେଲ ହେଲା ପୁଅ, କେକ୍ କାଟିଲେ ବାପା-ମାଆ
ନୂଆଦିଲ୍ଲୀ: ସାଧାରଣତଃ ଦେଖାଯାଏ ଯେ, ଯଦି କୌଣସି ପିଲା ବୋର୍ଡ ପରୀକ୍ଷାରେ ଫେଲ୍ ହୁଏ, ତେବେ ତା' ସହ ତାଙ୍କ ବାପାମାଆ ମଧ୍ୟ ଦୁଃଖିତ ହୋଇଯାଆନ୍ତି ଏବଂ କିଛି ବାପାମାଆ ପିଲାମାନଙ୍କୁ ଗାଳି ମଧ୍ୟ ଦେବା ଆରମ୍ଭ…
ପହଲଗାମ ହମଲାରେ ଭାରତକୁ ମିଳିଲା ରୁଷର ସମର୍ଥନ, ପିଏମ ମୋଦୀଙ୍କ ସହ ଫୋନରେ କଥା ହେଲେ ପୁଟିନ୍
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଛନ୍ତି।
ପୁଟିନ ଆତଙ୍କବାଦ ବିରୋଧରେ…
(Video) ସେଲଫି ନେବାର ସଉକ ପଡ଼ିଲା ମହଙ୍ଗା, ଫଟୋ ଉଠାଇବା ବେଳେ ପାଣିକୁ ଟାଣି ନେଲା କୁମ୍ଭୀର
ନୂଆଦିଲ୍ଲୀ: ଫିଲିପାଇନ୍ସର ଦକ୍ଷିଣ ଜାମ୍ବୋଆଙ୍ଗା ସିବୁଗେ ପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ 29 ବର୍ଷୀୟ ଯୁବକ ସେଲଫି ନେବା ପାଇଁ କୁମ୍ଭୀର ଖୁଆଡ଼ରେ ପ୍ରବେଶ କରିଥିଲେ ଏବଂ…
Waqf Amendment Act: ୧୫ ମେ’ରେ ନୂଆ ସିଜେଆଇ କରିବେ ଶୁଣାଣି, ଜଷ୍ଟିସ ଖାନ୍ନାଙ୍କ ପାଇଁ ଇମୋସନାଲ ହେଲେ ତୁଷାର ମେହତା
ନୂଆଦିଲ୍ଲୀ: ଓକଫ ସଂଶୋଧନ ଆଇନକୁ ନେଇ ଦାଖଲ କରାଯାଇଥିବା ପିଟିସନଗୁଡ଼ିକ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଗାମୀ ଶୁଣାଣି ୧୫ ମେ’ରେ କରାଯିବ।
ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା…
ଭାଙ୍ଗି ରୁଜି ଚୁରମାର ହୋଇଗଲା ମମତାଙ୍କ ଦମ୍ଭ, ଶେଷରେ ଦୀଘା ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମ ଲେଖା
ପୁରୀ: ଶେଷରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଙ୍ଗି ରୁଜି ଚୁରମାର ହୋଇଗଲା ମମତାଙ୍କ ଗର୍ବ। ପ୍ରବଳ ବିରୋଧ ପରେ ନଇଁଲେ ମମତା। ଆଉ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା 'ଜଗନ୍ନାଥ ଧାମ'…
ଉଜ୍ଜୈନ ମହାକାଳେଶ୍ୱର ମନ୍ଦିର ପରିସରରେ ଭୟଙ୍କର ଅଗ୍ନିକାଣ୍ଡ, ୧ କିମି ଦୂରରୁ ଦେଖାଗଲା ଜ୍ୱାଳା
ଉଜ୍ଜୈନ: ମଧ୍ୟପ୍ରଦେଶର ଉଜ୍ଜୈନସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିର ପରିସରରେ ଆଜି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ମନ୍ଦିରର ସୁବିଧା କେନ୍ଦ୍ରରେ ଥିବା ପରିବେଶ ଦୂଷଣ ନିୟନ୍ତ୍ରଣ…
ଆଜିଠୁ Skypeରେ ହେବନି ଭିଡିଓ କଲ୍, ଘୋଷଣା କଲା Microsoft
ନୂଆଦିଲ୍ଲୀ: ଟେକ୍ନୋଲୋଜି ଜାଏଣ୍ଟ ମାଇକ୍ରୋସଫ୍ଟ ଆଜିଠାରୁ ଅର୍ଥାତ୍ ମେ ୫ ତାରିଖରୁ ଏହାର ଲୋକପ୍ରିୟ ଭିଡିଓ କଲିଂ ପ୍ଲାଟଫର୍ମ Skypeକୁ ଆନୁଷ୍ଠାନିକ ଭାବରେ ବନ୍ଦ କରିଦେଇଛି।
କମ୍ପାନୀ ଫେବୃଆରୀ ୨୦୨୫ରେ ହିଁ ଏହି…
ପହଲଗାମକୁ ନେଇ ପସ୍ତେଇବ ପାକିସ୍ତାନ: ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ହେବାରୁ ପାଣି ପାଇଁ ହେବ ଛଟପଟ, ଭାରତ ହଜାର ହଜାର ମେଗାୱାଟ ବିଦ୍ୟୁତ୍…
ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଆକ୍ରମଣର ତାର ପାକିସ୍ତାନ ସହ ଯୋଡ଼ି ହେବା ପରେ ଭାରତ…
ଇଣ୍ଡିଆନ ଆଇଡଲ ବିଜେତା ପବନଦୀପ ରାଜନ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ: ହାତ ଓ ଗୋଡ଼ରେ ଆଘାତ, ଜାଣନ୍ତୁ ବର୍ତ୍ତମାନର ସ୍ୱାସ୍ଥ୍ୟ ଅବସ୍ଥା
ଅହମଦାବାଦ: ଇଣ୍ଡିଆନ ଆଇଡଲ ସିଜନ ୧୨ର ବିଜେତା ତଥା ଲୋକପ୍ରିୟ ଗାୟକ ପବନଦୀପ ରାଜନ ୫ ମେ ୨୦୨୫ରେ ଅହମଦାବାଦରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ତାଙ୍କ ହାତ ଏବଂ ଗୋଡ଼ରେ ଗଭୀର…
“ବିଜେପି କିଛି କଲେ ଆମେ ତ ପ୍ରଶ୍ନ କରୁନୁ, ତାହାଲେ ଦୀଘା ଉପରେ ବିଜେପିର ଏତେ ରାଗ କାହିଁକି”?
ପଶ୍ଚିମବଙ୍ଗ: ଦୀଘା ଜଗନ୍ନାଥ ମନ୍ଦିର ବିବାଦ। କିଛି ଦିନର ରାଜନୈତିକ ତର୍କ ବିତର୍କ ଭିତରେ ଆଜି ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେବଳ ମୁହଁ ଖୋଲିଛନ୍ତି ତା ନୁହେଁ, ବିଜେପି ଉପରେ ଖୁବ୍…